ଧୋନୀ ଦେଲେ କୋହଲିଙ୍କୁ ଝଟ୍କା
ଦୁବାଇ,୨୫।୧୦: ଆଇପିଏଲର ୪୪ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଉଇକେଟ…
ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି
ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର ଜଣେ ଖେଲାଳି ବେଶ୍ ଦୁଃଖି ଥିଲେ। ସେ ହେଉଛନ୍ତି ଓପନିଂ ବ୍ୟାଟ୍ସମ୍ୟାନ୍ ମନଦୀପ ସିଂ।…
ଦ୍ୱିଶତକ ପୂରଣ କଲେ ବିରାଟ କୋହଲି
ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଏକ ବିରାଟ ରେକର୍ଡ ହାସଲ କରିଛନ୍ତି। ସେ ଆଇପିଏଲର ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ…
ସୁସ୍ଥ ହେଲେ କପିଲ: ଚେତନ ଶର୍ମା
ନୂଆଦିଲ୍ଲୀ,୨୫ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହ୍ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି ଚେତନ ଶର୍ମା । ଶର୍ମା ଏକ ଟୁଇଟ୍ କରି ଲେଖିଛନ୍ତି, ଖୁସି ଖବର କପିଲ ପାଜି ଏବେ…
କ୍ରିକେଟରୁ ତନ୍ମୟ ଶ୍ରୀବାସ୍ତବଙ୍କ ଅବସର
ମୁମ୍ବାଇ, ୨୫ା୧୦ (ପି.ଟି.)- ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୦୮ ବିଜୟୀ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ ତନ୍ମୟ ଶ୍ରୀବାସ୍ତବ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୦ ବର୍ଷୀୟ ବାମହାତୀ ଖେଳାଳି କିନ୍ତୁ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ…
ଏସିଆନ ଅନ୍ଲାଇନ୍ ଟିମ୍ ଚେସ୍: ମହିଳା ଓ ପୁରୁଷ ଦଳ ଫାଇନାଲରେ
ଚେନ୍ନାଇ, ୨୫ା୧୦ (ପି.ଟି.)-ଆର୍. ବୈଶାଳୀ ଓ ବି. ଅଧିବନଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟପ୍ ସିଡ୍ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଏସିଆନ ଅନ୍ଲାଇନ୍ ଟିମ୍ ଚେସ୍ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେମାନେ ଯଥାକ୍ରମେ ମଙ୍ଗୋଲିଆ…
ରୋଡ୍ରିଗୁଏଜ୍ ମହମ୍ମଡାନ ସ୍ପୋର୍ଟିଂର ମୁଖ୍ୟ କୋଚ୍
କୋଲକାତା, ୨୫ା୧୦ (ପି.ଟି.)- ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଆସନ୍ତା ଆଇ-ଲିଗ୍ ସିଜନ ପାଇଁ ସ୍ପେନର ଜୋସ୍ କାର୍ଲୋସ ରୋଡ୍ରଗୁଏଜ୍ଙ୍କୁ ସେମାନଙ୍କ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି। ପୂର୍ବରୁ ଏହି ପଦବୀରେ ରହିଥିବା ୟାନ୍ ଲ’ କ୍ୱାଲିଫାୟର୍ସ ଶେଷ ହେବା ପୂର୍ବରୁ…
ହାମିଲଟନଙ୍କୁ ପୋଲ୍ ପୋଜିଶନ
ପୋର୍ଟିମାଓ, ୨୫ା୧୦ (ଏପି)-ମର୍ସିଡିଜ୍ ଟିମ୍ମେଟ୍ ଭାଲଟେରି ବୋଟାସ୍ଙ୍କୁ ପଛରେ ପକାଇ ଲୁଇସ୍ ହାମିଲଟନ ପର୍ତ୍ତୁଗିଜ୍ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପାଇଁ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୯୭ତମ ପୋଲ ପୋଜିଶନ। ରବିବାର ରେସ୍ରେ ଯଦି…
କୋଲକାତାର ବୃହତ୍ ବିଜୟ: ବରୁଣ ଚକ୍ରବର୍ତ୍ତୀଙ୍କୁ ୫ ଉଇକେଟ
ଆବୁଧାବି,୨୫।୧୦(ପି.ଟି.): ନୀତୀଶ ରାଣା ଓ ସୁନୀଲ ନାରିନଙ୍କ ଦମ୍ଦାର ବ୍ୟାଟିଂ ଓ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଇନ୍ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବୃହତ୍ ବିଜୟ ହାସଲ କରିଛି। ଶନିବାର ସ୍ଥାନୀୟ…
ହାଇଦ୍ରାବାଦ୍କୁ ହରାଇଲା ପଞ୍ଜାବ
ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୩ତମ ମ୍ୟାଚ୍ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲା।…
ଏସିଆନ୍ ଅନ୍ଲାଇନ୍ ଟିମ୍ ଚେସ୍ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ
ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍ସିଡ୍ର ମାନ୍ୟତା ପାଇଥିବା ଭାରତୀୟ ମହିଳା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ ସହଜରେ ଜିତିଥିଲେ। ଏହି…
ହସ୍ପିଟାଲରୁ ଛାଡ଼ ପାଇଲେ ପାରା-ତୀରନ୍ଦାଜ ଅଙ୍କିତ
ସୋନେପତ୍, ୨୪ା୧୦ (ପି.ଟି.)- କୋଭିଡ୍ ଟେଷ୍ଟରେ ପଜିଟିଭ ହୋଇଥିବା ପାରା-ତୀରନ୍ଦାଜ ଅଙ୍କିତ ହସ୍ପିଟାଲରୁ ମୁକ୍ତି ଲାଭ କରିଛନ୍ତି। ତେବେ ସେ ୧୦ ଦିନ ପାଇଁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପକ୍ଷରୁ ଶୁକ୍ରବାର ପ୍ରକାଶ…

