Posted inଖେଳ

ଭାଜପା ଏମ୍‌ପିଙ୍କୁ ମୁହଁତୋଡ଼ ଜବାବ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ସେହ୍ବାଗ ନେଲେ ମଜା

ବ୍ରିସବେନ୍‌,୧୪।୧: ସିଡନୀ ଟେଷ୍ଟରେ ଭାରତକୁ ପରାଜୟରୁ ରକ୍ଷା କରିଥିବା ହନୁମା ବିହାରୀ ଭାଜପା ଏମ୍‌ପି ତଥା ବଲିଉଡ୍‌ର ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓଙ୍କୁ କଡା ଜବାବ ଦେଇଛନ୍ତି। ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏହାର ମଜା ନେଇଥିଲେ। ସିଡନୀ ଟେଷ୍ଟ ସମୟରେ ସୁପ୍ରିଓ ଟୁଇଟ୍‌ କରି ବିହାରୀଙ୍କ ବ୍ୟାଟିଂକୁ କଡ଼ା ସମାଲୋଚନା କରିଥିଲେ। ବିହାରୀ ୧୬୧ ବଲରୁ ୨୩ ରନ ସଂଗ୍ରହ କରିଥିଲେ। ସୁପ୍ରିଓ ତାଙ୍କୁ କ୍ରିକେଟର ହତ୍ୟାକାରୀ ବୋଲି କହିଥିଲେ। ସୁପ୍ରିୟୋ ନିଜ ଟୁଇଟ୍‌ରେ ହନୁମା ବିହାରୀଙ୍କ ନାମ ଭୁଲ୍‌ ଲେଖିଥିବାରୁ ତାଙ୍କ ଭୁଲକୁ ସୁଧାରି ହନୁମା ନିଜ ନାମ ଲେଖି ଟୁଇଟ୍‌ କରିଥିଲେ। ଏହା ଉପରେ ସେହ୍ବାଗ ହନୁମା ବିହାରୀଙ୍କ ମନ୍ତବ୍ୟର ଏକ ସ୍କ୍ରିନସଟ ଶେୟାର କରି କହିଥିଲେ ଯେ ବିହାରୀ ସମସ୍ତଙ୍କ ଉପରେ ଭାରୀ।

 इस पर सहवाग ने मजे लेते हुए हनुमा विहारी के कमेंट का स्‍क्रीनशॉट शेयर किया और कहा कि अपना विहारी, सब पर भारी.


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରୋନ୍‌ ଫିଞ୍ଚ୍‌ଙ୍କୁ ଚେତାବନୀ ଦେଇ ଛାଡ଼ିଲେ ଅଶ୍ୱିନୀ

ଦୁବାଇ, ୬।୧୦: ଆଇପିଏଲ୍‌ ଚଳିତ ସଂସ୍କରଣରେ ସୋମବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ...

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ...

ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି...

ବେଞ୍ଜାମାଙ୍କ ଡବଲ ଗୋଲରେ ମାଡ୍ରିଡ୍‌ ବିଜୟୀ

ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍‌ ଶନିବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ...

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬...

ରବି ଶାସ୍ତ୍ରୀଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା

ଅହମ୍ମଦାବାଦ,୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ‘ନିରର୍ଥକ’ ବୋଲି କହିଛନ୍ତି। ଭାରତ ଅଷ୍ଟ୍ରେଲିଆଠାରୁ ତୃତୀୟ ଟେଷ୍ଟ ପରାଜୟ...

କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍‌ସିବି ଅଧିନାୟକ

ଦୁବାଇ,୯।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଲିଗ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍‌ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ...

ଜିଟିର ସହଜ ବିଜୟ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟୀ ହୋଇଛି।...

Advertisement
Archives

Model This Week