ଖେଳ

ବିରାଟଙ୍କ ମଜା ଉଡ଼ାଇଲେ ଜୋଫ୍ରା ଆର୍ଚର, ଅନୁଷ୍କା ବି ହେଲେ ଟ୍ରୋଲ୍‌

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୦)ରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ବିରାଟ ମଜାଦାର ମୁଡ୍‌ରେ ଥିଲେ। ଓ୍ବାର୍ମ…

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। ୨୭ ବର୍ଷୀୟା ମାନସୀଙ୍କ କରୋନା…

ଯୁବରାଜଙ୍କୁ ୬ଥର ଆଉଟ୍‌ କରିଥିବା ବୋଲର କ୍ରିକେଟ୍‌ରୁ ନେଲେ ଅବସର

କରାଚି, ୧୭।୧୦: ପାକିସ୍ତାନର ଜଣାଶୁଣା ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ‘ନ୍ୟାଶନାଲ ଟି୨୦ କପ୍‌’ରେ ଗୁଲ୍‌ଙ୍କ ଦଳ ବାଲୋଚିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଏହାପରେ…

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ; କୋହଲିଙ୍କ ସାମ୍ନାରେ ୧୭୮ ରନ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ…

ଆଇପିଏଲ୍‌ କମେଣ୍ଟ୍ରି ପ୍ୟାନେଲ ଛାଡ଼ିଲେ ପିଟରସନ

ଦୁବାଇ, ୧୭ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଇଂଲଣ୍ଡ ଅଧିନାୟକ ଶୁକ୍ରବାର ଘରବାହୁଡ଼ା କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି। କମେଣ୍ଟେଟର ହେବା ପୂର୍ବରୁ…

ଆଇ-ଲିଗ୍‌କୁ ଫେରିଲା ମହମ୍ମଡାନ ସ୍ପୋର୍ଟିଂ

କଲ୍ୟାଣୀ, ୧୭ା୧୦ (ପି.ଟି.)-ଏଠାରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସରେ ଭବାନୀପୁର ଏଫ୍‌ସିକୁ ୨-୦ ଗୋଲରେ ପରାସ୍ତ କରିବା ପରେ ମହମ୍ମଡାନ ସ୍ପୋର୍ଟିଂ ୭ ବର୍ଷ ପରେ ଆଇ-ଲିଗ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଦଳ ପକ୍ଷରୁ ଭାନ୍‌ଲାଲ୍‌ବା ଚାଙ୍ଗ୍‌ଟେ (୨୮ତମ ମିନିଟ୍‌) ଓ ଗାନି ଅହମ୍ମଦ…

କାର୍ତ୍ତିକଙ୍କ ଇସ୍ତଫା: ନେତୃତ୍ୱ ନେଲେ ମୋର୍ଗାନ

ଆବୁଧାବି,୧୭।୧୦(ପି.ଟି.): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନଙ୍କୁ ସେ ନେତୃତ୍ୱ ହସ୍ତାନ୍ତର କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ…

ଷଷ୍ଠ ବିଜୟ ସହ ମୁମ୍ବାଇ ପୁଣି ଶୀର୍ଷରେ

ଆବୁଧାବି, ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦଳ କୋଲକାତା ନାଇଟ ରାଇଡର୍ସକୁ…

ବିବାହ ବନ୍ଧନରେ ବାନ୍ଧି ହେଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ତାରକା

ଫ୍ଲୋରିଡା, ୧୬।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଡବ୍ଲ୍ୟୁଡବ୍ଲ୍ୟୁଇର ତାରକା ଜନ୍‌ ସିନା। ଗତ ବୁଧବାର ଆମେରିକାର ଫ୍ଲୋରିଡା ସହରରେ ସେ ତାଙ୍କର ପ୍ରେମିକା ଶାୟ ଶରିୟାଟଜାଡେଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଚଳଚ୍ଚିତ୍ର ତାରକା, ଡବ୍ଲ୍ୟୁଡବ୍ଲ୍ୟୁଇର…

ପିତା ହେବା ପୂର୍ବରୁ ଏହି ଖେଳାଳିଙ୍କଠାରୁ ଶିକ୍ଷା ନେବାକୁ ଚାହୁଁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ବର୍ଷ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଖେଳ ଏବଂ ପିତା ହେବା ଦାୟିତ୍ୱକୁ ଭଲ ଭାବେ ପାଳନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତର ୬ ଥର ବିଶ୍ୱ ଚାମ୍ପିୟନ…

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ ଚୋରାଇବାକୁ ଚାହୁଁଛନ୍ତି ଏବି ଡି ଭିଲିୟର୍ସ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ କ୍ରିକେଟ୍‌ ଦୁଇ ବଡ ନାମ। ଆଇପିଏଲ ୨୦୨୦ରେ ଏହି ଦୁଇ ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଏକାଠି ଖେଳୁଥିବା ଦେଖିବାକୁ ମିଳେ।…

ଆର୍‌ସିବିକୁ ପୁଣି ହରାଇଲା ପଞ୍ଜାବ

ଶାରଜା, ୧୬।୧୦: ଅଧିନାୟକ ବିରାଟ କୋହଲିଙ୍କ ଧିମା ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶାରଜା ପରି ଛୋଟ ଗ୍ରାଉଣ୍ଡରେ ୧୭୧ ରନ ପର୍ଯ୍ୟାପ୍ତ ହୋଇନାହିଁ। ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?