ଖେଳ

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍‌

ଭୁବନେଶ୍ୱର, ୩୦ା୧୧ (ସ୍ପୋଟର୍‌ସ ବ୍ୟୁରୋ)-କଟକସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କ୍ଲବ ପରିସରରେ ଏହାର କର୍ମକର୍ତ୍ତା, ଫାଇନାନ୍ସ କମିଟି ଓ ଟୁର୍ନାମେଣ୍ଟ କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ୍ରିକେଟର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମି…

ଭାରତ ବିପକ୍ଷରେ ମାକ୍ସଓ୍ବେଲ୍‌ଙ୍କ ଅର୍ଦ୍ଧଶତକ: ପଞ୍ଜାବ କୋଚ୍‌ କହିଲେ ଏହା ଏକ ଅପରାଧ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) କିଙ୍ଗସ ଏକାଦଶ ପଞ୍ଜାବର ବ୍ୟାଟିଂ କୋଚ ୱାସିମ ଜାଫର୍‌ ମଜାଳିଆ ଟୁଇଟ୍‌ କରିଛନ୍ତି। ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ପରେ ୱାସିମ ଜାଫର୍‌ ଏକ ମଜାଦାର ବଲିଉଡ ମେମ…

କ୍ରିକେଟ ମ୍ୟାଚ୍‌ ଦେଖିବା ଆଶା ହରାଇ ନାହାନ୍ତି ଏହି ଯୁବକ, ଦୀର୍ଘ ୮ ମାସ ହେଲା ଶ୍ରୀଲଙ୍କାରେ ଅଟକି ରହିଛନ୍ତି

କେବଳ ଭାରତ ନୁହେଁ, ଇଂଲଣ୍ଡରେ ମଧ୍ୟ କ୍ରିକେଟର କ୍ରେଜ୍‌ ଭରପୂର ହୋଇ ରହିଛି। ୩୭ ବର୍ଷୀୟ ରବ୍‌ ଲୁଇସ୍‌ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ କି ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମ୍ୟାଚ ଦେଖିବା ପାଇଁ ଦୀର୍ଘ ୮ ମାସ ଧରି…

ସଚିନଙ୍କୁ ପଛରେ ପକାଇଲେ କୋହଲି

ସିଡନୀ,୩୦।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ପୁରୁଣା ଫର୍ମକୁ ଫେରୁଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୮୩ ବଲରେ ୮୯ରନ ସଂଗ୍ରହ କରିଥିଲେ। ତେବେ ଏହି ମ୍ୟାଚ୍‌ ପରାଜୟ ସହ ଭାରତ ଅଷ୍ଟ୍ରେଲିଆ…

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା ପାଇଁ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ଅଷ୍ଟ୍ରେଲିଆ ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଦଳକୁ…

୭ ବର୍ଷ ପରେ ଆରମ୍ଭ ହେଲା ଲଜ୍ଜାଜନକ ବିପର୍ଯ୍ୟୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ହାରିବା ପରେ ବିରାଟ କୋହଲି ପ୍ରବଳ ଚାପରେ ଅଛନ୍ତି। ଏଥିରୁ ଜଣାପଡୁଛି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଛି। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଏକଦିବସୀୟ ବାକି ଅଛି। ଏହାପରେ ଦଳକୁକୁ…

ଅଷ୍ଟ୍ରେଲିଆକୁ ବଡ ଝଟ୍‌କା

ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ବାଦ୍‌ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଗୋଡ ଆଘାତ ଯୋଗୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ବୁଧବାର ଖେଳାଯିବାକୁ ଥିବା…

କଣ ରହିଛି ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି। ତାଙ୍କ କମ୍ପାନୀର ବଜାର ମୂଲ୍ୟ ବଢିବା ଯୋଗୁ ବର୍ତ୍ତମାନ ସେ ବିଶ୍ୱର ଦ୍ୱିତୀୟ ଧନୀ ହୋଇ ପାରିଛନ୍ତି। ତାଙ୍କ କମ୍ପାନୀର ମୋଟ୍‌ ବଜାର ମୂଲ୍ୟ କେତେ…

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ ବିଳମ୍ବିତ ହେବାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବା ୨୦୦ ବିଲିୟନ…

ସ୍କାନ ପାଇଁ ହସ୍ପିଟାଲରେ ଆହତ ଓ୍ବାର୍ନର

ସିଡ୍‌ନୀ,୩୦।୧୧(ପି.ଟି.): ଅଷ୍ଟ୍ରେଲିଆ ବିସ୍ଫୋରକ ଓପନର ଡେଭିଡ୍‌ ଓ୍ବାର୍ନର ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ଖେଳିବା ଅବସରରେ ଆହତ ହୋଇଛନ୍ତି। ରବିବାର ସେ ଗ୍ରୋନ୍‌ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ସେ ସୀମିତ ଓଭର ସିରିଜର ବାକି ମ୍ୟାଚ୍‌ଗୁଡିକରୁ ବାଦ୍‌ ପଡିବା ଆଶଙ୍କା…

ଘରୋଇ ସିଜନ ପାଇଁ ବିସିସିଆଇର ବ୍ଲୁ ପ୍ରିଣ୍ଟ: ଡିସେମ୍ବର ୨୦ରୁ ମୁସ୍ତାକ ଅଲି , ଜାନୁୟାରୀ ୧୧ରୁ ରଣଜୀ ଟ୍ରଫି

ମୁମ୍ବାଇ,୩୦।୧୧(ପି.ଟି.): କୋଭିଡ୍‌-୧୯ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ବିସିସିଆଇ ଘରୋଇ ସେସନ ଆରମ୍ଭ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଡିସେମ୍ବର ଓ…

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି ଇର୍ଫାନ ଓ ଜାଭେଲିନ୍‌ ଥ୍ରୋୟର ଶିବପାଲ୍‌ ସିଂ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?