ଖେଳ

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର ୩ଟି ମ୍ୟାଚ୍‌ରେ ସେ ହେଜେଲଉଡଙ୍କ ଶିକାର ହୋଇଛନ୍ତି। ଏହା ସହ ଡେବ୍ୟୁ ମ୍ୟାଚ୍‌ ପରେ…

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ୩୦ ଖେଳାଳି ଫେରାଇବେ ପଦକ

ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ଏବେ ପଦ୍ମଶ୍ରୀ ଏବଂ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିବା ଖେଳାଳିମାନେ ସମର୍ଥନ କରିଛନ୍ତି। ଖେଳାଳିମାନେ ସେମାନଙ୍କର ପଦକ ସରକାରଙ୍କୁ ଫେରାଇବା ପାଇଁ…

ଶତକ ମାରିବାକୁ ଭୁଲିଗଲେ ଏହି ଖେଳାଳି, ଅପରାଜିତ ୯୯ ରନ୍‌ କରି ଦଳକୁ ଜିତାଇଲେ

ଅକଲାଣ୍ଡ,୨।୧୨: ଡେଭିଡ ମଲାନ ଏବଂ ଜୋଶ ବଟଲରଙ୍କ ଅର୍ଦ୍ଧଶତକୀୟ ଇନିଂଶ ଆଧାରରେ ତୃତୀୟ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଏହି ସିରିଜକୁ ହାତେଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ…

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ କରୁଛନ୍ତି। ଭାରତୀୟ ପ୍ରିମିୟର ଲିଗର ୧୩ତମ ସିଜିନରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା…

ଇତିହାସ ରଚିଲେ କୋହଲି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୩ ରନ କରି କୋହଲି ଦ୍ରୁତତମ ଖେଳାଳି…

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ ଅଷ୍ଟ୍ରେଲିଆ। ଶେଷ ମ୍ୟାଚ୍‌ ଆଜି କାନବେରାରେ ଖେଳାଯାଉଛି। ତେବେ ପ୍ରଥମ ୨ଟି ମ୍ୟାଚ୍‌ ପରାଜୟ…

ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇଲା ଭାରତ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ କାନବେରାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ ହାରି ସିରିଜ ହାରିଥିବା…

ଆହତ ଓ୍ବାର୍ନର ପ୍ରଥମ ଟେଷ୍ଟ ଖେଳିପାରିବେନି: ବନର୍‌ସ-ପୁକୋଭସ୍କି ଇନିଂସ ଓପନ କରିପାରନ୍ତି

କାନବେରା, ୨।୧୨(ପି.ଟି.)- ଉରୁସନ୍ଧିଆ ଆଘାତ ଜନିତ ସମସ୍ୟା ଯୋଗୁ ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ମ୍ୟାଚ ସହିତ ଅତିକମ୍‌ରେ ପ୍ରଥମ ଟେଷ୍ଟରେ ଖେଳି ପାରିବେନି। ସାମୟିକଭାବେ ଖାଲିପଡ଼ିଥିବା ଓପନିଂ ସ୍ଲଟ ଅନ୍ୟମାନଙ୍କୁ ପାଇଁ ସୁଯୋଗ ଆଣିବ…

ଇଣ୍ଡିଆନ ସୁପରଲିଗ୍‌: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ

ବାମ୍ବୋଲିମ୍‌, ୨।୧୨- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ…

ଚାମ୍ପିୟନ୍ସ ଲିଗ୍‌: ଫ୍ରାପାର୍ଟ ପ୍ରଥମ ମହିଳା ରେଫରି

ନିଅନ୍‌ (ସୁଇଜରଲାଣ୍ଡ), ୨ା୧୨ (ଏପି)-ଷ୍ଟିଫାନି ଫ୍ରାପାର୍ଟ ପ୍ରଥମ ମହିଳା ରେଫରି ଭାବେ ପୁରୁଷ ଚାମ୍ପିୟନ୍ସ ଲିଗ୍‌ର ଏକ ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ତରଫରୁ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଫ୍ରେଞ୍ଚ୍‌…

ଫିଫା ବିଶ୍ୱକପ୍‌: ପ୍ରଥମେ ମହିଳା ଦଳ ଯୋଗ୍ୟତା ହାସଲ କରିବ

ମୁମ୍ବାଇ, ୨ା୧୨ (ପି.ଟି.)-ପୁରୁଷ ଦଳ ଅପେକ୍ଷା ଜାତୀୟ ମହିଳା ଦଳ ପ୍ରଥମେ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ ପଟେଲ କହିଛନ୍ତି। ମହିଳା ଦଳ ୨୦୨୭ ଫିଫା ବିଶ୍ୱକପ୍‌ ପାଇଁ…

ହାମିଲଟନ କୋଭିଡ୍‌ ପଜିଟିଭ୍‌

ସାଖୀର (ବାହାରିନ୍‌), ୨ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କର ପଜିଟିଭ୍‌ ଆସିଛି। ମର୍ସିଡିଜ୍‌ ଏଏମ୍‌ଜି ପେଟ୍ରୋନାସ୍‌ ଫର୍ମୁଲା ଓ୍ବାନ ଟିମ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଫଳରେ ଆସନ୍ତା ରବିବାର ହେବାକୁଥିବା ସାଖୀର ଗ୍ରାଁ ପ୍ରିରେ ସେ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?