ଖେଳ

ବିଶ୍ୱର ୧୦ ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ରହିଛି ଜିଭାଙ୍କ ନାଁ

ବିଶ୍ୱର ଶ୍ରେଷ୍ଠ ଫିନିସର୍‌ ଭାବେ ଜଣାଶୁଣା ଏମ୍‌ଏସ୍‌ ଧୋନୀଙ୍କ ୫ ବର୍ଷର ଝିଅ ଜିଭା ଷ୍ଟାର୍‌ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିନ୍ନ ଅନ୍ଦାଜ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ୟାନ୍‌ ଫଲୋଇଙ୍ଗ୍‌ ବଢିବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ…

ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌ ନେବାକୁ ଚାହାନ୍ତି ବକ୍ସଟର

ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍‌ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌କୁ…

ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ଓ୍ବେବିନାର୍‌

ନୂଆଦିଲ୍ଲୀ, ୨୪ା୬: ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ନାଭାଲ ଟାଟା ହକି ଏକାଡେମୀ ସହଯୋଗରେ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କ୍ରୀଡ଼ା କିମ୍ବଦନ୍ତୀ ଏବଂ ପ୍ରଶାସକମାନଙ୍କୁ ନେଇ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଲୋଚନାର…

ଇଂଲଣ୍ଡ କ୍ରିକେଟରଙ୍କ ହେବ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ

ସାଉଥାମ୍ପଟନ, ୨୪ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଏଜାସ୍‌ ବାଓଲର ଜୈବ ସୁରକ୍ଷିତ ପରିବେଶରେ ପୂରାମାତ୍ରାରେ ଟ୍ରେନିଂ ପୂର୍ବରୁ ଇଂଲଣ୍ଡ କ୍ରିକେଟରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟେଷ୍ଟ ହେବ। ୧୦ ଦିନ ପୂର୍ବରୁ ପ୍ରଥମ ରାଉଣ୍ଡରେ ଏହି ସମସ୍ତ ୩୦ କ୍ରିକେଟରଙ୍କ…

ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଦୁଇ ଭାରତୀୟ ତୀରନ୍ଦାଜ

ଜୟପୁର, ୨୩।୬- ପୂର୍ବରୁ ଅନେକ ଭାରତୀୟ କ୍ରୀଡ଼ାବିତ୍‌ ପରସ୍ପର ବିବାହ ବନ୍ଧରେ ଆବଦ୍ଧ ହେବାର ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ଦୁଇ ଭାରତୀୟ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ। ଆସନ୍ତା ଜୁନ୍‌…

ଧୋନୀଙ୍କ ପାଇଁ ଜୁନ୍‌ ୨୩ ଲକି କାହିଁକି

ନୂଆଦିଲ୍ଲୀ, ୨୩।୬- ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ କରାଯାଏ। କ୍ରିକେଟ୍‌ ଇତିହାସର ପ୍ରଥମ ଅଧିନାୟକ ଭାବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ୩ଟି ମେଜର ଟ୍ରଫି ଜିତିବାର କିର୍ତ୍ତୀମାନ ସ୍ଥାପନ କରିଥିଲେ। ଅଧିନାୟକ…

କର୍ନରଷ୍ଟୋନ ସହ ଚୁକ୍ତି କଲେ ସବୁ ଫର୍ମାଟ୍‌ରେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଏହି ଭାରତୀୟ ମହିଳା ଟେନିସ ଖେଳାଳି

ମୁମ୍ବାଇ,୨୩।୬(ପି.ଟି.): ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ମଙ୍ଗଳବାର ଏକ ବଡ଼ ଚୁକ୍ତି କରିଛନ୍ତି। ଜଣାଶୁଣା ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କର୍ନରଷ୍ଟୋନ ସହ ସାନିଆ ଚୁକ୍ତି କରିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ସାନିଆ ଏବେ ଏହି ଏଜେନ୍ସି…

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌, ହାରିସ ରଫ୍‌ ଓ ହାଇଦର ଅଲି କରୋନା ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଆଉ ୭…

ଖେଳାଳିମାନେ ନାଚିବା, ପାର୍ଟି କରିବା ସବୁଠାରୁ ଖରାପ ଉଦାହରଣ: ଇଭାନ୍ସ

ଲଣ୍ଡନ, ୨୩।୬- ମହାମାରୀ କରୋନା ଭାଇରସ୍‌ର ଭୟାବହତା ମଧ୍ୟରେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ନିକଟରେ ବେଲ୍‌ଗ୍ରାଡେରେ ଏକ ପ୍ରଦର୍ଶନୀ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ଏଥିରେ ସାମିଲ ହୋଇଥିବା ବୁଲ୍‌ଗେରିଆର ଗ୍ରିଗୋର ଦିମିତ୍ରୋଭା, କ୍ରୋଏସିଆର…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: କଳିଙ୍ଗରେ କ୍ୱାର୍ଟର, ସେମିଫାଇନାଲ

ଭୁବନେଶ୍ୱର, ୨୩।୬(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ପାଇଁ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫଳରେ ଟୁର୍ନାମେଣ୍ଟର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ କ୍ୱାର୍ଟର ଫାଇନାଲ ଓ…

ନୋଭାକ ଜୋକୋଭିଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ, ୨୩।୬- ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ନୋଭାକ କୋଜୋଭିଚ୍‌ ଓ ତାଙ୍କ ସ୍ତ୍ରୀ ଜେଲେନା ମହାମାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ପିଲାମାନଙ୍କ ରିପୋର୍ଟ ନେଗେଟିଭ ବାହାରିଛି। ସର୍ବିୟ ଟେନିସ ତାରକା ଜୋକୋଭିଚ୍‌…

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ ସେ ଦାୟିତ୍ୱ ବହନ କରିବେ। ଗୋଟିଏ ବର୍ଷ ପାଇଁ ଏ ନେଇ ଚୁକ୍ତି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?