ଖେଳ

ଧୋନୀଙ୍କ ପାଇଁ ଭାବପ୍ରବଣ ହେଲେ ଅନୁଷ୍କା,ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଚାନକ ସନ୍ୟାସ ଘୋଷଣା ତାଙ୍କ କ୍ରିକେଟ ପ୍ରଶଂସକଙ୍କ ଚକିତ କରିଦେଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ତାଙ୍କ ଏଭଳି ନିଷ୍ପତ୍ତିରେ ଦୁଃଖିତ ହୋିଛନ୍ତି। ଏଥିରେ ସାମିଲ ଅଛନ୍ତି ଦକ୍ଷିଣ…

କୋହଲି-ସଚିନଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀଙ୍କୁ ସହାୟତା ଦେବେ ଏହି ପ୍ରସିଦ୍ଧ ଅଭିନେତା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ ସମ୍ବାଦ ପ୍ରକାଶ ପାଇବା ପରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ତାଙ୍କୁ ସହାୟତା ଦେବାକୁ…

ଇଂଲଣ୍ଡର ଏହି ଯୁବ କ୍ରିକେଟରଙ୍କ ପ୍ରଶଂସକ ପାଲଟିଲେ ଗାଙ୍ଗୁଲୀ: କହିଲେ ଏଭଳି

ନୂଆଦିଲ୍ଲୀ,୨୩।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଇଂଲଣ୍ଡର ଜଣେ ଉଦୀୟମାନ କ୍ରିକେଟ ତାରକାଙ୍କ ଖେଳରେ ପ୍ରଭାବିତ ହୋଇଛନ୍ତି। କ୍ରିକେଟର ଜଣଙ୍କ ହେଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଜାକ୍‌ କ୍ରୋଲେ। ପାକସ୍ତାନ ବିପକ୍ଷରେ ଖେଳାଯାଉଥିବା…

ବ୍ୟକ୍ତିତ୍ୱ ହିସାବରେ ସ୍ବାମୀ ସୋଏବ ମଲିକଙ୍କୁ ମନେ ପକାଇ ଦିଅନ୍ତି ଧୋନୀ: ସାନିଆ

ହାଇଦ୍ରାବାଦ,୨୩।୮: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଧୋନୀଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ମିଶେ ବୋଲି କହିଛନ୍ତି। ଉଭୟ ଶାନ୍ତ। ମଜା…

ପରିସ୍ଥିତି ଅନୁକୂଳ ହେଲେ ଘରୋଇ କ୍ରିକେଟ ଆରମ୍ଭ ହେବ: ଗାଙ୍ଗୁଲି

ନୂଆଦିଲ୍ଲୀ,୨୩।୮(ପି.ଟି.): ଘରୋଇ କ୍ରିକେଟର ଆରମ୍ଭ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ପରସ୍ଥିତି ସୁଧୁରିବା ଉପରେ ସବୁକିଛି ନିର୍ଭର କରୁଛି। ପରିସ୍ଥିତିରେ ଉନ୍ନତି ଆସିଲେ…

ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କଲେ ହକି ଖେଳାଳି

ନୂଆଦିଲ୍ଲୀ,୨୩।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳର କୋର ଗ୍ରୁପ୍‌ କେତୋଟି ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ତେବେ କେତେ ସପ୍ତାହ ପରେ ଦଳ ସ୍କିଲ୍‌ ଡେଭଲପମେଣ୍ଟ ଉପରେ ଫୋକସ କରିବ ବୋଲି ଶନିବାର ଭାରତୀୟ ହେଡ୍‌ କୋଚ୍‌ ଗ୍ରାହାମ…

ଚାମ୍ପିୟନ୍ସ ଲିଗ୍‌: ପିଏସ୍‌ଜି- ବେୟର୍ନ ଫାଇନାଲ

ଲିସ୍‌ବନ୍‌,୨୩।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହାଇପ୍ରୋଫାଇଲ୍‌ ଚାମ୍ପିୟନ୍ସ ଲିଗ୍‌ର ଫାଇନାଲ ମୁକାବିଲା ଏଥର ସ୍ପଷ୍ଟ ହୋଇଛି। ରବିବାର ଫାଇନାଲ ମୁକାବିଲାରେ ପ୍ୟାରିସ୍‌-ସେଣ୍ଟ-ଜର୍ମେନ (ପିଏସ୍‌ଜି) ଓ ବେୟର୍ନ ମ୍ୟୁନିକ୍‌ ପରସ୍ପରକୁ ଭେଟିବେ। କୋଭିଡ୍‌-୧୯…

ଚେସ୍‌ ଅଲିିମ୍ପିଆଡ୍‌: ମଙ୍ଗୋଲିଆ ସହ ଡ୍ର ରଖିଲା ଭାରତ

ଚେନ୍ନାଇ, ୨୩ା୮ (ପି.ଟି.)-ଫିଡେ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ରେ ଚାଇନା ପୁଲ୍‌ ଏ’ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ମଙ୍ଗୋଲିଆ ବିପକ୍ଷ ମ୍ୟାଚକୁ ଭାରତ ୩-୩ରେ ଡ୍ର ରଖିଛି। ଚତୁର୍ଥ ଓ ପଞ୍ଚମ ରାଉଣ୍ଡରେ ଯଥାକ୍ରମେ ଇଣ୍ଡୋନେସିଆ (୪.୫-୧.୫) ଏବଂ…

ମହିଳା ରେସ୍‌ଲିଂ କ୍ୟାମ୍ପ ପୁଣି ସ୍ଥଗିତ

ନୂଆଦିଲ୍ଲୀ, ୨୩ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ମହିଳା ରେସ୍‌ଲରମାନଙ୍କ ଲାଗି ହେବାକୁଥିବା ଜାତୀୟ କ୍ୟାମ୍ପକୁ ପୁଣି ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖେଳାଳିମାନେ କ୍ୟାମ୍ପରେ ଯୋଗଦେବା ଲାଗି କୁଣ୍ଠିତ ହେଉଛନ୍ତି। ଜାତୀୟ କ୍ୟାମ୍ପ ସେପ୍ଟେମ୍ବର ୧ରୁ ଲକ୍ଷ୍ନୌରେ ଆରମ୍ଭ…

୨୬୭ ରନରେ ଆଉଟ୍‌ ହେଲେ କ୍ରଲି

ସାଉଥାମ୍ପଟନ,୨୨।୮(ପି.ଟି.): ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଜ୍ୟାକ କ୍ରଲିଙ୍କ ଆକର୍ଷଣୀୟ ଦ୍ୱିଶତକ ଓ ଜୋସ୍‌ ବଟଲରଙ୍କ ଶତକ ସହାୟତା ଘରୋଇ ଇଂଲଣ୍ଡ ବୃହତ୍‌ ସ୍କୋର ଆଡକୁ ଅଗ୍ରସର ହୋଇଛି।…

ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି ୟୁଏଇ ଗସ୍ତ କରିବା ପୂର୍ବରୁ ରାହୁଲ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) କର୍ମଚାରୀଙ୍କୁ…

ଆର୍‌ସିବି ସହ ଯୋଗଦେଲେ ଡିଭିଲର୍ସ, ଷ୍ଟେଇନ

ଦୁବାଇ, ୨୨।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ରେ ଅଂଶଗ୍ରହଣ କରିବା ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୟୁଏଇରେ ପହଞ୍ଚି ସାରିଛି। ବାଙ୍ଗାଲୋର ଦଳର ଷ୍ଟାର୍‌ ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?