ଏକଦା ସଚିନ ତେନ୍ଦୁଲକରଙ୍କ ଉପରେ ରାଗି ଯାଇଥିଲେ ବାଲ୍ ଠାକରେ, କହିଥିଲେ ଏଭଳି..
ନୂଆଦିଲ୍ଲୀ,୧୭।୧୧: ଶିବସେନାର ସଂସ୍ଥାପକ ବାଲ୍ ଠାକରେଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ପୁଣେରେ ଜନ୍ମିତ ଠାକରେ ଏକଦା ‘ମହାରାଷ୍ଟ୍ରର ବାଘ’ ନାମରେ ସେ ଚର୍ଚ୍ଚିତ ଥିଲେ। କାରଣ ସ୍ବଭାବରେ ସେ ରାଗି ଥିଲେ। ଏକଦା ସେ ସଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ। ସେତେବେଳେ ମହାରାଷ୍ଟ୍ରରେ…
ଖୁବ୍ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର
ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସିଜନ୍ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ଦେବଦତ୍ତ ପାଟିଲ, ଇଶାନ କିଶନ, ରାହୁଲ ତେବତିୟା, ଶୁଭମନ ଗିଲ ଆଦି ଖେଳାଳି…
ରୋମାଣ୍ଟିକ୍ ଅନ୍ଦାଜରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଏହି କ୍ରିକେଟର୍
ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନଙ୍କ ମଙ୍ଗଳବାର ନିର୍ବନ୍ଧ ଶେଷ ହୋଇଛି। ଦୀର୍ଘ ଦିନ ଧରି ପ୍ରେମ ସମୟରେ ରହିବା ପରେ ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗୁଏଲଙ୍କ ସହ ନିର୍ବନ୍ଧ କରିଛନ୍ତି। ପୁରନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପ୍ରସ୍ତାବ ଦେବା…
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କୁ ହତ୍ୟା ଧମକ
ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ ହେବା ପାଇଁ କୋଲକାତା ଆସିଥିଲେ ଏବଂ ଏହି କାରଣରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା…
ମ୍ୟାଚ୍ ଚାଲୁଥିବା ସମୟରେ ହଠାତ୍ ଡ୍ରେସିଂ ରୁମ୍କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି
କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଟୁର୍ନାମେଣ୍ଟ ସମାପ୍ତ ହେବ। ଗତ ଶନିବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପାକିସ୍ତାନ ସୁପର୍…
କ୍ରିକେଟର୍ମାନେ ‘ଶୂନ’ରେ ଆଉଟ୍ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା
କ୍ରିକେଟର୍ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ ଟ୍ରୋଲ…
ଆତ୍ମହତ୍ୟା କଲେ କ୍ରିକେଟର୍
ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ ମଧ୍ୟ ବାଂଲାଦେଶର ଅଣ୍ଡର -୧୯ଦଳର ଏକ ଅଂଶ ଥିଲେ। ଏହି ଯୁବ ବ୍ୟାଟ୍ସମ୍ୟାନ ମଧ୍ୟ…
ଘରେ ଶୌଚାଳୟ ନ ଥିଲା, ବିସ୍ଫୋରକ ବ୍ୟାଟିଂରେ ରଚିଥିଲେ ଇତିହାସ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଗୁଜରାଟର ଭଡୋଦରାରେ ଜନ୍ମ ହୋଇଥିବା ଏହି ଖେଳାଳି ନିଜ ପ୍ରତିଭା ଦେଖିବାରେ ସମର୍ଥ ହୋଇଛନ୍ତି। ୟୁସୁଫ ପଠାନଙ୍କ କ୍ୟାରିଅର୍ ଅଧିକ ସମୟ ତିଷ୍ଠି ନ ଥିଲା କିନ୍ତୁ ତାଙ୍କ…
ଟେନିସ୍ ବଲ୍ରେ ରାହୁଲଙ୍କ ଅଭ୍ୟାସ
ସିଡ୍ନୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଅବସରରେ ୟୁନାଇଟେଡ ଆରବ ଏମିରେଟ୍ସର ସ୍ଲୋ ଟ୍ରାକ୍ରେ ପାଖାପାଖି ୨ ମାସ ଖେଳିବାପରେ ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍ରେ ସୋମବାରଠାରୁ ପାରମ୍ପରିକ ଟେନିସବଲ୍ ଟ୍ରେନିଂ ଆରମ୍ଭ କରିଛି। ଫର୍ମରେଥିବା…
ସାୟନା ଜ୍ୟାକ୍ ୨ ବର୍ଷ ବାସନ୍ଦ
ଲାଉସାନେ (ସୁଇଜରଲାଣ୍ଡ):-ଡୋପିଂ ମାମଲାରେ ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ସାୟନା ଜ୍ୟାକ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ତାଙ୍କୁ ଦୁଇ ବର୍ଷ ବାସନ୍ଦ କରାଯାଇଛି। ତେବେ ଏହା ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଶେଷ ହୋଇଯାଉଛି। ଜ୍ୟାକ୍ ଉଦ୍ଦେଶ୍ୟମୂଳକ ଭାବେ…
ସେଲ୍ଫ ଆଇସୋଲେଶନରେ ଅଷ୍ଟ୍ରେଲିଆ ଅଧିନାୟକ ପେନ୍
ସିଡ୍ନୀ: ଆଡିଲେଡ୍ରେ କୋଭିଡ୍ର ସାନି ପ୍ରକୋପ ଦେଖାଦେଇଛି। ଅଧିନାୟକ ଟିମ୍ ପେନ୍ଙ୍କ ସମେତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ସମସ୍ତ ଖେଳାଳି ତୁରନ୍ତ ସେଲ୍ଫ ଆଇସୋଲେଶେନରେ ରହିଛନ୍ତି। ଏହା ସତ୍ତ୍ୱେ କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୧୭ରୁ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ…
ଏଆଇଏଫ୍ଏଫ୍ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍ସି ବିଫଳ
ନୂଆଦିଲ୍ଲୀ: ଠିକ୍ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍ସି ସମେତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ୫ଟି କ୍ଲବ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ଠାରୁ ଲାଇସେନ୍ସ ପାଇବାରେ ବିଫଳ ହୋଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା…

