ଖେଳ

କେବଳ କ୍ରୁଣାଳ ନୁହନ୍ତି, ହୀରାର ସଉକ ରଖନ୍ତି ଭାଇ ହାର୍ଦ୍ଦିକ ପାଣ୍ଡା: ଗୋଟିଏ ଘଣ୍ଟାର ମୂଲ୍ୟରେ କିଣିପାରିବେ ସୁଇମିଂ ପୁଲ ଥିବା ବଙ୍ଗଳା

ନୂଆଦିଲ୍ଲୀ,୧୩।୧୨: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହୀରାର ସଉକ ରଖନ୍ତି। ହାର୍ଦ୍ଦିକ ନିଜର ଜୀବନଚର୍ଯ୍ୟା ଏବଂ ମହଙ୍ଗା ସଉକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହୀରାର ସଉକ ଥିବା…

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ…

କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍‌

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍‌ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ୫ଥର ବିଜେତା ପାଲଟିଛି। ଚଳିତ ଥର ଆଇପିଏଲ୍‌ରେ ମଧ୍ୟ…

ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍‌ କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଆଇପିଏଲ ୨୦୨୦ ଫ୍ଲପ…

ରୋହିତଙ୍କ ୨୬୪ ରନ୍‌ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି

ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୨୬୪ରନ୍‌ର ପାଳି ଖେଳି ଇତିହାସ ରଚିଥିଲେ। ଏହି ମ୍ୟାଚ୍‌ ପରେ ତାଙ୍କୁ ସୀମିତ ଓଭର କ୍ରିକେଟର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଭାବରେ…

ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ

ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଫଗାନ ନିକଟରେ ନିର୍ବନ୍ଧ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ହେବ। ତେବେ ପ୍ରଥମ…

ମହିଳା ଆଙ୍କରଙ୍କ ଓଢଣୀ ଟାଣିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଆଇପିଏଲ୍‌ ୨୦୨୦ ଶେଷ ହୋଇଛି। ଲଗାତର ଦ୍ୱିତୀୟଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଚଳିତ ଟୁର୍ନାମେଣ୍ଟରେ ଅନେକ ଖେଳାଳି ନିଜର ସ୍ବତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇଛନ୍ତି। ଏହି ଲିଗ୍‌ରେ ଅଂଶଗ୍ରହଣ କରିଥିବା ଭାରତର ଅନେକ ଯୁବ ଖେଳାଳିଙ୍କୁ ଆଗାମୀ…

ମୁମ୍ବାଇ ବିମାନବନ୍ଦରରେ କୃନାଲ ପାଣ୍ଡ୍ୟା ଅଟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କୃନାଲ ପାଣ୍ଡ୍ୟାଙ୍କୁ ଦୁବାଇରୁ ପ୍ରତ୍ୟାବର୍ତ୍ତନ ପଥରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆର୍‌ଆଇ)ର କର୍ମଚାରୀମାନେ ଗୁରୁବାର ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ…

ଅଷ୍ଟ୍ରେଲିଆରେ ପହଞ୍ଚତ୍ଲା ଭାରତ

ସିଡ୍‌ନୀ : ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ସିଡ୍‌ନୀଠାରେ ପହଞ୍ଚତ୍ଛି। ସିରିଜ ଆରମ୍ଭ ପୂର୍ବରୁ ଦଳର ସମସ୍ତ ସଦସ୍ୟ ବାଧ୍ୟତାମୂଳକ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଦୁଇ ମାସିଆ ଟୁର୍‌ ଅବସରରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ…

ଟି୨୦ ବିଶ୍ୱକପ୍‌: ସଫଳ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ

ଦୁବାଇ,: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁକୂଲ୍ୟରେ ୨୦୨୧ ପୁରୁଷ ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ୧୬ଟି ଦଳକୁ ନେଇ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସ୍ବତନ୍ତ୍ରତା ସମ୍ପର୍କରେ ଗୁରୁବାର ଦୁବାଇଠାରେ ଆଇସିସି ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଦିନିକିଆରେ ବୁମ୍‌ରାଙ୍କ ଅସଲ ପରୀକ୍ଷା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ମାତ୍ର ତାଙ୍କର ଅସଲ ପରୀକ୍ଷା ଆଗକୁ ଆସୁଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବ।…

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ ଗୁରୁବାର ମୁମ୍ବାଇ ବିମାନବନ୍ଦରରେ ରାଜସ୍ବ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଅଟକାଇଥିଲେ। ଅଜ୍ଞାତ ସୁନା ଏବଂ କିଛି ମୂଲ୍ୟବାନ ସାମଗ୍ରୀ ଥିବା ସନ୍ଦେହରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ବିମାନବନ୍ଦରରେ ଅଟକାଇ ପଚରାଉଚରା କରାଯାଇଥିଲା। ସେ ଇଣ୍ଡିଆନ ପ୍ରିମିୟର ଲିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?