ଖେଳ

ଦଉଡ଼ି ଉପରେ ଚାଲି ଟେନିସ ଖେଳିଲେ ଏହି ଖେଳାଳି, ଲୋକେ କହିଲେ…

ସ୍ବିସ୍‌ ଫ୍ରିଷ୍ଟାଇଲ ସ୍କାଇଅର ସ୍ନୋବୋଲଡର ଆଣ୍ଡ୍ରି ରେଗେଟିଲ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଠି ସେ ଏକ ସ୍କେଟ୍‌ବୋର୍ଡ ଉପରେ ଡେଉଁଛନ୍ତି। ଏକ୍ସରସାଇଜ ବଲ୍‌ର ହପ୍‌ କରୁଛନ୍ତି। ଏହା ବ୍ୟତୀତ ଲୁହା ରଡ୍‌ରେ ସାଇକେଲ ଚଳାଉଛନ୍ତି ଏବଂ…

ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ ସଚିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଦ୍ରୁତ ବୋଲର ଓ୍ବାକର…

ବିରାଟ କୋହଲିଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ଅଷ୍ଟ୍ରେଲିୟ ଖେଳାଳି: ଟିମ୍‌ ପୈନ୍‌

ସିଡନୀ,୧୪।୧୧: ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍‌ ଖେଳାଯିବ। ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ତେବେ ୨୦୧୮-୧୯ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଇତିହାସ ରଚିଥିଲା ଭାରତ। ଏହି…

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ପାକିସ୍ତାନରେ ପହଞ୍ଚିଲେ ଏହି ଖେଳାଳି, କରାଚି କିଙ୍ଗ୍ସକୁ ଟ୍ରୋଲ କଲେ ପ୍ରଶଂସକ

କରାଚି,୧୪।୧୧: ଜିମ୍ବାଓ୍ବେ ସହ ସିରିଜ ଶେଷ ହେବା ପରେ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌ ୨୦୨୦)ର ଚାରିଟି ମ୍ୟାଚ୍‌ ଖେଳାଯିବାର ଅଛି। କୋଭିଡ ପାଇଁ ଏହାକୁ ସ୍ଥଗିତ କରାଯାଇଥିଲା। ଏହି ଲିଗ୍‌ ଖେଳିବା ପାଇଁ ଖେଳାଳିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ଆଇପିଏଲ୍‌-୨୦୨୧ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବେ ଧୋନୀ !

ନୂଆଦିଲ୍ଲୀ,୧୪।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ କେବଳ ଆଇପିଏଲ୍‌ ସହ ଜଡ଼ିତ ରହିବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଚଳିତ ବର୍ଷର ଆଇପିଏଲ୍‌ ଧୋନୀଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ…

ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍‌ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ ଯୋଗ ଦେଇଥିଲେ। ୨୦୦୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେ। ସେତେବେଳେ ସମସ୍ତଙ୍କଠାରୁ ସଚିନଙ୍କୁ…

‘ବାଲା ଦେବୀଙ୍କ ରେଞ୍ଜର୍ସ ମୁଭ୍‌ ଆଶୀର୍ବାଦ ସଦୃଶ’

ନୂଆଦିଲ୍ଲୀ: ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ତରଫରୁ ବାଲା ଦେବୀ ଖେଳିବା ଆଗାମୀ ପିଢ଼ି ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଏହା ଦ୍ୱାରା ଅନ୍ୟ ଭାରତୀୟ ଫୁଟବଲରମାନେ…

ହବିବୁଲ ବସାରଙ୍କୁ କରୋନା

ଢାକା:ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ୍‌ ବସାର କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରେ ତାଭ୍କର ପଜିଟିଭ ଆସିଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ବସାର ବର୍ତ୍ତମାନ ଜାତୀୟ ଚୟନକର୍ତ୍ତା ଅଛନ୍ତି। ନିକଟରେ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ଏବଂ ଅଲ୍‌ରାଉଣ୍ଡର ମହମୁଦୁଲ୍ଲା…

ପ୍ରଜନେଶ କ୍ୱାର୍ଟରଫାଇନାଲରେ

କ୍ୟାରି (ୟୁଏସ୍‌ଏ): ଭାରତର ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଆଟଲାଣ୍ଟିକ୍‌ ଟାଇର୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହିି ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟର ଏକ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୪ର୍ଥ ସିଡ୍‌ ପ୍ରଜନେଶ ପୂର୍ବତନ ଟପ୍‌ ୧୦ ଆମେରିକୀୟ ଜ୍ୟାକ୍‌…

ଅଧିକ ଦଳ ଭାଗନେଲେ ଆଇପିଏଲ୍‌ ମାନ କମିବ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ଟି୨୦ ଲିଗ୍‌ ବିବେଚିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିସ୍ତାର ହେବା ପାଇଁ ପସ୍ତୁତ ବୋଲି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ କହିଛନ୍ତି। ଦେଶରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରତିଭା ରହିଛନ୍ତି। ତେଣୁ କ୍ରିକେଟ୍‌ର…

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ତାଙ୍କୁ ପ୍ରଥମେ ସ୍ଥାନିତ କରା ନ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ। ଏହା ପରେ ଟି୨୦ ଏବଂ ଶେଷରେ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?