ଏହି ମାମଲାରେ ବିରାଟଙ୍କୁ ପଛରେ ପକାଇଲେ ବୁମ୍ରା: ଟପ୍-୫ରୁ ରୋହିତ ଶର୍ମା ଗାଏବ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିତ ବୁମ୍ରା ଅଧିନାୟକ ବିରାଟ କୋହଲୀଙ୍କୁ ପଛରେ ପକାଇଛନ୍ତି। ୨୦୨୦ରେ ବିସିସିଆଇ ପକ୍ଷରୁ ଅଧିକ ପାଉଣା ନେଇଥିବା ଖେଳାଳି ତାଲିକା ଶୀର୍ଷରେ ରହିଛନ୍ତି ସେ। ବର୍ଷ ଆରମ୍ଭରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲେ ବୁମ୍ରା। ସେ…
ଷ୍ଟିଭ୍ ସ୍ମିଥ୍ଙ୍କ ପାଇଁ ‘କଳା ଦିନ’: ପ୍ରଥମ ଥର ପାଇଁ ଖାତା ନ ଖୋଲି ଫେରିଲେ
ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ସେ ଖାତା ଖୋଲିପାରିନାହାନ୍ତି। ଏହା ପ୍ରଥମ ଥର ପାଇଁ ହୋଇଛି। ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଛନ୍ତି।…
କ୍ରିକେଟ ଜଗତରେ ଶୋକ: ଆଖିବୁଜିଲେ ଏହି ମହାନ ଖେଳାଳି
ଇଲଂଣ୍ଡ ପାଇଁ ୪ଟି ଟେଷ୍ଟ ଏବଂ ୧୫ଟି ଦିନିକିଆ ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ଖେଳିସାରିଥିବା ପୂର୍ବତନ କ୍ରିକେଟର ରବିନ ଜ୍ୟାକ୍ମ୍ୟାନ୍ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏହି ଶୁକ୍ରବାର ସୂଚନା…
ମେଲବୋର୍ନ ଟେଷ୍ଟରେ ଭାରତର ଦବ୍ଦବା: ୧୯୫ ରନ୍ରେ ଅଷ୍ଟ୍ରେଲିଆ ଅଲ୍ଆଉଟ୍
ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍ରେ ଅଲଆଉଟ୍ ହୋଇଛନ୍ତି। ପରେ ଭାରତୀୟ ଦଳ ନିଜର ପ୍ରଥମ ପାଳିରେ ୧୧ ଓଭର ଖେଳି ୩୬…
ଆଡିଲେଡ୍ ଟେଷ୍ଟ ବେଳେ ଭାରତୀୟ କ୍ରିକେଟରଙ୍କୁ ଏଭଳି ଡାକିଥିଲେ କୁନି ପ୍ରଶଂସକ: ଜବାବରେ…
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଜଣେ ଛୋଟ ପିଲା ଏମିତି କିଛି କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଡିଲେଡ୍ ଟେଷ୍ଟ ସମୟରେ ଜଣେ ଛୋଟ ପ୍ରଶଂସକ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର…
ମୁସ୍ତାକ ଅଲୀ ଟ୍ରଫି: ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍
ରାଜକୋଟ, ୨୬ା୧୨ (ପି.ଟି.)- ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୨୦ ଜଣିଆ ସୌରାଷ୍ଟ୍ର କ୍ରିକେଟ ଦଳ ଘୋଷଣା କରାଯାଇଛି। ପୁରୁଖା ସ୍ପିଡ୍ଷ୍ଟର ଜୟଦେବ…
ମହିଳା ଫିଫା ବିଶ୍ୱକପ: କନ୍କାକାଫ୍ର ୪ଦଳକୁ ସିଧାସଳଖ ଯୋଗ୍ୟତା
ଜୁରିଚ୍, ୨୬ା୧୨ (ଏପି)-ମହିଳା ଫିଫା ବିଶ୍ୱକପ ୨୦୨୩ର ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୩୨କୁ ବୃଦ୍ଧି କରାଯାଇଛି। ଫଳରେ ଦି କନଫେଡେରେଶନ ଅଫ୍ ନର୍ଥ ସେଣ୍ଟ୍ରାଲ ଆମେରିକା, କାରିବିୟନ ଆସୋସିଏଶନ ଫୁଟ୍ବଲ (କନ୍କାକାଫ୍)ର ୪ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ୧୦…
ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ
ନୂଆଦିଲ୍ଲୀ, ୨୬ା୧୨ (ପି.ଟି.)-ଚାମ୍ପିୟନ ରେସ୍ଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍ ଓଲର ଆକସ୍, ସ୍ପେୟାରିଂ ପାର୍ଟନର ପ୍ରିୟଙ୍କା ଫୋଗତ ଏବଂ ଫିଜିଓଥେରାପିଷ୍ଟ ପୂର୍ଣ୍ଣିମା ରମଣ ନାଗମଦିର…
ସର୍ବଭାରତୀୟ ମହାବୀର କ୍ରିକେଟ୍: ୟୁ ଆଣ୍ଡ୍ ମି ଚାମ୍ପିୟନ୍
ସୋର, ୨୬ା୧୨(ଡି.ଏନ୍.ଏ): ସୋର ବ୍ଲକ ବାଗୁଡ଼ି ମହାବୀର କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଛି। ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ୟୁ ଆଣ୍ଡ୍ ମି ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛି। ଟସ୍ ଜିଣି ରାମେଶ୍ୱର…
ଅଷ୍ଟ୍ରେଲିଆର ମାଇଣ୍ଡ୍ ଗେମ୍ ପ୍ରତି ଚିନ୍ତିତ ନୁହେଁ ରାହାନେ
ମେଲବୋର୍ନ, ୨୫ା୧୨(ପି.ଟି.)- ସ୍ଥାନୀୟ ଏମ୍ସିଜି ଗ୍ରାଉଣ୍ଡରେ ଶନିବାରଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବକ୍ସିଂ ଡେ’ ତଥା ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍ ଚଳାଇଛି। ହେଲେ ଏ ନେଇ ଚିନ୍ତିତି ନୁହେଁ କାମଚଳା…
ଖ୍ରୀଷ୍ଟମାସ ଅବସରରେ ସାଣ୍ଟା କ୍ଲଜ ପୋଷାକରେ ଶୁଭେଚ୍ଛା ଜଣାଇଲେ ସଚିନ
ନୂଆଦିଲ୍ଲୀ,୨୫ା୧୨- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଶୁକ୍ରବାର ସାଣ୍ଟା କ୍ଲଜ ପୋଷାକ ପରିଧାନ କରି ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ଭିଡିଓ ଶେୟାର କରିବା ସହ ସଚିନ ଲେଖିଛନ୍ତି, ପ୍ରତ୍ୟେକଙ୍କୁ ବଡ଼ଦିନର ଶୁଭେଚ୍ଛା। ଏହା ସର୍ବଦା ଏକତା ଓ…
ଶାହା, ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ
ନୂଆଦିଲ୍ଲୀ,୨୫ା୧୨- ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଦ୍ଧିମାନ ଶାହା ଓ ରିଷଭ ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି। ଦୁହିଁଙ୍କ ମଧ୍ୟରେ କରାଯାଉଥିବା ଅଦଳ ବଦଳ ଉଚିତ୍ ନୁହେଁ। ଏହା ଦ୍ୱାରା ଦୁଇ ଖେଳାଳି ଅସୁରକ୍ଷିତ ମନେ କରିବେ କହିଛନ୍ତି ପୂର୍ବତନ ଭାରତୀୟ ଓପନର…

