ଖେଳ

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଲାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ…

ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା…

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶାହାରୁଖ୍‌ ଖାନ୍‌ଙ୍କ ଏକ ଭିଡିଓ ଏବଂ ଫଟୋ ମଧ୍ୟ…

ପଡିଆରେ ମୁଣ୍ଡ ବୁଲାଉଥିଲା, ହାସଲ କଲେ ଶତକ

ସିଡନୀ,୧।୧୨: ଭାରତ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ତାଙ୍କର ଜୋର ମୁଣ୍ଡ ବୁଲାଉଥିଲା। ଏହା ସତ୍ତ୍ୱେ ସେ ଏକ ଚମତ୍କାର…

କୋହଲିଙ୍କ ବିନା ଭାରତ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ବିଜୟ ହୁଏ ତେବେ…

କାନବେରା,୧।୧୨: ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ ଟିମ ଇଣ୍ଡିଆକୁ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡି। ଏହି ସିରିଜ ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବ କାରଣ ଦଳର ନିୟମିତ ଅଧିନାୟକ ବିରାଟ କୋହଲି କେବଳ…

ରାହୁଲଙ୍କ ଖେଳ ଭାବନା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସିଡନୀ,୧।୧୨: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆହତ କାରଣରୁ ଭାରତ ବିପକ୍ଷ ୩ଟି ଟି-୨୦ ମ୍ୟାଚରୁ ବାଦ ପଡିଛନ୍ତି। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ ୱାର୍ଣ୍ଣର ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା। ତାଙ୍କ ସ୍ଥାନରେ ଟି…

ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ଅଶୁଭ ମନାସି ଅଡୁଆରେ ଭାରତୀୟ କ୍ରିକେଟର୍‌

ସିଡନୀ,୧।୧୨: ଗୋଡରେ ଆଘାତ ଯୋଗୁ ଅଷ୍ଟ୍ରେଲୀୟ ରନ ମେସିନ ଡେଭିଡ ୱାର୍ଣ୍ଣରଙ୍କୁ ଗତ ଏକ ଦିନିକିଆ ଏବଂ ପୁରା ଟି -୨୦ ସିରିଜରୁ ବାଦ ଦିଆଯାଇଛି। ଭୋରତ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୱାର୍ଣ୍ଣର ଫିଲ୍ଡି କରୁଥିବାବେଳେ ଆଘାତ ଲାଗିଥିଲା। ପରେ ତାଙ୍କୁ…

ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ

ବୁଏନ୍ସଆୟାର୍ସ, ୧ା୧୨(ଏପି)-ଡିଏଗୋ ମାରାଡୋନାଙ୍କ ମୃତ୍ୟୁକୁ ନେଇ ଆର୍ଜେଣ୍ଟିନା ପୋଲିସ କିମ୍ବଦନ୍ତୀ ଫୁଟ୍‌ବଲରଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ୬୦ବର୍ଷୀୟ ଫୁଟ୍‌ବଲ ଷ୍ଟାରଙ୍କ ବ୍ୟକ୍ତିଗତ ଡାକ୍ତର ସ୍ନାୟୁ ବିଶେଷଜ୍ଞ ଲେପୋଲ୍ଡୋ ଲକ୍‌ଙ୍କୁ ତଦନ୍ତର ଅଂଶବଶେଷ କରାଯାଇଛି। ମାରାଡୋନାଙ୍କ ବିୟୋଗରେ ସମଗ୍ର…

ତେନ୍ଦୁଲକରଙ୍କ ସହାୟତା

ମୁମ୍ବାଇ, ୧ା୧୨ (ପି.ଟି.)-ଭାରତୀୟ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁରୁତର ରୋଗରେ ପୀଡ଼ିତ ୬ଟି ରାଜ୍ୟର ୧୦୦ ଜଣ ଅନଗ୍ରସର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ। ଇକାମ ନାମକ ଫାଉଣ୍ଡେଶନ ସହିତ ପାର୍ଟନରଶିପ୍‌ରେ ସେ ଏହି କାର୍ଯ୍ୟ…

କୋହଲିଙ୍କ ତ୍ରୁଟି ଦର୍ଶାଇଲେ ଗମ୍ଭୀର

ନୂଆଦିଲ୍ଲୀ, ୧ା୧୨ (ପି.ଟି.): ସିଡ୍‌ନୀଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓପନିଂ ସ୍ପେଲ୍‌ରେ ତାଙ୍କର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ମାତ୍ର ୨ଓଭର ବୋଲିଂ ଦେଇ ମସ୍ତବଡ଼…

ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ

ସିଡ୍‌ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ଅବସରରେ ସେ ଉରୁସନ୍ଧିରେ ଆଘାତ ପାଇଥିଲେ। ସେହିପରି ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ମଧ୍ୟ…

ଇଣ୍ଡିଆନ ସୁପର ଲିଗ୍‌: ଗୋଆ-ନର୍ଥଇଷ୍ଟ ମ୍ୟାଚ ଡ୍ର

ଫତୋର୍ଦା ୧ା୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଅନୁଷ୍ଠିତ ଏଫସି ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ଏହି ମ୍ୟାଚର ଫଳାଫଳ ସହିତ ନର୍ଥଇଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?