ଖେଳ

କୋଭିଡ୍‌-୧୯: ମୋଟ ୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୬।୪(ପି.ଟି.)- କୋଭିଡ୍‌-୧୯ ଲଢେଇରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୋଟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌), ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନ, ସ୍ବୀକୃତି ପାଇବା ପାଇଁ ଆବେଦନ କରିଥିବା କେତେକ ସଂଗଠନ…

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ ଘୋଷଣା କରିଛନ୍ତି। ସେ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ଦାନ ଦେବେ ବୋଲି…

କୋଭିଡ-୧୯: ହରଭଜନ, ସ୍ତ୍ରୀ ଗୀତା ୫,୦୦୦ ପରିବାରଙ୍କୁ ଖୁଆଇବେ

ନୂଆଦିଲ୍ଳୀ, ୬।୪(ପି.ଟି.)- ଭାରତୀୟ ପୂର୍ବତନ ଅଫ୍‌- ସ୍ପିନର ହରଭଜନ ସିଂ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବାସ୍ରା ତାଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ ୫,୦୦୦ ପରିବାରକୁ ଖୁଆଇବେ ବୋଲି କଥା ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବା ବେଳେ…

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଛି ବୋଲି ରବିବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ବିଡ୍‌…

ଜାଫରଙ୍କ ସର୍ବକାଳୀନ ଦିନିକିଆ ଏକାଦଶ ରେ ଧୋନୀ ଅଧିନାୟକ

ନୂଆଦିଲ୍ଲୀ,୫/୪: ଭାରତୀୟ ପୂର୍ବତନ ବ୍ୟାଟସମ୍ୟାନ ୱସିମ ଜାଫର ତାଙ୍କର ସର୍ବକାଳୀନ ଦିନିକିଆ ବିଶ୍ଵ ଏକାଦାଶ ଘୋଷଣା କରିଛନ୍ତି। ଏଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେତୃତ୍ୱ ପ୍ରଦାନ କରିଛନ୍ତି। ସେହିପରି ସେ କ୍ରିକେଟ୍ ଆଇକନ୍ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମା…

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଫିଜି ରଗବି ଖେଳାଳି ଗିରଫ

ଶୁଭ।, ୫/୪: କୋଭିଡ-୧୯ ସେଲ୍ଫ ଆଇସୋଲେଶନ ନିୟମ ଉଲ୍ଲଘଂନ କରି ଫିଜି ର ୨ଜଣ ରାଗବି ଖେଳାଳି ଗିରଫ ହୋଇଛନ୍ତି। ଏହି ୨ ଖେଳାଳି ଙ୍କ ଦାୟିତ୍ବହୀନ ଆଚରଣ ସମ୍ପର୍କ ରେ ବିଶ୍ଵ ରଗବି ର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୱାଲ୍ଡ…

କୋଭିଡ-୧୯: ୧୦ ହଜାର ଲୋକଙ୍କୁ ଖୁଆଇଲେ ଗାଙ୍ଗୁଲି

କୋଲକାତା,୪/୪: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୈାରଭ ଗାଙ୍ଗୁଲି କୋଭିଡ-୧୯ ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଖୁଆଇବା ର ବ୍ୟବସ୍ଥା କରିଛନ୍ତି। ଇସ୍କନ ମାଧ୍ୟମ ରେ ସେ ଏହି ସମାଜ ମଙ୍ଗଳ କର୍ଯ୍ୟ କରିଚନ୍ତି। ଇସ୍କନ ପୂର୍ବରୁ ପ୍ରତେକ୍…

ଅତିରିକ୍ତ ୭୫ ଲକ୍ଷ ଟଙ୍କା ସହାୟତା ଦେଲା ହକି ଇଣ୍ଡିଆ; ଅନିର୍ବାଣ ଲାହିରୀ ଦେଲେ ୭ଲକ୍ଷ

ନୂଆଦିଲ୍ଲୀ, ୪/୪: କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ପୁଣି ଥରେ ସହାୟତା ର ହାତ ବଢ଼ାଇଛି। ହକି ଇଣ୍ଡିଆ ଶନିବାର ଆଉ ୭୫ ଲକ୍ଷ ଟଙ୍କା ଦାନ କରିଛି। ପୂର୍ବରୁ ହକି ଇଣ୍ଡିଆ ଗତ ୧ ତାରିଖ ରେ୨୫…

କୋଭିଡ-୧୯: ନେମାରଙ୍କ ୧୦ ଲକ୍ଷ ଡଲାର ସହାୟତା

ରିଓ ଡି ଜନେରୋ(୪।୪): କରୋନା ଭାଇରସ ମୁକାବିଲା ପାଇଁ ବ୍ରାଜିଲ ଫୁଟବଲ ସୁପର ଷ୍ଟାର୍ ନେମାର ୧୦ ଲକ୍ଷ ଆମେରିକୀୟ ଡଲାର ସହାୟତା ପ୍ରଦାନ କରିଛନ୍ତି। ବିଶ୍ଵ ର ତୃତୀୟ ଦାମୀ ଫୁଟବଲର ବିବେଚିତ ହେଉ ଥିବା ପ୍ୟାରିସ ସେଣ୍ଟ ଜର୍ମନ୍…

କୋଭିଡ-୧୯ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍ ସ୍ଥଗିତ

ଭୁବନେଶ୍ୱର, ୪.୩(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ନଭେମ୍ବର ରେ ଭାରତର ୪ଟି ସ୍ଥାନରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପକୁ ସ୍ଥଗିତ ରଖାଯାଇଛି। ବିଶ୍ଵ ଫୁଟବଲ୍ ର ସର୍ବୋଚ୍ଚ ସଂସ୍ଥା ଫିଫାର ପରାମର୍ଶ କ୍ରମେ ସର୍ବଭାରତୀୟ ଫୁଟବଲ…

କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ସେ କେତେଜଣ ଖେଳାଳିଙ୍କ ସହିତ ଏହି ପ୍ରସଙ୍ଗରେ…

ଟେନିସ୍‌ ଖେଳାଯିବା ନେଇ ଆଶଙ୍କା ପ୍ରକାଶ କଲେ ଓ୍ବିମ୍ବେଲଡନ ମୁଖ୍ୟ

ଲଣ୍ଡନ,୩।୪(ଏଏଫ୍‌ପି)- ଚଳିତବର୍ଷ ଅର୍ଥାତ୍‌ ୨୦୨୦ରେ ଟେନିସ ଖେଳାଯାଇପାରିବ ନାହିଁ ବୋଲି ଓ୍ବିମ୍ବେଲଡନ ମୁଖ୍ୟ ରିଚାର୍ଡ ଲୁଇସ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଚଳିତବର୍ଷ ସମ୍ପୂର୍ଣ୍ଣ ରୂପେ ଟେନିସ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତମାସ ପ୍ରାରମ୍ଭରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri