ଖେଳ

ସୁନ୍ଦରଙ୍କ ଲଟେରି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାହାରିଲେ ଏହି ପ୍ରମୁଖ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୧: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଛନ୍ତି। ସମୟରେ ଫିଟ୍‌ ହେଉ ନ ଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସେ ପ୍ରଥମ ଦୁଇ ଟେଷ୍ଟ ଖେଲି ନ…

ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି । ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳିମାନଙ୍କୁ ବିସିସିଆଇ ୫ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା। ଏବେ ଆନନ୍ଦ ମହିନ୍ଦ୍ରା ଭାରତୀୟ…

ପଡ଼ିଆରେ ୯୭୦ ମିନିଟ୍‌ ଯାଏ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ଆଜି ବି ରହିଛି…

ନୂଆଦିଲ୍ଲୀ,୨୩।୧: ବିଶ୍ୱସ୍ତରୀୟ କ୍ରିକେଟରେ ସର୍ବକାଳୀନ ଶ୍ରେଷ୍ଠ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ହନିଫ ମହମ୍ମଦ। ଗୁଜରାଟର ଜୁନାଗଡ଼ରେ ଜନ୍ମ ହୋଇଥିବା ହନିଫ ୧୯୫୨ରେ ଭାରତ ବିପକ୍ଷରେ ଅନ୍ତଃର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ସମୟରେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ…

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୨ା୧- ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ସମ୍ପାଦକ ଆର୍‌.ଏସ୍‌.…

ଚିଲି ସିନିୟର ସହ ଡ୍ର’ ରଖିଲା ଭାରତୀୟ ଜୁନିୟର ମହିଳା ଦଳ

ସାଣ୍ଟିଆଗୋ, ୨୩ା୧ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଚିଲିର ସିନିୟର ଦଳ ବିପକ୍ଷ ମ୍ୟାଚ୍‌ ୨-୨ରେ ଡ୍ର’ ରଖିଛନ୍ତି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ କଣ୍ଟ୍ରି କ୍ଲବଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ତରଫରୁ ଦୀପିକା(୪୦ତମ ମିନିଟ୍‌) ଓ ଗଗନଦୀପ…

ଦୀପକ ହୁଦା ଗୋଟିଏ ସିଜନ୍‌ ପାଇଁ ସସ୍‌ପେଣ୍ଡ

ଭଦୋଦରା, ୨୩ା୧ (ପି.ଟି.)-ବରୋଦ କ୍ରିକେଟ ଆସୋସିଏଶନ (ବିସିଏ) ଏହାର ସିନିୟର ଖେଳାଳି ଦୀପକ ହୁଦାଙ୍କୁ ସସ୍‌ପେଣ୍ଡ କରିଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ବଚସା ହେବାରୁ ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହେବା ପୂର୍ବରୁ ସେ ବିନା ଅନୁମତିରେ…

ଆଇପିଏଲ୍‌ ଖେଳାଳି ନିଲାମ ୧୮ରେ

ନୂଆଦିଲ୍ଲୀ, ୨୩ା୧ (ପି.ଟି.)-୨୦୨୧ ସିଜନ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ଫେବୃୟାରୀ ୧୮ରେ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର…

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୩ା୧ (ପି.ଟି.)-ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ନିଷ୍ପତ୍ତି ନେଇଥିବା ତାମିଲନାଡୁ କ୍ରିକେଟ…

ଆଞ୍ଜେଲୋ ମାଥ୍ୟୁସଙ୍କ ଅପରାଜିତ ଶତକ

ଗାଲେ, ୨୩ା୧-ସ୍ଥାନୀୟ ଗାଲେ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ଅପରାଜିତ ଶତକ ସହାୟତାରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ଉଇକେଟରେ ୨୨୯ ରନ କରିଛି। ଜେମ୍ସ…

ଆଇପିଏଲ ଖେଳାଳି ନିଲାମରେ ଓଡ଼ିଶାର ୬

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- କରୋନା କଟକଣା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୩ତମ ସଂସ୍କରଣର ସ୍ମୃତି ମନରେ ତାଜା ରହିଥିବାବେଳେ ୧୪ତମ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତ ବୁଧବାର ଅଂଶଗ୍ରହଣକାରୀ ୮ଟି…

ଉଥପ୍ପାଙ୍କୁ ନେଲା ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସରେ ସାମ୍ସ, ହର୍ଷଲ

ନୂଆଦିଲ୍ଲୀ,୨୩।୧: ଆଇପିଏଲ ଟ୍ରେଡ୍‌ ଓ୍ବିଣ୍ଡୋକୁ ବ୍ୟବହାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ଡାନିଏଲ ସାମ୍ସ ଓ ହର୍ଷଲ ପଟେଲଙ୍କୁ ନିଜ ଦଳରେ ସାମିଲ କରିଛି। ଏ ଦୁହେଁ ପୂର୍ବ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।…

ବିଟ୍‌ ଫେଉଜ ଜିତିଲେ ପ୍ରଥମ କିଜ୍‌ବୁହେଲ ଡାଉନ୍‌ହିଲ ସ୍କି ରେସ୍‌ ଟାଇଟଲ

କିଜବୁହେଲ,୨୩।୧(ଏପି): ସୁଇଜରଲାଣ୍ଡ ସ୍କି ରେସର ବିଟ୍‌ ଫେଉଜ ପ୍ରଥମଥର ପାଇଁ ଅଷ୍ଟ୍ରିଆର କିଜ୍‌ବୁହେଲରେ ଅନୁଷ୍ଠିତ ସ୍କି ରେସ୍‌ ଡାଉନ୍‌ହିଲ ବିଜୟ ହାସଲ କରିଛନ୍ତି। ଏଥିସହିତ ସେ କ୍ୟାରିୟରର ଏକାଦଶ ଅଲପାଇନ୍‌ ସ୍କି ଓ୍ବାଲର୍‌ଡ କପ୍‌ ଡାଉନ୍‌ହିଲ୍‌ ଟାଇଟଲ ଜିତିଛନ୍ତି। ତେବେ ପ୍ରତିଯୋଗିତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?