ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍‌। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ ଅବସରରେ ତାଙ୍କର ପ୍ରେମକାହାଣୀ ବିଷୟରେ ଜାଣିବା।
ଏହି ଯୋଡିଙ୍କ ସାକ୍ଷାତ ଏକ ଜନ୍ମଦିନ ପାର୍ଟିରେ ହୋଇଥିଲା। ହେଜଲଙ୍କ ହସ ଏବଂ ମେଳାପୀ ସ୍ବଭାବ ଦେଖିବା ପରେ ଯୁବରାଜ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ତେଣୁ ଏହି ଜନ୍ମଦିନ ପାର୍ଟି ଶେଷ ହେବା ପରେ ଯୁବରାଜ ହେଜଲଙ୍କୁ ଦେଖା କରିଥିଲେ। ଫିଲ୍ମ ‘ବଡିଗାର୍ଡ’ରେ ତାଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଥିଲେ। ମାତ୍ର ହେଜଲ ଯୁବରାଜଙ୍କୁ ସେତେଟା ପ୍ରାଥମିକତା ଦେଇ ନ ଥିଲେ। ଖାଲି ସେତିକି ନୁହେଁ, ଯୁବରାଜ ୭/୮ଥର ହେଜଲଙ୍କୁ କଫି ପିଇବା ପାଇଁ ଯିବାକୁ କହିଥିଲେ। ମାତ୍ର ହେଜଲ ତାଙ୍କ କଥାକୁ ଗୁରୁତ୍ୱ ଦେଉ ନ ଥିଲେ। ଏଥିରେ ଯୁବରାଜ ବିରକ୍ତ ହୋଇଯାଇଥିଲେ। ଏହାର ପ୍ରାୟ ୩ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଯୁବରାଜ ଫେସ୍‌ବୁକ୍‌ରେ ହେଜଲଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଲେ। ଏହାର ୩ ମାସ ପରେ ହେଜଲ ଆସେପ୍ଟ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଲା ଶେଷରେ ହେଜଲ ଯୁବରାଜଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ପ୍ରଥମେ ଏହି ଯୋଡିଙ୍କ ବିବାହ ଗୁରୁଦ୍ୱାର ଓ ପରେ ହିନ୍ଦୁ ରୀତିନୀତିରେ ହୋଇଥିଲେ। ଏହି ଯୋଡିଙ୍କ ବିବାହ ୪ ବର୍ଷ ପୂର୍ବେ ଆଜିର ଦିନରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ...

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ହୃଦୟରୁ ପ୍ରେମର ସୃଷ୍ଟି। ଏହି ହୃଦୟ ବା ଦିଲ୍‌ ଯେତେଦିନ ନିର୍ମଳ ରହେ ପ୍ରେମ ସେତେ ଗାଢ଼ ରହିଥାଏ। ଏହା ଭିତରେ ଲୁଚି ରହିଥିବା ଅନେକ...

ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ...

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ...

ଫିଫା କଂଗ୍ରେସରେ ଯୋଗଦେବେ ଅଭିଜିତ୍‌

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଫିଫା କଂଗ୍ରେସର ୭୩ତମ ସଂସ୍କରଣ ର୍ବାଣ୍ଡାର କିଗାଲିଠାରେ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ...

ଆଇପିଏଲ୍‌ରେ ଇତିହାସ ରଚିଲେ ଉମରାନ୍‌

ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

୧୫୦୦ ଛକା, ୩୦୦୦ ଚୌକା ସହ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୨୧।୯: କ୍ରିସ ଗେଲ ବିଶ୍ୱ କ୍ରିକେଟର ଏକ ଜଣାଶୁଣା ନାମ। ଆଜି ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ, ତାଙ୍କୁ ୪୨ ବର୍ଷ ବୟସ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ...

Advertisement
Archives

Model This Week