ଏହି କ୍ରିକେଟରଙ୍କୁ ରୋମାଣ୍ଟିକ୍ ପୋଷ୍ଟ ଲେଖିଲେ ସ୍ତ୍ରୀ
କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ସେ ପରିବାରଠାରୁ ଦୂରରେ ଅଛନ୍ତି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ରୋମାଣ୍ଟିକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋ…
ଟି୨୦ରେ ବିରାଟ, ରୋହିତ୍ କରି ନ ଥିବା କୀର୍ତ୍ତିମାନ କଲେ ସୋଏବ ମଲିକ
ନୂଆଦିଲ୍ଲୀ, ୧୧।୧୦: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ସୋଏବ ମଲିକ ଟି୨୦ରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ପୂର୍ବରୁ କୌଣସି ଏସୀୟ କ୍ରିକେଟର୍ ହାସଲ କରିପାରି ନାହାନ୍ତି। ଏପରିକି ବିରାଟ କୋହଲି ଓ…
ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍
ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏଥିଲାଗି ରବିବାର ୩ଟି ଦଳ ଲାଗି ଖେଳାଳି ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗ…
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ ଦଳରୁ ଓହରି ଯାଇଛନ୍ତି। ଏଥିସହିତ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ ନେଇ ଚିନ୍ତିତ…
୯ମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍, ମ୍ୟାଗି ଖାଇ କାଟୁଥିଲେ ରାତି
ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍ ସହ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଫଳରେ ଦେଶବିଦେଶର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୩, ଅକ୍ଟୋବର ୧୧ରେ…
ବିରାଟଙ୍କ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍ କିସ୍
ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା ଏକ ବ୍ଲୁ କଲରର ଡ୍ରେସ୍ ପିନ୍ଧିଥିଲେ। ଯେଉଁଥିରେ ବେବି ବମ୍ପ ଦେଖାଯାଉଥିଲା। ତେବେ ଷ୍ଟାଡିୟମରେ…
ବାଙ୍ଗାଲୋର ୩୭ ରନରେ ବିଜୟୀ
ଦୁବାଇ, ୧୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୫ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଟସ୍…
ଫ୍ରେଞ୍ଚ୍ ଓପନ୍: ସ୍ବିଟେକଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍
ପ୍ୟାରିସ୍,୧୧।୧୦(ଏପି): ପୋଲାଣ୍ଡ ଟିନ୍ଏଜର ଇଗା ସ୍ବିଟେକ ଏଥର ଫ୍ରେଞ୍ଚ୍ ଓପନ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଣସିଡ୍ ସ୍ବିଟେକ ଆମେରିକାର ଚତୁର୍ଥ ସିଡ୍ ଖେଳାଳି ସୋଫିଆ କେନିନଙ୍କୁ ପରାସ୍ତ କରି ପ୍ରଥମ ପୋଲାଣ୍ଡ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି…
ଭାରତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରେ ଅଷ୍ଟ୍ରେଲିଆ
ସିଡ୍ନୀ, ୧୧ା୧୦ (ପି.ଟି.)- ଅଷ୍ଟ୍ରେଲିଆ ଟୁର୍ ପୂର୍ବରୁ ବ୍ରିସ୍ବେନ୍ରେ ଭାରତୀୟ କ୍ରିକେଟ ଦଳର କ୍ୱାରାଣ୍ଟାଇନ୍ ପରିୟଡ୍କୁ ହ୍ରାସ କରିବା ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ସିଡ୍ନୀ ମର୍ନିଂ ହେରାଲ୍ଡରେ ଏକ ରିପୋର୍ଟରେ ପ୍ରକାଶ ପାଇଛି।…
ବ୍ରାଜିଲ, କଲମ୍ବିଆର ପ୍ରଥମ ବିଜୟ
ସାଓପାଲୋ, ୧୧ା୧୦ (ଏପି)-ଓ୍ବାଲର୍ଡକପ୍ ଫୁଟ୍ବଲ କ୍ୱାଲିଫାୟର୍ସ ଓପନିଂ ରାଉଣ୍ଡରେ ବ୍ରାଜିଲ ଓ କଲମ୍ବିଆ ସେମାନଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କୋଭିଡ୍ ସ୍ବାସ୍ଥ୍ୟ ପ୍ରୋଟୋକଲ ଯୋଗୁ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସାଓପାଲୋଠାରେ ବର୍ଷା ମଧ୍ୟରେ ଖେଳାଯାଇଥିବା ବଲିଭିଆ ବିପକ୍ଷ…
ଓଡ଼ିଶା ଏଫ୍ସିରେ କୋଲ୍ : ଆଲେକ୍ଜାଣ୍ଡର
ଭୁବନେଶ୍ୱର, ୧୧ା୧୦ (ସ୍ପୋଟର୍ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍ର ୭ମ ସଂସ୍କରଣ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ମିଡ୍ଫିଲ୍ଡର କୋଲ୍ ଆଲେକ୍ଜାଣ୍ଡର ଓଡ଼ିଶା ଏଫ୍ସି ସହ ୨ବର୍ଷିଆ ଚୁକ୍ତି କରିଛନ୍ତି। କ୍ଲବ ତରଫରୁ ଶନିବାର ଘୋଷଣା କରାଯାଇଛି। କେପ୍ଟାଉନ୍ରେ ଜନ୍ମଗ୍ରହଣ କରିଥିବା ଆଲେକ୍ଜାଣ୍ଡର…
ପ୍ରଥମ ଆର୍ସିବି ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଲେ ବିରାଟ
ଦୁବାଇ, ୧୦।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ଆଇପିଏଲ୍ର ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କୋହଲି ୬ ହଜାର ରନ୍ ପୂରଣ କରିଛନ୍ତି। ଶନିବାର ଖେଳାଯାଇଥିବା…

