ଖେଳ

ହୃଦୟ ଜିତିଲେ ପୂଜାରାଙ୍କ ୨ ବର୍ଷର ଝିଅ: କହିଲେ, ବାପାଙ୍କ ଯନ୍ତ୍ରଣାକୁ ଏମିତି ଉପଶମ କରିବି

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ସଦସ୍ୟ ଚେତେଶ୍ୱର ପୂଜାରା ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କ ସମ୍ମୁଖରେ ପାଚେରୀ ଭାବରେ ଠିଆ ହୋଇଥିଲେ। ବ୍ରିସବେନରେ ଖେଳାଯାଇଥିବା ଶେଷ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲୀୟ ବୋଲରମାନେ ତାଙ୍କ…

ଚେନ୍ନାଇ ଦଳରେ ସାମିଲ ହେଲେ ଏହି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ମିନି ନିଲାମ ରବିନ ଉଥାପ୍ପାଙ୍କୁ ଏଥର ଦଳରେ ନେଇ ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ପାଇଁ ଉଥାପ୍ପାଙ୍କ ପୂର୍ବ ଆଇପିଏଲ ସିଜିଜ୍‌ରେ ଅତ୍ୟନ୍ତ ଖରାପ ଥିଲା ଏବଂ ସେ ତିନିଥର ଆଇପିଏଲ…

୩୬ ରନ୍‌ରେ ଅଲଆଉଟ୍‌ ହେବାପରେ ଅଧରାତିରେ ହୋଇଥିଲା ଏମିତି ଯୋଜନା

ଦୁଇଟି କାରଣ ପାଇଁ ଭାରତର ଅଷ୍ଟ୍ରେଲିଆ ଗସ୍ତ ସ୍ମରଣୀୟ ହେବାକୁ ଯାଉଛି। ପ୍ରଥମ- ଏହି ଗସ୍ତରେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ୩୬ ରନରେ ଅଲଆଉଟ୍‌ ହୋଇଥିଲା। ଏହି ମ୍ୟାଚ୍‌ରେ ପରାଜୟ ପରେ ଭାରତ କ୍ରିକେଟ ଇତିହାସରେ ସବୁଠାରୁ ବିପଜ୍ଜନକ…

ଏହି ଖେଳାଳିଙ୍କୁ ରଥରେ ବସାଇ ଘରକୁ ପାଛୋଟି ନେଲେ ପ୍ରଶଂସକ

ସାଲେମ,୨୨।୧: ସଦ୍ୟ ସମାପିତ ଅଷ୍ଟ୍ରେଲିଆ ସିରିଜ୍‌ ଜିତି ସ୍ବଦେଶ ଫେରିଛି ଭାରତୀୟ ଦଳ। ଭାରତୀୟ ଦଳକୁ ନିଜ ନିଜ ରାଜ୍ୟରେ ଭବ୍ୟ ସ୍ବାଗତ କରାଯାଇଛି। ଏହି କ୍ରମରେ ବୋଲର ଟି.ନଟରାଜନଙ୍କୁ ତାଙ୍କ ଗ୍ରାମରେ ଜୋରଦାର ସ୍ବାଗତ କରାଯାଉଥିବା ଭିଡିଓ ପୂର୍ବତନ କ୍ରିକେଟର…

ଭାରତୀୟ କ୍ରିକେଟ୍‌ ଦଳର ଦୋଣାଚାର୍ଯ୍ୟ କିଏ ଜାଣନ୍ତି କି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଛି। ଏହି ବିଜୟ ପରେ ଭାରତୀୟ କ୍ରିକେଟ୍‌କୁ ସଲାମ କରୁଛନ୍ତି ବିଶ୍ୱବାସୀ। ଭାରତ ବିଜୟର ହିରୋ…

ଖୁସି ଖବର, ଷ୍ଟାଡିୟମରେ ବସି ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରିପାରିବେ ଦର୍ଶକ!

ଚେନ୍ନାଇ,୨୨।୧: ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳେ। ଚେନ୍ନାଇର ଚେପାକ ଷ୍ଟାଡିୟମ ଏବଂ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ…

ଏହି କ୍ରିକେଟର ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ ବିରାଟ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ନିମନ୍ତେ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍‌ ରଖିବା…

ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଫେରିଲେ ଷ୍ଟୋକ୍ସ, ଆର୍ଚର

ଲଣ୍ଡନ, ୨୨ା୧(ପି.ଟି.)-ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ବିସ୍ଫୋରକ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏବଂ ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କୁ ନିଆଯାଇଛି। ଫେବୃୟାରୀ ୫ରୁ ଚେନ୍ନାଇର ଏମ୍‌ଏ…

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି। ଦଳ ଚେନ୍ନାଇନ ଏଫ୍‌ସିକୁ ୧-୦ ଗୋଲରେ ପରାସ୍ତ କରଇଛି। ଅଷ୍ଟ୍ରେଲୀୟ ଫରଓ୍ବାର୍ଡ ଡେଭଡି ଓ୍ବିଲିୟମ୍ସ…

ସ୍ନୋ ଗେମ୍ସରେ ଭାଗନେବେ ଓଡ଼ିଶାର ରଞ୍ଜିତା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ତୁଷାରପାତ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ ହେଉ ନ ଥିଲେ ହେଁ ଓଡ଼ିଶା ସ୍ନୋ ଏବଂ ଆଇସ୍‌ ସ୍ପୋଟର୍‌ସ ପ୍ରତି ଆଗ୍ରହ ଦେଖାଇଛି। ରାଜ୍ୟର ‘ସ୍ନୋ ଗର୍ଲ’ ଭାବେ ପରିଚିତ ରଞ୍ଜିତା ବେହେରାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇ…

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଶଶାଙ୍ଗ, ଆୟୂଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୋଳ, ଭୁବନେଶ୍ୱର ‘ଏ’, କଟକ ‘ଏ’, ‘ବି’, କେନ୍ଦ୍ରାପଡ଼ା ଓ…

ଯେବେଠୁ ବିବାହ କଲେଣି, ସେବେଠୁ ଲିଫ୍ଟରେ ଯିବାକୁ ଭୟ ଲାଗୁଛି, କାହିଁକି ଏମିତି କହିଥିଲେ ବୀରେନ୍ଦ୍ର ସେହ୍ବାଗ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିକେଟର୍‌ୁ ଅବସର ନେବା ପରେ ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ସେ ସୋସିଆଲ ମିଡିଆରେ ମଜାକିଆ ପୋଷ୍ଟ କରି ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେହ୍ବାଗ ୨୦୦୪ରେ ଆରତୀ ଅହଲାଓ୍ବତଙ୍କୁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?