ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି ଦର୍ଶକ ତାଙ୍କୁ ଭୁଲି ନାହାନ୍ତି। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍।…
କ୍ରିକେଟ୍କୁ ବାଏ ବାଏ କହିଲେ ଏହି ଲୋକପ୍ରିୟ କ୍ରିକେଟର୍
ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ। ସନ୍ନ୍ୟାସ ଘୋଷଣା କରି…
ବିବାହ ପରେ ହନିମୁନ୍ ନୁହେଁ, ଟୁର୍ନାମେଣ୍ଟ ଖେଳିବେ ଏହି ପ୍ରସିଦ୍ଧ ଖେଳାଳି
ଟୋକିଓ ଅଲିମ୍ପିକ୍ସରେ ପଦକ ଦାବିଦାର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ନଭେମ୍ବର ୨୫ରେ ସଙ୍ଗୀତା ଫୋଗଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ସଙ୍ଗୀତା ହେଉଛଛି ଦଙ୍ଗଲ ଗର୍ଲ ଗୀତା ଏବଂ ବବିତାଙ୍କ ଭଉଣୀ। ମହାବୀର ଫୋଗାଟଙ୍କ ଝିଅ ସଙ୍ଗୀତା ମଧ୍ୟ…
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ବାତିଲ: ଭାରତ ହେଲା ୨୦୨୨ ସଂସ୍କରଣ ଆୟୋଜକ
ନୂଆଦିଲ୍ଲୀ,୧୮। ୧୧ (ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍କୁ ଫିଫା ବାତିଲ କରିଛିି। ଏହା ୨୦୨୦ରେ ଆୟୋଜନ ହେବାର ଥିଲା, କିନ୍ତୁ କୋଭିଡ୍-୧୯ କାରଣରୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ମହାମାରୀର ପ୍ରକୋପ ଜାରି…
ଟୋକିଓ ଅଲିମ୍ପିକ୍ସ: ଭ୍ୟାକ୍ସିନକୁ ବ୍ୟାକ୍ଙ୍କ ଗୁରୁତ୍ୱ
ଟୋକିଓ, ୧୮ା୧୧ (ଏପି)-କରୋନା ପାଇଁ ସ୍ଥଗିତ ରହିଥିବା ଅଲିମ୍ପିକ୍ସ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଆରମ୍ଭ ହୋଇ ପାରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍ ଦୃଢତାର ସହିତ କହିଛନ୍ତି। ବ୍ୟାକ୍ ଚଳିତସପ୍ତାହରେ ଟୋକିଓ ଟୁର୍ରେ…
କରୋନା ପ୍ରକୋପ: ଅଷ୍ଟ୍ରେଲିଆ ଖେଳାଳି ନ୍ୟୁ ସାଉଥ୍ ଓ୍ବେଲ୍ସକୁ ସ୍ଥାନାନ୍ତରିତ
ସିଡ୍ନୀ, ୧୮ା୧୧ (ପି.ଟି.)-ସାଉଥ ଅଷ୍ଟ୍ରେଲିଆରେ କରୋନା ଭାଇରସ ବ୍ୟାପିବାରେ ଲାଗିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଟେଷ୍ଟ ଅଧିନାୟକ ଟିମ୍ ପେନ୍ ଓ ଷ୍ଟାର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେଙ୍କ ସମେତ ଅନ୍ୟ ଖେଳାଳିମାନଙ୍କୁ ବିମାନ ଯୋଗେ ଆଡିଲେଡ୍ରୁ…
ସୁଆରେଜ, ମୁନୋଜଙ୍କୁ କରୋନା
ମଣ୍ଟେଭିଡିଓ (ଉରୁଗୁଏ), ୧୮ା୧୧ (ଏପି)- କରୋନା ଭାଇରସ ପାଇଁ ହୋଇଥିବା ଟେଷ୍ଟରେ ଲୁଇସ୍ ସୁଆରେଜ୍ ଓ ଗୋଲକିପର ରୋଡ୍ରିଗୋ ମୁନୋଜ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉରୁଗୁଏ ଫୁଟ୍ବଲ ଆସୋସିଏଶନ ତରଫରୁ ଏବିଷୟ ସ୍ପଷ୍ଟ କରାଯାଇଛି। ଏହି ଦୁଇଜଣଙ୍କ ବ୍ୟତୀତ ଜାତୀୟ ଦଳର…
ଅଷ୍ଟ୍ରେଲିଆ ଗସ୍ତ: ଟ୍ରେନିଂରେ ଟେଷ୍ଟ ଫର୍ମାଟ ପାଇଁ ଭାରତର ଅଭ୍ୟାସ
ସିଡ୍ନୀ,୧୮।୧୧ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାର ଭାରତୀୟ କ୍ରିକେଟ ଦଳ ପ୍ରଥମେ ସୀମିତ ଓଭର କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ…
ହକି ଇଣ୍ଡିଆ ମାଷ୍ଟର୍ସ କମିଟିରେ ପରଗତ, ଗୁରବକ୍ସ
ନୂଆଦିଲ୍ଲୀ,୧୮।୧୧ (ପି.ଟି.): ହକି ଇଣ୍ଡିଆର ଷ୍ଟେଟ୍ ମେମ୍ବର ୟୁନିଟ୍ଗୁଡିକ ମିଳିତ ଭାବେ ‘ମାଷ୍ଟର୍ସ କମିଟି’ ଗଠନ କରିଛନ୍ତି। ଦେଶରେ ମାଷ୍ଟର୍ସ ହକିର ପ୍ରଚାର ଓ ପ୍ରସାର ପାଇଁ ଗଠିତ ହୋଇଥିବା ଏହି କମିଟିରେ ପୂର୍ବତନ ଅଧିନାୟକ ପରଗତ ସିଂ, ମୀର ରଞ୍ଜନ…
ଏଟିପି ଫାଇନାଲ୍ସ: ଜୋକୋଭିଚ୍ଙ୍କୁ ଭେଟିବେ ମେଡ୍ଭେଡେଭ
ଲଣ୍ଡନ,୧୮।୧୧(ଏପି): ଏଠାରେ ଚାଲିଥିବା ୫,୭୦୦,୦୦ ଅମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଫାଇନାଲ୍ସରେ ରୁଷିଆ ତାରକା ଡାନିଲ ମେଡ୍ଭେଡେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଇନ୍ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭେରେଭଙ୍କୁ ୬-୩,…
ଏମ୍ପିଏଲ୍ ସ୍ପୋଟର୍ସ ଟିମ୍ ଇଣ୍ଡିଆର ଅଫିସିଆଲ କିଟ୍ ପ୍ରାୟୋଜକ
ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍ ଇଣ୍ଡିଆର ଅଫିସିଆଲ କିଟ୍ ସ୍ପୋନ୍ସରସିପ୍ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍ ସହିତ ଜଡିତଥିବା ମୋବାଇଲ ପ୍ରିମିୟର ଲିଗ୍ (ଏମ୍ପିଏଲ୍) ଏମ୍ପିଏଲ୍ ସ୍ପୋଟର୍ସ ଆପାରେଲ ଆଣ୍ଡ ଆସେସରିଜକୁ…
ଦ୍ୱିପ୍ରହରରେ ଶୋଇଥିଲେ ବୋଲି ଗାଙ୍ଗୁଲିଙ୍କୁ ଏଭଳି ଦଣ୍ଡ ଦେଇଥିଲେ ସଚିନ; ଜାଣିଲେ ହେବେ..
ନୂଆଦିଲ୍ଲୀ,୧୭।୧୧: ବିଗତ ଦିନରେ ଭାରତୀୟ କ୍ରିକେଟ ଟିମ୍ର ଦୁଇ ପ୍ରମୁଖ ଖେଳାଳି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲୀଙ୍କ ଯୋଡ଼ି ବେଶ୍ ଲୋକପ୍ରିୟ ଥିଲା। ଦୀର୍ଘଦିନ ଧରି ଉଭୟ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଥିଲେ। ବିରେନ୍ଦ୍ର ସେହଓ୍ବାଗ୍ ଆସିବା ପୂର୍ବରୁ ସେମାନେ…

