କୋହଲିଙ୍କ ନିଆରା ପ୍ରଶଂସକ, ହାତରେ ଦୀପ ଧରି ଏମିତି ଜାଳିଲେ
ଆଇପିଏଲର ୧୩ ସଂସ୍କରଣର ତୃତୀୟ ମ୍ୟାଚ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଏବଂ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ଅନେକ ଦିନ ପରେ ମ୍ୟାଚ୍ ଖେଳୁଥିବା କୋହଲିଙ୍କୁ…
ଅନୁଷ୍କାଙ୍କ ବେବି ବମ୍ପ ଦେଖି ଏମିତି କହିଲେ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ଏହା ପ୍ରକାଶ କରିଥିଲେ। ନିକଟରେ ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।…
ସେପ୍ଟେମ୍ବର ୨୪ରେ ବିରାଟ କୋହଲିଙ୍କ ସହ କଥା ହେବେ ମୋଦି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୨।୯: ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତା ମିଲିନ୍ଦ ସୋମନଙ୍କ ସହ ଆଲୋଚନା କରିବେ। ସେହି ଦିନ ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରାଯିବ। ଏହି ସମୟ…
ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍
ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଏକ କାସ୍ ମ୍ୟାଚ୍ ଥିଲା। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନେ ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି…
ଆଇପିଏଲ-୨୦୨୦: ଆରସିବିର ବିଜୟ ଅଭିଯାନ
ଦୁବାଇ, ୨୨।୯- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ…
‘ଶର୍ଟ ରନ’ କଲ୍ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା
ଦୁବାଇ, ୨୨।୯(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’ କଲ୍ ବିରୋଧରେ ଆବେଦନ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ତ୍ରୁଟିଶୂନ୍ୟ ଫଳାଫଳ ପାଇଁ ଅଧିକ…
ହାଲେପ୍ଙ୍କୁ ପ୍ରଥମ ଇଟାଲିଆନ ଓପନ୍ ଟାଇଟଲ
ରୋମ୍, ୨୨ା୯ (ଏପି)-ଫାଇନାଲ ମ୍ୟାଚ୍ ଅଧାରୁ ଓହରିବା ଫଳରେ ଟପ୍ ସିଡ୍ ସିମୋନା ହାଲେପ୍ ସୋମବାର ପ୍ରଥମ ଥର ଇଟାଲିଆ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ହାଲେପ୍ ୬-୦, ୨-୧ରେ ଅଗ୍ରଣୀ ରହିଥିବାବେଳେ ଇଞ୍ଜୁରି ଯୋଗୁ ପ୍ଲିସ୍କୋଭା ଖେଳିବା ବନ୍ଦ…
କରୋନା ଭାଇରସ୍: ଫ୍ରେଞ୍ଚ୍ ଓପନ କ୍ୱାଲିଫାଇଂରୁ ୫ଖେଳାଳି ବାଦ୍
ପ୍ୟାରିସ, ୨୨ା୯ (ଏପି)-ଫ୍ରେଞ୍ଚ୍ ଓପନ୍ ପାଇଁ କ୍ୱାଲିଫାଇଂ ରାଉଣ୍ଡ ପୂର୍ବରୁ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବା ଫ୍ରେଞ୍ଚ ଟେନିସ୍ ଫେଡେରେଶନ (ଏଫ୍ଟିଏଫ୍) କହିଛି। ଅନ୍ୟପକ୍ଷରେ ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଆସିଥିବା ଜଣେ କୋଚ୍ଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ଜଣ ଖେଳାଳି…
କିମ୍ବଦନ୍ତୀ ପର୍ବତାରୋହୀଙ୍କ ପରଲୋକ
କାଠମାଣ୍ଡୁ, ୨୨ା୯ (ପି.ଟି.)-କିମ୍ବଦନ୍ତୀ ନେପାଳୀ ପର୍ବତାରୋହୀ ଅଙ୍ଗ୍ରିଟା ଶେର୍ପାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ଅକ୍ସିଜେନ୍ ସିଲିଣ୍ଡରର ସହାୟତା ନ ନେଇ ୧୯୮୩ରୁ ୧୯୯୬ ମଧ୍ୟରେ ସେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟକୁ ୧୦ ଥର ଆରୋହଣ କରିଥିଲେ। ଏଥିପାଇଁ…
ପୋଗାକାର ଜିତିଲେ ଟୁର୍ ଡି’ ଫ୍ରାନ୍ସ
ପ୍ୟାରିସ୍, ୨୨ା୯-ସ୍ଲୋଭେନିଆର ଟାଡେଜ୍ ପୋଗାକାର୍ ଟୁର୍ ଡି’ ଫ୍ରାନ୍ସ ୨୦୨୦ ସାଇକେଲ ରେସ୍ ଜିତିଛନ୍ତି। ଇଭେଣ୍ଟର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ସାଇକ୍ଲିଷ୍ଟ ଭାବେ ସେ ଏହି ସଫଳତା ହାସଲ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ସାମ୍ ବେନେଟ୍ ପ୍ୟାରିସ୍ରେ ଫାଇନାଲ…
ଡି ଭିଲର୍ସ, ପାଡିକ୍କଲଙ୍କ ଅର୍ଦ୍ଧଶତକ; ହାଇଦ୍ରାବାଦ ସାମ୍ନାରେ ୧୬୪ ରନ୍ ଟାର୍ଗେଟ୍ ରଖିଲା ବାଙ୍ଗାଲୋର
ଦୁବାଇ, ୨୧।୯: ଆଇପିଏଲ୍-୧୩ତମ ସିଜନର ୩ୟ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ବାଙ୍ଗାଲୋର…
୪୧ ବର୍ଷରେ ପଦାର୍ପଣ କଲେ କ୍ରିସ୍ ଗେଲ୍, ଖାଇବା ଲାଗି ଦିନେ କରିବାକୁ ପଡ଼ିଥିଲା ଚୋରି
ନୂଆଦିଲ୍ଲୀ, ୨୧।୯: ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ସୋମବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ପଡ଼ିଆ ଭିତରେ ବଡ଼ ବଡ଼ ଛକା ମାରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗେଲ୍ ପଡ଼ିଆ ବାହାରେ ମଧ୍ୟ ନିଜର ଅଲଗା ଲାଇଫ୍…

