ଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ:ବିପର୍ଯ୍ୟୟ ଘଟାଇଲେ ପୋଡୋରୋସ୍କା

ପ୍ୟାରିସ, ୭।୧୦- ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କା ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍‌ ଓପନ ଇତିହାସରେ ଆଧୁନିକ ଯୁଗର ପ୍ରଥମ କ୍ୱାଲିଫାୟରଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାପୂର୍ବରୁ ପୋଡୋରୋସ୍କାର କେବେହେଲେ…

ଆଇପିଏଲ୍‌ ମ୍ୟାଚ୍‌ ବେଳେ ବେଟିଂ: ୬ ଜଣ ଗିରଫ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ବେଟିଂ ପାଇଁ ୬ଜଣ ଗିରଫ ହୋଇଛନ୍ତି। ଡିସିପି ଅତୁଲ କୁମାର ଠାକୁରଙ୍କ ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ରାଜପୁର ଖୁର୍ଦ୍ଦର…

ଡେନ୍‌ମାର୍କ ଓପନରୁ ଓହରିଲେ ସାଇନା, କାଶ୍ୟପ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ଦମ୍ପତି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ମଙ୍ଗଳବାର ଡେନମାର୍କ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଓଡେଞ୍ଜରେ ଅକ୍ଟୋବର ୧୩ରୁ ଏହି ଟୁର୍ନାମେଣ୍ଟ ସହ ଅନ୍ତର୍ଜାତୀୟ କ୍ୟାଲେଣ୍ଡରର ପୁନଃ ଆରମ୍ଭ ହେବ। ମାର୍ଚ୍ଚରେ…

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର ୨ରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ୧୯ତମ ଓଭରରେ ଭୁବନେଶ୍ୱରଙ୍କ ଜଙ୍ଘ ମାଂସପେଶୀରେ…

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ନାଜିବଙ୍କ ମୃତ୍ୟୁ

କାବୁଲ, ୭ା୧୦ (ପି.ଟି.): ଆଫଗାନିସ୍ତାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ନାଜିବ ତାରକାଇଙ୍କର ମୃତ୍ୟୁ ଘଟିଛି। ଗତ ୨ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ନଜିବଙ୍କୁ ୨୯ବର୍ଷ ବୟସ ହୋଇଥିଲା। ନାଜିବ ପ୍ରଥମେ…

ଭାରତ ସିରିଜ ପୂର୍ବରୁ ଆଇପିଏଲ୍‌ ତାରକା ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ

ମେଲବୋର୍ନ, ୭।୧୦(ପି.ଟି.): ଆଗାମୀ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିବା କେତେଜଣ ତାରକା ଅଷ୍ଟ୍ରେଲିଆ ଖେଳାଳି ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।…

ମଙ୍କ୍‌ଡିଙ୍ଗ୍‌ ନେଇ ବ୍ୟାଟ୍ସମ୍ୟାନଙ୍କୁ ଅଶ୍ୱିନଙ୍କ ପ୍ରଥମ ଓ ଅନ୍ତିମ ଚେତାବନୀ

ଦୁବାଇ,୭।୧୦ (ପି.ଟି.): ଭାରତ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍କଡିଙ୍ଗ୍‌ ନେଇ ନିଜର ପ୍ରଥମ ଓ ଅନ୍ତିମ ଚେତାବନୀ ଦେଇଛନ୍ତି। ଦିଲ୍ଲୀ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲାରେ ଅଶ୍ୱିନ ପୁଣି ଥରେ ସମସ୍ତଙ୍କ ନଜରକୁ ଆସିଛନ୍ତି।…

କୋଲକାତା- ଚେନ୍ନାଇ ମୁକାବିଲା: କାର୍ତ୍ତିକଙ୍କ ଲାଗି କଡ଼ା ପରୀକ୍ଷା

ଆବୁଧାବି,୭।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସସ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ କଡ଼ା…

ଗେଲ, ମୁଜିବୁରଙ୍କୁ ଖେଳାଇବ ପଞ୍ଜାବ

ନୂଆଦିଲ୍ଲୀ, ୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଭିଯାନ ଭଲ ରହିନାହିଁ। ଦଳ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି। ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଲିଗ୍‌ ପର୍ଯ୍ୟାୟର ଅଧିକାଂଶ…

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ; ରାଜସ୍ଥାନ ଆଗରେ ୧୯୪ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୬।୧୦: ଆଇପିଏଲ୍‌ର ଚଳିତ ସିଜନର ବିଂଶତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୩ ରନ୍‌…

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୬।୧୦: ଚଳିତ ଆଇପିଏଲ୍‌ର ବିଂଶତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?