ଖେଳ

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍‌ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍‌ ରଖିଲା ଦିଲ୍ଲୀ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ…

ଟସ୍‌ ଜିତି ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲେ କୋହଲି

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଆର୍‌ସିବି…

ସ୍ୟାଣ୍ଡେଲ୍‌କୁ ନେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର

ନୂଆଦିଲ୍ଲୀ, ୫।୧୦: ପୂର୍ବତନ କ୍ରିକେଟର୍‌ ତଥା ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର ମାରିନା ଇକ୍‌ବାଲ ଏବେ ନିଜ ହିଲ୍ସ ସ୍ୟାଣ୍ଡେଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ୟାଣ୍ଡେଲକୁ ନେଇ ମାରିନାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଇଛି। ପାକିସ୍ତାନର ଜଣେ…

ଅମିତ୍‌ଙ୍କ ପରେ ଆଇପିଏଲ୍‌ରୁ ବାହାରିଲେ ଆଉ ଜଣେ ଭାରତୀୟ ଷ୍ଟାର୍‌ ଖେଳାଳି

ଦୁବାଇ, ୫।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପରେ ଏବେ ଆଇପିଏଲ୍‌ର ଆଉ ଏକ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ଖରାପ ଖବର। ହାଇଦ୍ରାବାଦ୍‌ ଦଳର ସବୁଠାରୁ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ରୁ ବାହାରି ଯାଇଛନ୍ତି। ଭୁବନେଶ୍ୱରଙ୍କ…

କୋହଲିଙ୍କୁ ପଛରେ ପକାଇ ଦେଲେ ଏହି ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍‌

ବ୍ରିସବେନ୍‌, ୫।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟ୍‌ରେ ବିଜୟ ହାସଲ କରିଛି। ସୋମବାର ସ୍ଥାନୀୟ ଆଲାନ୍‌ ବର୍ଡର ଫିଲ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା; ଏହି କାରଣ ଲାଗି ଆଇପିଏଲ୍‌ରୁ ଓହରିଗଲେ ଅମିତ୍‌ ମିଶ୍ରା

ଦୁବାଇ, ୫।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଇତିମଧ୍ୟରେ ୧୫ ଦିନ ବିତି ସାରିଥିବାବେଳେ ଟୁର୍ନାମେଣ୍ଟ ଏବେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ତେବେ ଏଭଳି ଏକ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ବଡ଼ ଝଟ୍‌କା ଲାଗିଛି। ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା…

କେବେ ଓ୍ବାଇଡ୍‌ ବଲ୍‌ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ ଖାନ ନିଜ ଖେଳ ପାଇଁ ବେଶ୍‌ ପ୍ରସିଦ୍ଧ ଥିଲେ। ପାକିସ୍ତାନ ପାଇଁ ଆଇସିସି ବିଶ୍ୱକପ…

କ୍ରିକେଟର୍‌ ରିଷଭ ପନ୍ତଙ୍କୁ ଏହି ନାମରେ ଡାକନ୍ତି ଗର୍ଲଫ୍ରେଣ୍ଡ୍‌

ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତଙ୍କୁ ଆଗାମୀ ମହେନ୍ଦ୍ର ସିଂ ଧୋନୀ ବୋଲି ବିବେଚନା କରାଯାଉଛି। ଖୁବ୍‌ କମ୍‌ ସମୟରେ ନିଜ କ୍ରିକେଟ ଜରିଆରେ ସମସ୍ତଙ୍କ ଜିଣିଛନ୍ତି। ରିଷଭଙ୍କ ଲଭ୍‌ ଳାଇଫ୍‌ ମଧ୍ୟ ତାଙ୍କ କ୍ୟାରିୟର୍‌ ଭଳି ବେଶ୍‌ ଚର୍ଚ୍ଚାରେ ଥାଏ। ସେ…

ମାତ୍ର ୪ ବଲ୍‌ ଖେଳି ଇତିହାସ ରଚିଲେ ଏହି ଖେଳାଳି

ଦୁବାଇ,୫।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୦ର ପ୍ରତି ମ୍ୟାଚ୍‌ କିଛି ନା କିଛି ରେକର୍ଡ ସୃଷ୍ଟି ହେବା ସହ ଭାଙ୍ଗୁଛି। ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଏକ ବଡ ରେକର୍ଡ ହାସଲ କରିଛନ୍ତି। ସବୁଠୁ…

ଫ୍ରେଞ୍ଚ୍‌ ଓପନ୍‌: ଟପ୍‌ ସିଡ୍‌ ହାଲେପ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଭିଟୋଲିନା

ପ୍ୟାରିସ୍‌,୫।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍‌ସିଡ୍‌ ମାନ୍ୟତା ପାଇଥିବା ରୋମାନିଆର ସିମୋନ ହାଲେପ୍‌ ରବିବାର ଚତୁର୍ଥ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ପୋଲାଣ୍ଡର ୧୯ ବର୍ଷୀୟା ଖେଳାଳି ଇଗା ସ୍ବିଟେକ ୬-୧,…

ଫ୍ରେଞ୍ଚ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ, ବିପର୍ଯ୍ୟୟ ଘଟାଇଲେ ସିନର

ପ୍ୟାରିସ୍‌,୫।୧୦(ଏପି): ୧୨ଥର ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ନାଡାଲ ଆମେରିକାର ସେବାଷ୍ଟିଆନ…

ମୋର୍ଗାନ ଓ ରସେଲ୍‌ଙ୍କ ପରେ ବ୍ୟାଟିଂ କରନ୍ତୁ କାର୍ତ୍ତିକ

ଶାରଜା, ୫ା୧୦(ପି.ଟି.)-ଦୁଇଥର ଆଇପିଏଲ୍‌ ବିଜୟୀ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ମତରେ ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ପରେ ଦୀନେଶ କାର୍ତ୍ତିକ ବ୍ୟାଟିଂ କରିବା ଲାଗି ଆସିଲେ ଭଲ। ଅନ୍ୟପକ୍ଷରେ ଟପ୍‌ ଅର୍ଡରରୁ ସୁନୀଲ ନାରିନ୍‌ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?