ଖେଳ

ଗୋଟିଏ ବଲ୍‌ରେ ୨ଥର ଆଉଟ୍‌ ହେଲେ ଏହି ବ୍ୟାଟ୍ସମ୍ୟାନ; ଦେଖନ୍ତୁ ଭିଡିଓ

ଦୁବାଇ, ୧୪।୧୦: ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ସିଜନର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମାତ୍‌ ଦେଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଉଇକେଟ୍‌ରେ ୧୬୭ ରନ କରିଥିଲା। ଜବାବରେ ହାଇଦ୍ରାବାଦ୍‌…

ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍‌

ଦୁବାଇ, ୧୪।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଏବେ ଲୟକୁ ଫେରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ…

ପୁଣି ରାଗିଲେ ଧୋନୀ

ଦୁବାଇ,୧୪।୧୦: ଆଇପିଏଲ୍‌ ୨୦୨୦ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନାହିଁ। ଦଳ ୮ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ବିଜୟ ହାସଲ କରିଛି। ଚେନ୍ନାଇର ଏଭଳି ପ୍ରଦର୍ଶନରେ ଖୁସି ନାହାନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଫଳରେ…

ଧୋନୀଙ୍କ ଭଳି ହେଲିକପ୍ଟର ଶର୍ଟ ମାରୁଥିଲେ ଏହି ଖେଳାଳି, ଘଟିଲା ଏମିତି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନ ପରେ ବୋଲର ମଧ୍ୟ ଉନ୍ନତମାନର ବୋଲିଂ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ଇନିଂସର ୧୯ତମ ଓଭରର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ଅଚାନକ ଦେଖି କାନ୍ଦିବାକୁ ଲାଗିଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳି

ଦୁବାଇ,୧୪।୧୦; ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଚମତ୍କାର ପ୍ରଦର୍ଶନ କରୁଛି। ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଏହି ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି।…

ଓଡ଼ିଶା ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ

ଭୁବନେଶ୍ୱର,୧୪।୧୦(ସ୍ପୋଟର୍‌ସ ବ୍ୟୁରୋ): ହକି ପରେ ଏବେ ରଗ୍‌ବୀ। ଓଡ଼ିଶା ସରକାର ୨୦୦୮ ମସିହାରେ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ବେଳେ ଏବେ ଆଗାମୀ ୩ ବର୍ଷ ପାଇଁ ରଗ୍‌ବୀ ଇଣ୍ଡିଆର ପ୍ରାୟୋଜକ ହୋଇଛି। ଏ ନେଇ ଓଡ଼ିଶା ସରକାର ଓ…

ବାଙ୍ଗାଲୋର ବିପକ୍ଷରେ ଗେଲ୍‌ ଖେଳିବେ

ଦୁବାଇ,୧୪।୧୦ (ପି.ଟି.): କିଙ୍ଗ୍ସ ଏକାଦଶ ପଞ୍ଜାବର ବରିଷ୍ଠ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ମ୍ୟାଚ୍‌ ଖେଳିବେ। ଇତିମଧ୍ୟରେ ସେ ଫୁଡ ପଏଜନିଂରୁ ଆରୋଗ୍ୟ ଲାଭ କରିଛନ୍ତି। ଗୁରୁବାର ସେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ପଡିଆକୁ…

ଲକ୍ଷ୍ୟଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ଓଡେଞ୍ଜ୍‌, ୧୪ା୧୦ (ପି.ଟି.)-ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ପ୍ରତିଯୋଗିତାକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୭୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଡେନମାର୍କ ଓପନ୍‌ର ଓପନିଂ ରାଉଣ୍ଡରେ ସେ ଖ୍ରୀଷ୍ଟୋ ପୋପୋଭ୍‌ଙ୍କୁ ୨୧-୧୯, ୨୧-୧୫ରେ ହରାଇ ଦେଇଛନ୍ତି। ୧୯ବର୍ଷୀୟ ଲକ୍ଷ୍ୟ…

ରୋନାଲ୍‌ଡୋଙ୍କୁ କରୋନା

ଲିସ୍‌ବନ୍‌, ୧୪ା୧୦ (ଏପି)-ପର୍ତ୍ତୁଗୀଜ୍‌ ଷ୍ଟାର ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ନିକଟରେ ରୋଗର କୌଣସି ଲକ୍ଷଣ ନ ଥିଲା। ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ବୁଧବାର ତାଙ୍କ…

ଅଲିମ୍ପିକ ଚାମ୍ପିୟନଙ୍କ ପରଲୋକ

ଓ୍ବାଶିଂଟନ, ୧୪ା୧୦ (ଏପି)-ହେଲ୍‌ସିଙ୍କି ଅଲିମ୍ପିକ୍ସ ୧୯୫୨ରେ ୪୦୦ ମିଟର ହର୍ଡଲ୍ସ ଚାମ୍ପିୟନ ଚାର୍ଲି ମୁର୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ମୁରେ ପାନ୍‌କ୍ରିଆଟିକ୍‌ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ସେ ସେତେବେଳେ କ୍ୱାର୍ଟରଫାଇନାଲରେ ୫୦.୮ ସେକେଣ୍ଡ ଟାଇମିଂରେ ଅଲିମ୍ପିକ…

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ ପରାଜିତ ହୋଇଥିଲା ରାଜସ୍ଥାନ। ତେଣୁ ରିଟର୍ନ ମ୍ୟାଚରେ ପ୍ରତିପକ୍ଷ ଦଳକୁ ହରାଇ ପ୍ରତିଶୋଧ ନେବା…

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୬ ଉଇକେଟ ହରାଇ ୧୬୭ ରନ କରିଥିବାବେଳେ ହାଇଦ୍ରାବାଦ ଦଳ ୨୦ ଓଭରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?