ଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ବଡ଼ ଖୁଲାସା କଲେ ସିରାଜ

ନୂଆଦିଲ୍ଲୀ,୨୧।୧: ଭାରତୀୟ ପେସର ମହମ୍ମଦ ସିରାଜ ଗୁରୁବାର ସିଡ୍‌ନୀ ଟେଷ୍ଟ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସିଡ୍‌ନୀ ଟେଷ୍ଟରେ ଦର୍ଶକମାନେ ବାରମ୍ବାର ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ପରେ ମ୍ୟାଚ୍‌ ଛାଡ଼ି ଦେବାକୁ ପ୍ରସ୍ତାବ ଦେଇଥିଲେ ଫିଲ୍ଡ ଅମ୍ପାୟର। ଭାରତରେ ପହଞ୍ଚିଥିବା…

ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ଉପସ୍ଥିତ ହୋଇ ନ ଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୧।୧: ବାପାଙ୍କ ଏକମାତ୍ର ଇଚ୍ଛା ଥିଲା ପୁଅ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁ। ହେଲେ ବଞ୍ଚିଥିବା ଅବସ୍ଥାରେ ବାପାଙ୍କୁ ସେହି ସୁଖ ଦେଇ ପାରିଲେ ନାହିଁ। କିନ୍ତୁ ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ମଧ୍ୟ ଉପସ୍ଥିତ…

କ୍ୱାର୍ଟରରେ ସିନ୍ଧୁ, ସମୀର

ହାଇଦ୍ରାବାଦ୍‌,୨୧।୧: ବ୍ୟାଙ୍କ୍‌କଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବିଡବ୍ଲ୍ୟୁଏଫ୍‌ ସୁପର-୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦେଶର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ମାଲେସିଆର କିସୋନା ସେଲଭାଡରେଙ୍କୁ ୨୧-୧୦, ୨୧-୧୨ ଗେମ୍‌ରେ ହରାଇ ଦେଇଛନ୍ତି। ତାଙ୍କ…

ଅଷ୍ଟ୍ରେଲିଆରୁ ଫେରି ବାପାଙ୍କ ସମାଧିସ୍ଥଳକୁ ଗଲେ ଏହି ଭାରତୀୟ କ୍ରିକେଟର, କୋରାନ ପଢ଼ି ଦେଲେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ସ୍ବଦେଶ ଫେରିଛି ଟିମ୍‌ ଇଣ୍ଡିଆ। ଏହି ସିରିଜ୍‌ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ ପେସ୍‌ ବୋଲର୍‌ ମହମ୍ମଦ ସିରାଜ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ଖେରାତାବାଦରେ…

ଅନୁଷ୍କାଙ୍କ ସହ ଦୁଇଟି ଚଷମାରେ ନଜର ଆସିଲେ କୋହଲି, ଲୋକେ ପଚାରୁଛନ୍ତି ଏମିତି

ମୁମ୍ବାଇ : ଆଜିକାଲି କ୍ରିକେଟର ବିରାଟ କୋହଲିଙ୍କ ଗୋଡ଼ ଆଉ ତଳେ ଲାଗୁନି। କାରଣ ତାଙ୍କ ଘରକୁ ଏକ ଛୋଟ ପରୀ ଆସିଛି। ଏହି ଖୁସିରେ ବିରାଟଙ୍କ ମନ ଆକାଶରେ ଉଡୁଛି। ସେହିପରି ମା’ ହେବାର ୧୦ ଦିନ ପରେ ଅନୁଷ୍କାଙ୍କୁ…

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଭଳି ଦିଗ୍ଗଜ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଇତିହାସ ରଚିଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ…

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା ପାର୍ଟି(ଭଜାପା)ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭିର ଏଥିପାଇଁ ୧ କୋଟି ଟଙ୍କା ଦାନ…

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ଏହି ଅଷ୍ଟ୍ରେଲିଆ ଖେଳାଳି, ଭାଇରାଲ ହେଉଛି ପୋଷ୍ଟ

ବ୍ରିସବେନ୍‌, ୨୧।୧: ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ଓ୍ବାର୍ନର ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ…

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇଥିଲେ। ଏହାପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କାମଚଳା ଅଧିନାୟକ…

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୧।୧: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ ସେନ୍‌ ଓ୍ବାର୍ନ। ଉଇକେଟ ସହ ରନ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ ହେଁ…

ସ୍ମିଥ୍‌ଙ୍କୁ ଛାଡ଼ିବା ପରେ ଏଭଳି ବିଦାୟ ଜଣାଇଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୨୧।୧:ଆଇପିଏଲ୍‌ର ଆଗାମୀ ୧୪ତମ ସଂସ୍କରଣ ପାଇଁ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଛାଡ଼ିଛି। ତାଙ୍କ ସ୍ଥାନରେ କେରଳର ଯୁବ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତିକୁ ନେଇ…

ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ଏହି ଅଭିଜ୍ଞ ବୋଲର୍‌

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆମାଗୀ ସିଜନ ପାିଁ ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିବା ଚୁକ୍ତି ନବୀକରଣ ନ ହେବା ପରେ ଶ୍ରୀଲଙ୍କାର ଅଭିଜ୍ଞ ଦ୍ରୁତ ବୋଲର୍‌ ଲସିଥ ମାଲିଙ୍ଗା ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଇଛନ୍ତି। ଆଇପିଏଲ୍‌ ଇତିହାସରେ ସର୍ବାଧିକ ୧୭୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?