ଖେଳ

ପ୍ତାହେ ଖେଳିପାରିବେନି ପନ୍ତ

ଆବୁଧାବି, ୧୩।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ହୋଇଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ସେ ଅତିକମ୍‌ରେ ଏକସପ୍ତାହ ଖେଳି ପାରିବେ ନାହିଁ ବୋଲି ଅଧିନାୟକ ଶ୍ରେୟାସ ଆୟାର ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ…

ଡି ଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ; କୋଲକାତା ସାମ୍ନାରେ ୧୯୫ ରନ୍‌ ଟାର୍ଗେଟ୍‌ ରଖିଲି ଆର୍‌ସିବି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ହାଇସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ…

ଆଇପିଏଲ୍‌ରେ ଏଲ୍‌ବିଡବ୍ଲ୍ୟୁରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଦୁବାଇ, ୧୨।୧୦: ଚଳିତ ଆଇପିଏଲ୍‌ ୨୬ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମୁକାବିଲାରେ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୫୯ ରନର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ୫ ଉଇକେଟ୍‌…

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବିରାଟ କୋହଲି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହୋଇଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଆର୍‌ସିବି ଅଧିନାୟକ ବିରାଟ କୋହଲି ପ୍ରଥମେ…

ଓ୍ବାର୍ନରଙ୍କ ଉଇକେଟ୍‌ ନେବାପରେ ୫୦ ହଜାର ଟଙ୍କାର ଉପହାର ଜିତିଲେ ଆର୍ଚର

ଦୁବାଇ, ୧୨।୧୦: ଇଂଲଣ୍ଡର ଷ୍ଟାର୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ରବିବାର ଆଇପିଏଲ୍‌ର ୨୬ତମ ମୁକାବିଲାରେ ଆର୍ଚର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନରଙ୍କ ମୂଲ୍ୟବାନ ଉଇକେଟ୍‌…

କରୋନା ଲାଗି ଚଳିତ ବର୍ଷ ଖେଳାଯିବନି ଏହି ଟି୨୦ ଲିଗ୍‌

ଢାକା, ୧୨।୧୦: କରୋନା ଭାଇରସ୍‌ ଲାଗି ଚଳିତ ବର୍ଷ ବାଂଲାଦେଶର ଘରୋଇ ଟି୨୦ ଲିଗ୍‌ ‘ବାଂଲାଦେଶ ପ୍ରିମିୟର ଲିଗ୍‌’ (ବିପିଏଲ୍‌) ଆୟୋଜନ ହେବ ନାହିଁ। ଏହି ଟି୨୦ ଟୁର୍ନାମେଣ୍ଟ ବାତିଲ ହୋଇଥିବା ନେଇ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ପକ୍ଷରୁ ଘୋଷଣା…

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ୪୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ, ୧୨।୧୦: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା ମିଡ୍‌ଫିଲ୍ଡର କାର୍ଲଟନ ଚାମ୍ପମ୍ୟାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ଚାମ୍ପମ୍ୟାନଙ୍କୁ ୪୯ ବର୍ଷ ହୋଇଥିଲା। ରବିବାର ରାତିରେ ଅସୁସ୍ଥତା କାରଣରୁ ତାଙ୍କୁ…

ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍‌ରେ ପାଖାପାଖି ଅଧା ମ୍ୟାଚ୍‌ ଖେଳ ସରିଛି। କିନ୍ତୁ ଏଥର ସର୍ବାଧିକ ଛକା ମାରିବା ତାଲିକାରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥର ରୋହିତ ଶର୍ମା…

ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ନିକଟରେ ଭାରତୀୟ କ୍ରିକେଟର୍‌ ବିରାଟ୍‌ କୋହଲି ପିତା ହେବା କଥା ଘୋଷଣା କରିଥିଲେ। ଏବେ ଆଉ ଜଣେ ଲୋକପ୍ରିୟ କ୍ରିକେଟର୍‌ ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର୍‌ ଜାହିର୍‌ ଖାନ। ଜାହିରଙ୍କ ସ୍ତ୍ରୀ ତଥା…

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ ସମୟରେ ବିତାଉଛନ୍ତି। ବେଳେବେଳେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଗର୍ଭବସ୍ଥାର ଅନୁଭବ ବାଣ୍ଟୁଛନ୍ତି।…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ ସପ୍ତାହ ଧରି ଆଇପିଏଲରୁ ବାଦ ଦିଆଯାଇଛି। ଗତ ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ…

ଧୋନୀଙ୍କ ଝିଅଙ୍କୁ ବଳାତ୍କାର ଧମକ ଦେଇଥିବା ନାବାଳକ ଧରାପଡିଲେ

ଗାନ୍ଧୀନଗର,୧୨।୧୦: ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକ ରାଗି ଯାଇଛନ୍ତି। ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଧୋନୀଙ୍କ ୫ ବର୍ଷର ଝିଅ ଜିଭାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?