ପଣ୍ଟିଂଙ୍କ ପୁରୁଷ ଦଳ ରେକର୍ଡର ସମକକ୍ଷ: ଅଷ୍ଟ୍ରେଲିଆ ମହିଳା ଦଳର କ୍ରମାଗତ ୨୧ତମ ବିଜୟ
ବ୍ରିସ୍ବେନ୍,୮।୧୦(ଏପି): ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୨୩୨ ରନରେ ପରାସ୍ତ କରି ଏକ ବିରଳ ରେକର୍ଡର ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ମହିଳା ଦଳ ଏଥିସହ ଦିନିକିଆ ଫର୍ମାଟରେ କ୍ରମାଗତ ୨୧ତମ ବିଜୟ ହାସଲ କରି ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ…
ଡୋପିଂ: ଇଂଲଣ୍ଡ ଫୁଟ୍ବଲର ବାସନ୍ଦ
ଲଣ୍ଡନ,୮।୧୦(ଏପି): ଡୋପିଂ କାରଣରୁ ଇଂଲଣ୍ଡ ଫୁଟବଲ ଆସୋସିଏଶନ ତା’ର ଜଣେ ସେକେଣ୍ଡ ଡିଭିଜନ୍ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ବାର୍ନସଲି ଡିଫେଣ୍ଡର ବାମ୍ବୋ ଡିଆବିଙ୍କୁ ବାସନ୍ଦ କରାଯାଇଛି ବୋଲି ଆସୋସିଏଶନ ବୁଧବାର ସୂଚନା ଦେଇଛି। ଫଳରେ ସେ ୨୦୨୨ ପର୍ଯ୍ୟନ୍ତ ଖେଳିପାରିବେ…
ଡିଡିସିଏ ଅଧ୍ୟକ୍ଷ ପଦ ଲାଗି ରୋହନ ଜେଟ୍ଲୀଙ୍କ ନାମାଙ୍କନ
ନୂଆଦିଲ୍ଲୀ,୮।୧୦ (ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପୁଅ ରୋହନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏଥିପାଇଁ ସେ ନୋମିନେଶନ ଫାଇଲ କରିଛନ୍ତି। ଡିଡିସିଏକୁ ବିବାଦ ଓ ଦୁର୍ନୀତି ମୁକ୍ତ…
ବିଜୟ ସହ ତୃତୀୟରେ କୋଲକାତା
ଆବୁଧାବି, ୮।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬୭ ରନରେ ଅଲଆଉଟ ହୋଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ…
ଧୋନୀଙ୍କ ସାମ୍ନାରେ ୧୬୮ ରନ ବିଜୟ ଲକ୍ଷ୍ୟ ରଖିଲା କେକେଆର୍
ଆବୁଧାବି, ୭।୧୦: ଚଳିତ ଆଇପିଏଲ୍ର ୨୧ତମ ମୁକାବିଲାରେ ବୁଧବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଭେଟିଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍…
ହରିୟାଣା ସରକାରଙ୍କ ଚାକିରି ଛାଡ଼ିଲେ ରେସ୍ଲର ବବିତା ଫୋଗତ୍
ଚଣ୍ଡିଗଡ଼, ୭।୧୦: ଜଣାଶୁଣା ରେସ୍ଲର ବବିତା ଫୋଗତ୍ ବୁଧବାର ହରିୟାଣା ସରକାରଙ୍କ କ୍ରୀଡ଼ା ବିଭାଗ ଉପନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁଲାଇ ୩୦ରେ ହରିୟାଣା ସରକାର ବବିତାଙ୍କ ସମେତ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗରେ ଉପନିର୍ଦ୍ଦେଶକ…
୪୨ ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍; ଜନ୍ମଦିନରେ କିଛି ରୋଚକ ତଥ୍ୟ
ନୂଆଦିଲ୍ଲୀ, ୭।୧୦: ଭାରତୀୟ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଜାହିର ଖାନ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଶିରିଡିଠାରୁ ୪୦ କିମି ଦୂର ଶ୍ରୀରାମପୁରରେ ୭ ଅକ୍ଟୋବର ୧୯୭୮ରେ ଜାହିର ଏକ ମରାଠୀ ମୁସଲିମ ମଧ୍ୟବିତ୍ତ ପରିବାରେ…
ଟସ୍ ଜିତିଲା କେକେଆର୍; ପ୍ରଥମେ ଫିଲ୍ଡିଂ କରିବ ସିଏସ୍କେ
ଆବୁଧାବି, ୭।୧୦: ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ବୁଧବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ଜିତି କେକେଆର୍ ଅଧିନାୟକ ଦୀନେଶ…
ବିଶ୍ୱ ରେକର୍ଡ ସମକକ୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ, ଭାଙ୍ଗିବ ୧୭ ବର୍ଷ ତଳର କୀର୍ତ୍ତିମାନ
ବ୍ରିସବେନ୍, ୭।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୃହତ୍ ବିଜୟ ହାସଲ କରିଛି। ସ୍ଥାନୀୟ ଆଲାନ୍ ବର୍ଡର ଫିଲ୍ଡରେ ବୁଧବାର ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମହିଳା…
ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ
ଆବୁଧାବି, ୭।୧୦: ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍ରେ ୧୨୨ ମ୍ୟାଚ୍ ଖେଳି ୧୭୦ ଉଇକେଟ୍ ହାସଲ କରିଛନ୍ତି। ତେବେ ଚଳିତ ସିଜନରେ ମାଲିଙ୍ଗା…
ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ କେକେଆର୍ ଟିମ୍କୁ ଝଟ୍କା
ଦୁବାଇ, ୭।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସନ୍ରାଇଜର୍ସ ହାଇଦ୍ରାବାଦ୍ର ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍ ମିଶ୍ରାଙ୍କ ପରେ ଆଉ…
୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ
ଦୁବାଇ,୭।୧୦: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତାଲିକାର ଶୀର୍ଷ ସ୍ଥାନକୁ ପୁଣି ଫେରିଛି…

