ଖେଳ

କ୍ରିକେଟ ଜଗତକୁ ଝଟ୍‌କା, ୫୧ଟି ଶତକ ଲଗାଇଥିବା ମହାନ ବ୍ୟାଟ୍ସମ୍ୟାନଙ୍କ ପରଲୋକ

କ୍ରିକେଟ ଜଗତର ମହାନ ଖେଳାଳି ଓ୍ବେଷ୍ଟଇଣ୍ଡିଜର ସାର୍‌ ଏଭର୍ଟନ ଓ୍ବିକ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର ଗଡ୍‌ଫାଦର୍‌ ଭାବେ ଜଣାଶୁଣା ଓ୍ବିକ୍ସ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସେ ୪୮ଟି…

ଏହି କ୍ରିକେଟରଙ୍କ ସ୍ତ୍ରୀମାନେ ପାଲଟିଛନ୍ତି କରୋନା ଯୋଦ୍ଧା, ବଞ୍ଚାଉଛନ୍ତି ଜୀବନ

ସାରା ବିଶ୍ୱ ଏବେ କରୋନା ସହ ଲଢୁଛି। ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଭାରତରେ…

ସ୍ତ୍ରୀଙ୍କୁ ଆଲମାରୀ ଭିତରେ ଲୁଚାଇ ବିଶ୍ୱକପ୍‌ ଖେଳିଥିଲେ ଏହି କ୍ରିକେଟର୍‌

ବିଶ୍ୱକପ ସମୟରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ସାଧାରଣତଃ ଖେଳାଳିମାନଙ୍କୁ ପରିବାରଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଥାଏ। ଖେଲାଳିମାନେ କେବଳ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଏ। ଖେଳାଳିମାନେ ମଧ୍ୟ କ୍ରିକେଟ ବୋର୍ଡର ଏହି…

ସଚିନ ତେନ୍ଦୁଲକରଙ୍କ ଟ୍ରାଉଜର୍‌ ପିନ୍ଧିଥିଲେ ଏହି ମହାନ୍‌ ଖେଳାଳି

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବଦାନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଛନ୍ତି। ଯେ କହିଛନ୍ତି ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର ବଦଳାଇବାକୁ…

ଜୋକୋଭିଚ୍‌ଙ୍କୁ ସର୍ବିୟା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୨।୭- କରୋନା ସଂକ୍ରମଣ ସମୟରେ ଆଡ୍ରିଆ ଓପନ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରି ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ବେଲଗ୍ରେଡ୍‌ରେ ଅନୁଷ୍ଠିତ ଚରଣରେ ଖେଳିବା ଦ୍ୱାରା ନିଜେ ଜୋକୋଭିଚ୍‌ଙ୍କ ସମେତ ଗ୍ରିଗୋର ଡିମିଟ୍ରୋଭ, ବୋର୍ନା କୋରିକ ଏବଂ ଭିକ୍ଟର ଟ୍ରୋଇକି…

ରୋଚ୍‌ଙ୍କ ଜନ୍ମଦିନ ପାଳିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ କ୍ଷେତ୍ରରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏପରି ନିୟମ ପାଳନ କରି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ…

ଆନାଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କଲେ ବୈଶାଳୀ

ଚେନ୍ନାଇ, ୨।୭(ପି.ଟି.)- ଫିଡେ ପକ୍ଷରୁ ଆୟୋଜିତ ମହିଳା ସ୍ପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଦ୍ୱିତୀୟ ଚରଣର ପ୍ରଥମ ରାଉଣ୍ଡରେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ବିଶ୍ୱର ୭ ନମ୍ବର ଖେଳାଳି ଆନା ମୁଜିଚୁକ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ…

ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର

ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି। ଆଇସିସି ଅଧ୍ୟକ୍ଷଭାବେ ସେ ୨୦୧୫ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିଲେ। ”ଦୁଇଥର ୨ ବର୍ଷିଆ…

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ ଏବେବି ଚାହିଁ ରହିଛନ୍ତି ଯେ କେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ…

ରୋହିତ୍‌ଙ୍କୁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ କହିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ, ୧।୭- ଏକଦିବସୀୟ କ୍ରିକେଟ୍‌ରେ ବଡ଼ ଶତକୀୟ ଇନିଂସ ଖେଳିବାର ଦକ୍ଷତା ରଖୁଥିବା ରୋହିତ୍‌ ଶର୍ମାଙ୍କୁ ଏହି ଫର୍ମାଟ୍‌ର ଶ୍ରେଷ୍ଠ ଓପନର୍‌ ମାନ୍ୟତା ଦେଇଛି ବୋଲି ପୂର୍ବତନ କ୍ରିକେଟର୍‌ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି। ରୋହିତ୍‌ ବର୍ତ୍ତମାନ ସୁଦ୍ଧା ଦିନିକିଆରେ ୨୯ ଶତକ…

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ ସମୟରେ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ ସେତେବେଳେ ସେ ଭଲ ଫର୍ମରେ ଥିଲେ। କିନ୍ତୁ ହଠାତ୍‌…

କୋଭିଡ୍‌- ୧୯ : ୨୦୨୨କୁ ଘୁଞ୍ଚିଲା ଆଫ୍ରିକାନ କପ୍‌ ଅଫ୍‌ ନେଶନ୍ସ

ନୂଆଦିଲ୍ଲୀ,୧।୭: କୋଭିଡ୍‌- ୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଆଫ୍ରିକାନ୍‌ କପ୍‌ ଅଫ୍‌ ନେଶନ୍ସକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର କନ୍‌ଫେଡେରେଶନ ଅଫ୍‌ ଆଫ୍ରିକାନ୍‌ ଫୁଟବଲ (ସିଏଏଫ୍‌) ଏ ନେଇ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?