ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ୍
ଦୁବାଇ, ୮।୧୦: ଚଳିତ ଆଇପିଏଲ୍ର ୨୨ତମ ମୁକାବିଲାରେ ଗୁରୁବାର ସନ୍ରାଇଜର୍ସ ହାଇଦ୍ରାବାଦ୍ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ପ୍ରଥମେ…
ଆଇପିଏଲ୍ରେ ୧୫୦ ଉଇକେଟ୍ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍ ଖେଳାଳି
ଆବୁଧାବି, ୮।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ରାହୁଲ ତ୍ରିପାଠୀ (୮୧ ରନ)ଙ୍କ ଅର୍ଦ୍ଧଶତକ ବଳରେ…
୫ ବର୍ଷ ପରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଶାହରୁଖ ଖାନଙ୍କ ଦଳ
ଆବୁଧାବି, ୮।୧୦: ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମୁକାବିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ସହ ହୋଇଥିଲା। ଏହି ମ୍ୟାଚ୍ରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର୍ ୧୦ ରନରେ…
ଏହି କ୍ରିକେଟର୍ଙ୍କ ଭାଇଙ୍କୁ ଗୁଳି କରି ହତ୍ୟା
କେପ୍ଟାଉନ, ୮।୧୦: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର କେପ୍ଟାଉନରେ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନିଜେ ଭର୍ନନ ଏହି ସୂଚନା ଟୁଇଟର୍ ଜରିଆରେ ପ୍ରଦାନ କରିଛନ୍ତି।…
ଅନ୍ତିମ ବିଦାୟ ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମେଲବର୍ଣ୍ଣ,୮।୧୦: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍ ଡିନ୍ ଜୋନ୍ସଙ୍କୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନ୍ତିମ ବିଦାୟ ଦିଆଯାଇଛି। ଜୋନ୍ସଙ୍କ ସେପ୍ଟେମ୍ବର ୨୪ରେ ମୁମ୍ବାଇରେ ହୃଦଘାତରେ ପରଲୋକ ଘଟିଥିଲା। ଫୁଲରେ ୩୨୪ ଲେଖାଥିବା ଏକ ଗାଡିରେ ମୃତ ଶରୀର ରଖାଯାଇ ତାଙ୍କ ପସନ୍ଦର ମେଲବର୍ଣ୍ଣ…
କେଦାର ଯାଦବ କାହିଁକି ବ୍ୟାଟିଂ କରୁନାହାନ୍ତି ସିବିଆଇ ଯାଞ୍ଚ୍ କରାଯାଉ
ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୪ଟିରେ ପରାଜୟର ସମ୍ମୁଖୀନ ହୋଇଛି। ବୁଧବାର କୋଲକାତା ନାଇଟ ରାଇଡର୍ସଠାରୁ ଦଳ ୧୦ ରନରେ ପରାସ୍ତ ହୋଇଛି। ଚେନ୍ନାଇ ଦଳ ଏହି ମ୍ୟାଚ୍ ଜିତିବା ନିଶ୍ଚିତ ଲାଗୁ ଥିଲେ…
ମନ୍ଥର ବୋଲିଂ: ସ୍ମିଥ୍ଙ୍କୁ ୧୨ ଲକ୍ଷ ଜରିମାନା
ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ରାଜସ୍ଥାନ ବେଶ୍ ମନ୍ଥର ବୋଲିଂ କରିଥିଲା। ଏଥିରେ ଗତଥରର ଚାମ୍ପିୟନଠାରୁ…
ଫ୍ରେଞ୍ଚ୍ ଓପନ୍ ଟେନିସ୍: ନାଡାଲ- ସ୍ବାର୍ଜମ୍ୟାନ ସେମିଫାଇନାଲ
ପ୍ୟାରିସ୍,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୧୨ଥର ଫ୍ରେଞ୍ଚ୍ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଇଟାଲୀର…
ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍ବଲ ଫେଡେରେଶନ ଉପରେ ଚଢ଼ାଉ
ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି ପ୍ରକ୍ରିୟାରେ ୨୦୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ବୋଲି ଫ୍ରାଙ୍କଫର୍ଟର ପବ୍ଲିକ ପ୍ରସେକ୍ୟୁଟର କହିଛନ୍ତି। ଜର୍ମାନୀର…
ଫ୍ରେଞ୍ଜ୍ ଓପନ୍: ସେମିରେ କ୍ୱିଟୋଭା, କେନିନ୍
ପ୍ୟାରିସ୍,୮।୧୦(ଏପି): ଦୁଇଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଥିବା ଚେକ୍ ଗଣରାଜ୍ୟର ଅଭିଜ୍ଞ ଖେଳାଳି ପେଟ୍ରା କ୍ୱିଟୋଭା ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍ ମାନ୍ୟତା ପାଇଥିବା କ୍ୱିଟୋଭା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଲାଉରା ସିଗେମଣ୍ଡଙ୍କୁ ୬-୩,…
ପୁଅକୁ ଶୁଆଇବା ପରେ ଏମିତି କାମ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ
ଟିମ୍ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲ୍ ୨୦୨୦ ପାଇଁ ଦୁବାଇରେ ଅଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟେନକୋଭିଚ ଘରେ ଏକାକି ପୁଅର ଅଗସ୍ତ୍ୟଙ୍କ ଦେଖାଶୁଣା କରୁଛନ୍ତି। ଏଥିସହ ନିଜର ମଧ୍ୟ ସେ ଧ୍ୟାନ…
ଆଇପିଏଲ୍ରୁ ଓହରିଲେ ଆମେରିକା ଦ୍ରୁତ ବୋଲର
ଦୁବାଇ, ୮।୧୦(ପି.ଟି.)- ପ୍ରଥମ ଆମେରିକୀୟ କ୍ରିକେଟରଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ସାମିଲ ହୋଇଥିବା ଅଲୀ ଖାଁ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ଏହି ଦ୍ରୁତ ବୋଲର ଆହତ ସମସ୍ୟା ଯୋଗୁ ଏପରି ନିଷ୍ପତ୍ତି ନେଇଛନ୍ତି। ଆହତ ସମସ୍ୟା ସମ୍ପର୍କରେ ସବିଶେଷ…

