Posted inଖେଳ

ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ନେଇ ଇଣ୍ଡିଆ ଟାଏକୋଣ୍ଡୋର ଘୋଷଣା

ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଜାତୀୟ ଟାଏକୋଣ୍ଡୋ ପୁମାସାଏ ଚାମ୍ପିୟନଶିପ୍‌ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି। କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ଡିଭିଜନ୍‌ରେ ବିଭକ୍ତ ଏହି ପ୍ର୍‌ତିଯୋଗିତା ବ୍ୟକ୍ତିଗତ କ୍ଷମତା ଉପରେ ପର୍ଯ୍ୟବସିତ ହେବ। କଲର ବେଲ୍ଟ ଡିଭିଜନ୍‌ ୩ଟି ବର୍ଗରେ ବିଭକ୍ତ ହେବ। ସେହିପରି ବ୍ଲାକ ବେଲ୍ଟ ଡିଭିଜନ୍‌ (ମେଡାଲ ଇଭେଣ୍ଟ୍ସ) ୮ଟି ବର୍ଗରେ ବିଭକ୍ତ ହେବ। ଡେଡ୍‌ ଲାଇନ୍‌ ପୂର୍ବରୁ ପ୍ରତ୍ୟେକ ଆଥଲେଟ ପୁମାସାଏ ପ୍ରଦର୍ଶନ କରୁଥିବାର ଏକ ଭିଡିଓ ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ବିଶ୍ୱ ଟାଏକୋଣ୍ଡୋ ମଧ୍ୟ ଏହି ଟୁର୍ନାମେଣ୍ଟକୁ ସମର୍ଥନ କରିଛି। କୋଭିଡ୍‌-୧୯ ମହାମାରୀ ପାଇଁ ଆଥଲେଟମାନଙ୍କୁ ସେଫ୍ଟି ଗାଇଡ୍‌ଲାଇନ୍‌ ଅନୁସରଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ ନେଇ ନିଷ୍ପତ୍ତି ହେଲାନି, ବୈଠକରେ ଯୋଗଦେଲେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲ, ୯।୬(ପି.ଟି.): ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଏସିଆ କପ୍‌ ଟି୨୦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏସିଆନ କ୍ରିକେଟ କାଉନସିଲ (ଏସିସି)...

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ...

ଟି୨୦ ବିଶ୍ୱକପ୍‌ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍‌ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ...

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ...

ଷ୍ଟୋଇନିସ୍‌ଙ୍କୁ ପଣ୍ଟିଂଙ୍କ ପ୍ରଶଂସା

ମେଲବୋର୍ନ, ୨୪ା୧୧:ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ତାଙ୍କ ଦେଶର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ...

କରୋନାରେ ପ୍ରାଣ ହାରିଲେ ଲେଗ୍‌ ସ୍ପିନର ବିବେକ ଯାଦବ

ଜୟପୁର,୭।୫(ପି.ଟି.): କୋଭିଡ୍‌- ୧୯ ଆଗରେ ଆଉ ଜଣେ କ୍ରିକେଟର ହାର ମାନିଛନ୍ତି। ରାଜସ୍ଥାନ ପୂର୍ବତନ ଲେଗ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ...

ବିସିସିଆଇ ନିଷ୍ପତ୍ତିକୁ ଆଇପିଏଲ୍‌ ବ୍ରଡ୍‌କାଷ୍ଟର ସମର୍ଥନ

ମୁମ୍ବାଇ, ୫ା୫(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବାୟୋ ବବଲରେ କୋଭିଡ୍‌ର ଆକସ୍ମିକ ଆବିର୍ଭାବ ଯୋଗୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ...

ଛୁଟି ନେଇ ଘରକୁ ଯିବା ଏହି କ୍ରିକେଟରଙ୍କୁ ପଡିଲା ମହଙ୍ଗା; ଦଳରୁ ପଡିଲେ ବାଦ୍‌

ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଚାରିଟି ଟେଷ୍ଟ ମ୍ୟାଚର...

Advertisement
Archives

Model This Week