କରୋନା ଆକ୍ରାନ୍ତ ହେଲେ ଫୁଟ୍ବଲ ଷ୍ଟାର୍ ରୋନାଲ୍ଡୋ
ନୂଆଦିଲ୍ଲୀ, ୧୩।୧୦: ପର୍ତ୍ତୁଗାଲର ଷ୍ଟାର୍ ଫୁଟ୍ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍ ଡି ଅର୍’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା ପଜିଟିଭ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍ବଲ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ…
ଟସ୍ ଜିତିଲେ ଧୋନୀ; ପ୍ରଥମେ ବ୍ୟାଟିଂ କରିବ ସିଏସ୍କେ
ଦୁବାଇ, ୧୩।୧୦: ଚଳିତ ଆଇପିଏଲ୍ର ୨୯ତମ ମ୍ୟାଚ୍ରେ ମଙ୍ଗଳବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ୍ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ…
ପୋଲାର୍ଡଙ୍କ ସହ ସମକକ୍ଷ ହେଲେ ଡି ଭିଲର୍ସ
ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍ର ଏକ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଅର୍ଦ୍ଧଶତକ…
ଆଇପିଏଲ୍-୧୩ରେ ୫୧ଟି ବଲ୍ ଡଟ୍ ପକାଇଛନ୍ତି ଏହି ସ୍ପିନର
ଶାରଜା, ୧୩।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଅଫ୍-ସ୍ପିନର ଓ୍ବାଶିଂଟନ ସୁନ୍ଦର ବେଶ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୭ ମ୍ୟାଚ୍ରୁ ୫ ଉଇକେଟ୍ ହାସଲ କରିସାରିଛନ୍ତି।…
କ୍ରିସ୍ ଗେଲ୍ ଫିଟ୍; ଏହି ଦଳ ବିପକ୍ଷରେ ଖେଳି ପଡ଼ିଆକୁ ଓହ୍ଲାଇବେ
ଦୁବାଇ, ୧୩।୧୦: କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ପେଟ ଯନ୍ତ୍ରଣାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ପଞ୍ଜାବ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍ର ୩୧ତମ ମୁକାବିଲାରେ…
ମା’ ହେବେ ସାଗରିକା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ…
ବୃହତ୍ ବିଜୟ ସହ ଆରସିବି ତୃତୀୟ
ଶାରଜା, ୧୩।୧୦: ଏବି ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ, ଅସମାପ୍ତ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ବୃହତ୍ ବିଜୟ ହାସଲ…
ଟପ୍ ୨୦ରେ ସ୍ବିଟେକ୍
ଓ୍ବାଶିଂଟନ, ୧୩ା୧୦ (ଏପି)-ସୋମବାର ଟେନିସ୍ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଫ୍ରେଞ୍ଚ ୍ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବା ପରେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ପୋଲାଣ୍ଡର ଇଗା ସ୍ବିଟେକ୍ ୩୭ ସ୍ଥାନ ଉପରକୁ ଉଠି ଟପ୍ ୨୦ରେ ପ୍ରବେଶ କରିଛନ୍ତି। ସେ…
ଇଣ୍ଡିଆନ ସୁପର ଲିଗ୍ : ଗୋଆରେ ପହଁଚିଲେ ଖେଳାଳି
ମାରଗାଓ, ୧୩ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ ଟୁର୍ନାମେଣ୍ଟ ଖେଳିବା ଲାଗି ଅଧିକାଂଶ ଘରୋଇ ଖେଳାଳି ଗୋଆରେ ପହଞ୍ଚତ୍ସାରିଲେଣି। ଆସନ୍ତା ମାସରେ କୋଭିଡ୍-୧୯ ପ୍ରୋଟୋକଲ ଅଧୀନରେ ତିନୋଟି ଭେନ୍ୟୁରେ ଲିଗ୍ ଖେଳାଯିବ। ଆଇଏସ୍ଏଲର ଏହି ସିଜନ ୧୧ଟି ଦଳକୁ…
ପୂର୍ବତନ ଫୁଟ୍ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ
ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍ବଲ ଅଧିନାୟକ ଓ ମିଡ୍ଫିଲ୍ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦ ଦଶକରେ କ୍ଲବ ସ୍ତରରେ ବାଇଚୁଙ୍ଗ ଭୂତିଆ ଓ ଆଇ.ଏମ୍. ବିଜୟନ ଓ ଚାପମ୍ୟାନ ୩ଜଣ…
ଆଇପିଏଲରୁ ଓହରିଲେ ଈଶାନ୍ତ
ଦୁବାଇ, ୧୩।୧୦(ପି.ଟି.):ଭେଟେରାନ ପେସ୍ ବୋଲର ଈଶାନ୍ତ ଶର୍ମା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରୁ ଓହରି ଯାଇଛନ୍ତି। ପଞ୍ଜରାରେ ଆଘାତ ପାଇଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରକାଶ କରାଯାଇଛି। ୩୨ ବର୍ଷୀୟ ଟେଷ୍ଟ ସ୍ପେଶାଲିଷ୍ଟ ଦିଲ୍ଲୀ ପକ୍ଷରୁ…
ପ୍ତାହେ ଖେଳିପାରିବେନି ପନ୍ତ
ଆବୁଧାବି, ୧୩।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ହୋଇଛନ୍ତି। ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରି ପାଇଁ ସେ ଅତିକମ୍ରେ ଏକସପ୍ତାହ ଖେଳି ପାରିବେ ନାହିଁ ବୋଲି ଅଧିନାୟକ ଶ୍ରେୟାସ ଆୟାର ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ…

