୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି
ଦୁବାଇ, ୧୩।୯: ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ବୋଲିଂ ପରାମର୍ଶଦାତା ଏରିକ୍ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି ବ୍ରିଟେନର ଜୈବ ସୁରକ୍ଷିତ (ବାୟୋ ବବଲ୍) ପରିବେଶରେ ରହିଥିଲେ ମଧ୍ୟ ଆଇପିଏଲ୍ ଖେଳିବାକୁ ୟୁଏଇ…
ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ର ସ୍ପିନ୍ ବୋଲର୍ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ ପାଇଁ ପରିଚିତ ଚହଲଙ୍କୁ ବୋଲିଂ ସହ ବ୍ୟାଟିଂ କରିବାକୁ ବେଶ୍ ପସନ୍ଦ। ସେ ଟପ୍…
ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି
ଚଳିତବର୍ଷ ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍ ସନ୍ତୁଳିତ ଅଛି, ଟାଇଟଲ୍ ବିଜୟ ପାଇଁ ପ୍ରସ୍ତୁତ ଅଛୁ ବୋଲି କୋହଲି କହିଛନ୍ତି। ନିକଟରେ ସୋସିଆଲ ମିଡିଆରେ…
ଆଇପିଏଲ୍ ପୂର୍ବରୁ ଆୟରାଙ୍କୁ ନେଇ ଭାବବିହ୍ବଳ ହେଲେ ସାମି, କହିଲେ ଏଭଳି
ନୂଆଦିଲ୍ଲୀ,୧୩।୯: ଆଇପିଏଲ୍-୨୦୨୦ ଆରମ୍ଭ ହେବାକୁ ଆଉ କିଛିଟା ଦିନ ବାକି। ଖେଳାଳିମାନେ ଏହାକୁ ନେଇ ୟୁଏଇରେ ଅଛନ୍ତି। ଘରଠାରୁ ଦୂରରେ ଥିବାରୁ ନିଜ ପରିବାରଲୋକ ମନେ ପଡ଼ିବା ସ୍ବାଭାବିକ କଥା। ସେଭଳି କିଛି ଏବେ ଘଟୁଛି ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କ…
ୟୁଏସ୍ ଓପନ୍ ଟେନିସ୍: ଥିମ୍-ଜେଭେରେଭ ଫାଇନାଲ ଫାଇଟ୍
ନ୍ୟୁୟର୍କ, ୧୩।୯(ଏପି): ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମହିଳା ସିଙ୍ଗଲ୍ସ ପରେ ଏବେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରିଆର…
ଆଇପିଏଲ୍ରେ ପ୍ରଥମ ଆମେରିକୀୟ ଅଲି ଖାନ୍
ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍। ସେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ଦଳ ତରଫରୁ ଖେଳିବେ। ୨୯ ବର୍ଷୀୟ ଏହି…
ଜାଭୋନାରେଭା-ସିଗ୍ମଣ୍ଡ ଚାମ୍ପିୟନ
ନ୍ୟୁୟର୍କ,୧୩।୯(ଏପି): ୟୁଏସ୍ ଓପନ୍ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଅଣସିଡ୍ ଏହି ରୁଷିଆ ଓ ଜର୍ମାନୀ ଯୋଡି ୬-୪, ୬-୪ ସେଟ୍ରେ ତୃତୀୟ ସିଡ୍ ମାନ୍ୟତାପ୍ରାପ୍ତ…
ଥୋମାସ ଓବର କପ୍ରୁ ଓହରିଲା ଇଣ୍ଡୋନେସିଆ
ଜାକର୍ତ୍ତା, ୧୩ା୯ (ଏପି)- କରୋନା ଭାଇରସ୍ କାରଣରୁ ଇଣ୍ଡୋନେସିଆ ୫ମ ଦେଶ ଭାବେ ସମ୍ମାନଜନକ ଥୋମାସ ଓ ଉବର କପ୍ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛି। ଏହି ପ୍ରତିଯୋଗିତା ଡେନମାର୍କର ଆରହସ୍ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ନାମେଣ୍ଟ…
ହାମିଲଟନଙ୍କୁ ପୋଲ ପୋଜିଶନ
ମୁଗେଲୋ (ଇଟାଲୀ), ୧୩ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ମୋଟର ରେସ୍ ପାଇଁ ଲୁଇସ୍ ହାମିଲଟନ ତାଙ୍କ ମର୍ସିଡିଜ୍ ଟିମ୍ମେଟ୍ ଭାଲଟେରି ବୋଟାସ୍ଙ୍କୁ .୦୫୯ ସେକେଣ୍ଡ ପଛରେ ପକାଇ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏହାଦ୍ୱାରା ତାଙ୍କ ପୋଲ୍ପୋଜିଶନ ରେକର୍ଡ…
ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’
ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ୟୁଭିଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଥିବା…
ଓଡ଼ିଶା ଏଫ୍ସି ଦଳରେ ଟ୍ରଟ୍
ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି): ଅଷ୍ଟ୍ରେଲିଆନ ସେଣ୍ଟ୍ରାଲ୍ ବ୍ୟାକ୍ ଜ୍ୟାକବ ଟ୍ରଟ୍ଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି। ଫଳରେ ଏହି ଅଷ୍ଟ୍ରେଲୀୟ ଡିଫେଣ୍ଡର ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ)ର ୭ମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିବା ସ୍ପଷ୍ଟ ହୋଇଯାଇଛି। ୨୬…
ପ୍ରଥମ ମ୍ୟାଚ୍ ଖେଳିବେ ମୋର୍ଗାନ, କୁମିନ୍ସ: କେକେଆର
ଆବୁଧାବି,୧୨।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଇଅନ ମୋର୍ଗାନ ଓ ଅଷ୍ଟ୍ରେଲିଆର ପ୍ୟାଟ୍ କୁମିନ୍ସ ଖେଳିବେ। ଏ ନେଇ କେକେଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଭେଙ୍କି ମହୀଶୂର କହିଛନ୍ତି। ସେପ୍ଟେମ୍ବର ୨୩ ତାରିଖରେ…

