ଆମେରିକାର ମେଜର ଲିଗ୍ କ୍ରିକେଟରେ କେକେଆର ନିବେଶ କରିବ
କୋଲକାତା,୨।୧୨(ପି.ଟି.): ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଗ୍ରୁପ୍ ଆମେରିକାର ମେଜର ଲିଗ୍ କ୍ରିକେଟରେ ନିବେଶ କରିବ। ମେଜର ଲିଗ୍ କ୍ରିକେଟର ଉନ୍ନତି ପାଇଁ ମଙ୍ଗଳବାର କେକେଆର ଗ୍ରୁପ୍ ଏହି ମଲ୍ଟି- ମିଲିୟନ ଡଲାର ଟି୨୦ ଲିଗ୍ରେ…
ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ: ଘରକୁ ଫେରିଲେ ଇଶାନ ପୋରେଲ
ନୂଆଦିଲ୍ଲୀ,୨।୧୨(ପି.ଟି.): ଉଦୀୟମାନ ବେଙ୍ଗଲ ଦ୍ରୁତ ବୋଲର ଇଶାନ ପୋରେଲ ଅଷ୍ଟ୍ରେଲିଆରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନେଟ୍ରେ ଅଭ୍ୟାସ କରୁଥିବା ବେଳେ ସେ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରିର ଶିକାର ହୋଇଥିଲେ। ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ପହଞ୍ଚିବା ପରେ ତାଙ୍କ ଇଞ୍ଜୁରିର ଠିକ ଆକଳନ…
ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ
କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍ ଜିତି ସିରିଜ ହ୍ବାଇଟ୍ଓ୍ବାଶ୍କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ ୦-୨ରେ ପଛରେ ପଡି ଭାରତ ସିରିଜ ହାତଛଡ଼ା କରିସାରିଛି। ବୁଧବାର ସ୍ଥାନୀୟ ମନୁକା ଓଭାଲ…
ୟୁଟ୍ୟୁବ୍ରେ ‘ମନ କି ବାତ୍’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍ ଲାଇକ୍
ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ରେକର୍ଡ ଡିସ୍ ଲାଇକ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ପିଆଇବି ଓ ଭାଜପାର…
ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି
କାନବେରା, ୧।୧୨ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ ବ୍ୟାଟ୍ସମ୍ୟାନ ଏବେ ଅନ୍ତର୍ଜାତୀୟ ଦିନିକଆ ଫର୍ମାଟରେ ୧୨ ହାଜର ରନ୍ ଠାରୁ ମାତ୍ର ୨୩…
ଏଲ୍ପିଏଲ୍ରେ ଏହି ଯୁବ ଖେଳାଳିଙ୍କ ଉପରେ ରାଗିଗଲେ ଆଫ୍ରିଦି: କହିଲେ ‘ପୁଅ ତୁମେ ଜନ୍ମହେବା ପୂର୍ବରୁ ମୁଁ ଶତକ ମାରୁଥିଲି’
ନୂଆଦିଲ୍ଲୀ,୧।୧୨: ଲଙ୍କା ପ୍ରିମିୟର ଲିଗ୍(ଏଲ୍ପିଏଲ୍)ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଆଫଗାନିସ୍ତାନର ଜଣେ ଯୁବ ଖେଳାଳିଙ୍କ ସହ ବଚସା କରିଥିବା ଦେଖିବାକୁ ମିଳିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ନବିନଉଲ ହକଙ୍କ ସହ ଆଫ୍ରିଦି ଯୁକ୍ତିତର୍କ କରିଥିଲେ। ଏହାର କିଛି ଭିଡିଓ…
କୋହଲିଙ୍କ ବଡ଼ ଫ୍ୟାନ୍ ହେଲେ ଇଂଲଣ୍ଡର ଏହି ଅଧିନାୟକଙ୍କ ପୁଅ: ବ୍ୟାଟିଂ ବେଳେ…
ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ସମୟର ସବୁଠାରୁ ବେଶି ଲୋକପ୍ରିୟ କ୍ରିକେଟ ତାରକାଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ୟତମ। ଦେଶ ତଥା ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବ୍ୟାଟିଂ ଦେଖି…
ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ
କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ ମଙ୍ଗଳବାର…
ଏମ୍ଏମ୍ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା
ଏମ୍ଏମ୍ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଓ୍ବାଶିଂଟନ, ୧।୧୨ : ଦୁଇ ଥର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଶିଲ୍ଡସ ମିକ୍ସଡ୍ ମାର୍ସିଆଲ ଆର୍ଟସ (ଏମ୍ଏମ୍ଏ)ରେ ନିଜ ଭାଗ୍ୟ ପରୀକ୍ଷା କରିବେ। ପ୍ରୋଫେଶନାଲ ଫାଇଟର୍ସ…
ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି ଦେଖିବାକୁ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ କରିଥିବା ସୁଦୀପ ତ୍ୟାଗୀଙ୍କ ସ୍ତ୍ରୀ ପିୟା ତ୍ୟାଗୀ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପିୟା ଇନ୍ଷ୍ଟାଗ୍ରାମରେ ବେଶ୍ ସକ୍ରିୟ ଥାନ୍ତି। ସେ ଅଧିକାଂଶ…
ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ତୃତୀୟ ଦିନିକିଆ ମ୍ୟାଚ୍
କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ ରହିଛି। ଟି-୨୦ ସିରିଜ ପୂର୍ବରୁ ଉଭୟ ଦଳ ଶେଷ ଦିନିକିଆରେ ବୁଧବାର ମୁହାଁମୁହିଁ ହେବେ।…
ଆଉ ଏକ କ୍ରିକେଟ୍ ଟିମ୍ର ମାଲିକ ହେଲେ କିଙ୍ଗ୍ ଖାନ୍ ଶାହାରୁଖ୍
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ କାରାବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ପରେ କିଙ୍ଗ୍ ଖାନ୍ ଶାହାରୁଖ୍ ଆମେରିକାର ଟି-୨୦ ଲିଗ୍ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ତ୍ରିନିଦାଦ୍ ଏବଂ…

