ଖେଳ

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ ଦୁହେଁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଉଭୟ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ…

କ୍ଷମା ମାଗିଲେ ପେନ୍‌

ସିଡ୍‌ନୀ,୧୩।୧(ପି.ଟି.): ତୃତୀୟ ଟେଷ୍ଟରେ ପଡିଆରେ ନିଜର ବିବାଦୀୟ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ତଥା ଉଇକେଟକିପର ଟିମ୍‌ ପେନ୍‌ କ୍ଷମା ମାଗିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ସ୍ଲେଜିଂ କରିଥିଲେ। ଏହାଠିକ୍‌ ନ ଥିଲା। ମୋର ନେତୃତ୍ୱ ଆଦୌ ଭଲ ନ ଥିଲା…

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ମାତ୍ର ୬ ରନରେ ହାଇଦ୍ରାବାଦଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ହାଇଦ୍ରାବାଦ…

ଚିନ୍ତା ବଢ଼ାଇଲା ଆହତ ସମସ୍ୟା: ବ୍ରିସ୍‌ବେନ୍‌ ଟେଷ୍ଟରୁ ବୁମ୍‌ରା ଆଉଟ୍‌

ସିଡ୍‌ନୀ,୧୩।୧(ପି.ଟି.): ଖେଳାଳିଙ୍କ ଆହତ ସମସ୍ୟା ଭାରତୀୟ କ୍ରିକେଟ ଦଳର ସମସ୍ୟା ବଢ଼ାଇବାରେ ଲାଗିଛି। ମଙ୍ଗଳବାର ଭାରତକୁ ଆଉଏକ ଜବରଦସ୍ତ ଝଟ୍‌କା ଲାଗିଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆବ୍‌ଡୋମିନାଲ ଷ୍ଟ୍ରେନ୍‌ ଅର୍ଥାତ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବ୍ରିସ୍‌ବେନ୍‌ରେ ହେବାକୁ…

କେବଳ କୋହଲି ନୁହେଁ, ପ୍ରଥମେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି ଏହି ୧୦ ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ କୋହଲି ନୁହଁନ୍ତି ପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର୍‌ ଅଛନ୍ତି, ଯେଉଁମାନଙ୍କ ପ୍ରଥମ ସନ୍ତାନ କନ୍ୟା ହୋଇଛି।…

ସାଇନା, ପ୍ରଣୟଙ୍କ ରିପୋର୍ଟ ନେଗେଟିଭ, ଖେଳିବେ ଦ୍ୱିତୀୟ ରାଉଣ୍ଡରେ

ବ୍ୟାଙ୍କକ୍‌, ୧୨ା୧ (ପି.ଟି.)- ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚ. ଏସ୍‌. ପ୍ରଣୟଙ୍କ ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟର ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଦୁହେଁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏ ନେଇ…

କୋଭିଡ୍‌ ପରୀକ୍ଷଣ ପରେ ନାକରୁ ବୋହିଲା ରକ୍ତ, ରାଗିଗଲେ ଏହି ବ୍ୟାଡ୍‌ମିଣ୍ଟନ ତାରକା

ବ୍ୟାଙ୍କକ୍‌,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍‌ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ ଏଥିପାଇଁ ରକ୍ତ ବୁହାଇବା ପାଇଁ ଆସିନାହୁଁ ବୋଲି ସେ କହିବା ସହ ଥାଇଲାଣ୍ଡ ଓପନ୍‌ର…

ବ୍ରିସ୍‌ବେନ ହୋଟେଲରେ କୌଣସି ବ୍ୟବସ୍ଥା ନ ଥିବା ଟିମ୍‌ ଇଣ୍ଡିଆର ଅଭିଯୋଗ ପରେ ହସ୍ତକ୍ଷେପ କଲା ବିସିସିଆଇ

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି। ରହଣୀ ବ୍ୟବସ୍ଥା ହୋଇଥିବା ହୋଟେଲରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ କୌଣସି ରୁମ୍‌ ସର୍ଭିସ ଓ ହାଉସ୍‌କିପିଂ…

ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପୂର୍ବରୁ ଏହା ସ୍ପଷ୍ଟ ହେବ।…

କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୨।୧: ସିଡ୍‌ନୀ ଟେଷ୍ଟ ପରେ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବଡ଼ ପରିବର୍ତ୍ତନ ଘଟିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ। ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଉଭୟ ଇନିଂସରେ ମୋଟ…

ସର୍ଜରୀ ପରେ ପ୍ରଶଂସକଙ୍କୁ ଏଭଳି ବାର୍ତ୍ତା ଦେଲେ ଏହି ଭାରତୀୟ ଅଲ୍‌ରାଉଣ୍ଡର

ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍‌ର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ କରାଇଛନ୍ତି। ଏହାପରେ ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କୁ…

ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ

ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?