ଖେଳ

ଗଣିତରେ ୧୦୦ରୁ ଏତିକି ନମ୍ବର ରଖୁଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ପଡିଆରେ ବୋଲରଙ୍କ ମୁଣ୍ଡବିନ୍ଧା ସାଜିଥିବା କୋହଲି କେଉଁ…

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ମନ୍ଥର ଓଭର ପାଇଁ ୧୨ ଲକ୍ଷ…

ମାତାପିତାଙ୍କୁ ମନେପକାଇ ଭାବୁକ ହେଲେ ଏହି ଲୋକପ୍ରିୟ କ୍ରିକେଟର୍‌

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଇଛନ୍ତି ଲେଗ ସ୍ପିନର ରସିଦ ଖାନ। ଏହି ମ୍ୟାଚ୍‌ରେ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ତାଙ୍କ ମାତାପିତାଙ୍କୁ ସେ ମ୍ୟାନ ଅଫ ଦି…

କର୍ବର ହାରିଲେ, ପ୍ଲିସ୍‌କୋଭାଙ୍କ ବିଜୟ

ପ୍ୟାରିସ୍‌, ୩୦ା୯ (ଏପି)-ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ପ୍ଲିସ୍‌କୋଭା କ୍ୱାଲିଫାୟର ତଥା ଇଜିପ୍ଟର ମେୟାର ଶେରିଫ୍‌ଙ୍କୁ ୬-୭(୯), ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ…

ନ୍ୟୁଜିଲାଣ୍ଡର ବ୍ୟସ୍ତ ବହୁଳ କ୍ରିକେଟ କାର୍ଯ୍ୟସୂଚୀ

ଅକ୍‌ଲାଣ୍ଡ, ୩୦ା୯ (ପି.ଟି.)-କୋଭିଡ୍‌ ଯୋଗୁ ୬ମାସରୁ ଅଧିକ ଦିନ ପରେ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ତରଫରୁ ଏଥିପାଇଁ ମଙ୍ଗଳବାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ନଭେମ୍ବରରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି୨୦ ସିରିଜ ସହ…

ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ

ଦୁବାଇ, ୩୦।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ତାଙ୍କ ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ରେକର୍ଡ ରନ୍‌ଚେଜ୍‌ ସହ ୨ଟି ଯାକ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି।…

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଛି।…

ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ

ନୂଆଦିଲ୍ଲୀ, ୩୦ା୯ (ପି.ଟି.)-ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ ଲକ୍ଷ୍ନୌସ୍ଥିତ ସାଇ ସେଣ୍ଟରରେ ଆରମ୍ଭ ହେବ। ଏଥିରେ ଯେଉଁମାନ ଅଂଶଗ୍ରହଣ ନ କରିବେ ଜାତୀୟ ଦଳ ପାଇଁ ମନୋନୟନ ବେଳେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ରେସ୍‌ଲିଂ…

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫…

ଆଇପିଏଲ୍‌: ଦିଲ୍ଲୀ ସାମ୍ନାରେ ୧୬୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ସନ୍‌ରାଇଜର୍ସକୁ…

ଆଇପିଏଲ୍‌ରେ ସୁପର୍‌ ଓଭର ଟାଇ ହେଲେ କ’ଣ ହେବ

ନୂଆଦିଲ୍ଲୀ, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ପ୍ରାରମ୍ଭିକ ପର୍ଯ୍ୟାୟ ମୁକାବିଲାଗୁଡ଼ିକ ବେଶ୍‌ ରୋମାଞ୍ଚକ ରହିଛି। ଆଇପିଏଲ୍‌ର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରଶଂସକ ୨ଟି ସୁପର୍‌ ଓଭର ଦେଖିବାର ସୁଯୋଗ ପାଇଛନ୍ତି। ଆଇପିଏଲ୍‌-୧୩ର ପ୍ରଥମ ସୁପର୍‌ ଓଭର୍‌ ସେପ୍ଟେମ୍ବର ୨୦ରେ ଦେଖିବାକୁ…

ଆଇପିଏଲ୍‌ ଇତିହାସରେ ବିରାଟଙ୍କ ସବୁଠାରୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ, ୨୯।୯: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲ୍‌ରେ ଚାମ୍ପିୟନ ଖେଳାଳିଭାବେ ବିବେଚନା କରାଯାଇଥାଏ। କିନ୍ତୁ ଆଇପିଏଲ୍‌ର ଚଳିତ ତ୍ରୟୋଦଶ ସଂସ୍କରଣର ପ୍ରଥମ ୩ଟି ମ୍ୟାଚ୍‌କୁ ନଜର ପକାଇଲେ ବିରାଟଙ୍କ ବ୍ୟାଟ୍‌ ଶାନ୍ତ ରହିଥିବା ଜଣାପଡ଼ିଛି। ସେହିଭଳି ଆଇପିଏଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?