ଖେଳ

ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍‌: ଅଧିନାୟକ ପେନ୍‌

ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍‌ ପୂର୍ବ ସନ୍ଧ୍ୟାରେ ଦଳର ଅଧିନାୟକ ଟିମ୍‌ ପେନ୍‌ ଭାରତୀୟ ଟିମ୍‌ର ଋଷଭ ପନ୍ଥ ଏବଂ କେ.ଏଲ୍‌ ରାହୁଲଙ୍କୁ…

କୋହଲିଙ୍କୁ କ୍ଷମା ମାଗିଲେ ରାହାଣେ

ମେଲବର୍ନ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କରିଥିବା ନିଜର ଭୂଲକୁ ନେଇ ବିରାଟ କୋହାଲିଙ୍କୁ କ୍ଷମା ମାଗିଛନ୍ତି ଅଜିଙ୍କ୍ୟ ରାହାଣେ। ଭାରତୀୟ ଦଳ ୧୮୮/୩ ଉଇକେଟ ସହ ମଜଭୂତ ସ୍ଥିତିରେ ଥିଲା। ହେଲେ ଦୁର୍ଭାଗ୍ୟବଶତଃ ଏକ ରନ୍‌ଆଉଟ୍‌କୁ ନେଇ ଅଷ୍ଟ୍ରେଲିଆ ଦଳ…

୨୦୨୦ରେ ଆଖିବୁଜିଛନ୍ତି ଏହି ସବୁ ଖେଳାଳି

ଜନ୍ମ ଏବଂ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ୨୦୨୦ରେ ମହାମାରୀ କରୋନା ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷ ଆମକୁ ଏତେ ଖରାପ ଅନୁଭୂତି ଦେଇଛି, ଯାହାକୁ ଭୁଲିବା ମଧ୍ୟ କଷ୍ଟକର। ଏହି ବର୍ଷ ଅନେକ ବଡ଼ ବଡ଼…

ଏବେ ରାହାଣେଙ୍କ ହାତରେ ଦାୟିତ୍ୱ: ସଚିନ କହିଲେ ‘ସେ ଆକ୍ରାମକ ନୁହନ୍ତି ଭାବିବା ଭୁଲ’

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଜିଙ୍କ୍ୟ ରାହାଣେ। ତାଙ୍କୁ ନେଇ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର କହିଛନ୍ତି, ରାହାଣେ ଶାନ୍ତ ସ୍ବଭାବର। ପୂର୍ବରୁ ସେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତିି। ତାଙ୍କର ଶାନ୍ତ…

ସ୍ମିଥ୍‌ଙ୍କୁ ପସନ୍ଦ ନୁହେଁ କ୍ରିକେଟ ସହ ଜଡ଼ିତ ଏହି କଥା, ସଚିନ୍‌ଙ୍କୁ ଆଉଟ୍‌ କରିପାରିଥିବାକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସ୍ଟିଭ୍‌ ସ୍ମିଥ୍‌ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌କୁ ନେଇ ବ୍ୟସ୍ତ। ଶନିବାର ମେଲବର୍ନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହାପୂର୍ବରୁ ସ୍ମିଥ୍‌ ଏବଂ ସ୍ପିନର ନାଥନ ଲିୟୋନଙ୍କ ମଧ୍ୟରେ ଏକ ଚର୍ଚ୍ଚା ହୋଇଥିଲା। ଏଥିରେ ଦୁଇ…

ଭୁବନେଶ୍ୱର କୁମାରକୁ ଝଟକା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ଆହୁରି ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ। ଏବେ ସେ ଆଇପିଏଲ୍‌ ୨୦୨୧ ସମୟରେ ହିଁ ମଇଦାନକୁ ଫେରିପାରିବେ। ଅକ୍ଟୋବରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ସମୟରେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।…

ଭାରତ ବିରୋଧରେ ପବିତ୍ର ଯୁଦ୍ଧ କରିବେ ଏହି ପାକିସ୍ତାନ କ୍ରିକେଟର୍‌!

ଇସଲାମାବାଦ,୨୫।୧୨: ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତର ‘ଗଜୱା-ଇ-ହିନ୍ଦ’ର ସ୍ବପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଆମେ କାଶ୍ମୀରକୁ କାବୁ କରି ଭାରତ ଉପରେ ଆକ୍ରମଣ କରିବୁ। ସାମ ଟିଭିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶୋଏବ ଅଖତର ଏହି କଥା କହିଛନ୍ତି।…

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଘୋଷଣା: ଏହି ଦୁଇ ଖେଳାଳି କରିବେ ଡେବ୍ୟୁ

ମେଲବର୍ନ,୨୫।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶନିବାରଠାରୁ ମେଲବର୍ନରେ ଖେଳାଯିବ। ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏହି ମ୍ୟାଚରେ…

‘ବିରାଟ-ଅନୁଷ୍କାଙ୍କ ସନ୍ତାନ ଭବିଷ୍ୟତରେ ଅଷ୍ଟ୍ରେଲିଆ ପାଇଁ ଖେଳୁ’

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଜାନୁଆରୀରେ ତପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ବିରାଟ ସ୍ତ୍ରଙ୍କ ସହ ସମୟ ବିତାଇବା ପାଇଁ ସିରିଜ୍‌ ଅଧାରୁ…

ଭାରତୀୟ ଦଳ ପାଇଁ ଖୁସି ଖବର, ପାସ୍‌ ହେଲେ ଏହି ଖେଳାଳି

ମେଲବର୍ନ,୨୫।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ସେ ଏବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳା ଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟର ଏକାଦଶରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ଡିସେମ୍ବର…

ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏକଥା ସ୍ବୀକାର କରି ନ ଥିଲେ ମଧ୍ୟ…

ଟୋକିଓ ଅଲିମ୍ପିକ୍ସ: ନୂଆ ଚୁକ୍ତି କରିବାକୁ ୬୮ ପ୍ରାୟୋଜକ ରାଜି

ଟୋକିଓ, ୨୫ା୧୨ (ଏପି)-ଟୋକିଓ ଅଲିମ୍ପିକ୍ସର ସମସ୍ତ ୬୮ ଘରୋଇ ପ୍ରାୟୋଜକ ସେମାନଙ୍କ ଚୁକ୍ତି ମିଆଦକୁ ଆସନ୍ତା ବର୍ଷକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି। ଗେମ୍ସର ଆୟୋଜକଗଣ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି। କୋଭିଡ୍‌ ପାଇଁ ସ୍ଥଗିତ ରହିଥିବା ଟୋକିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?