ଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି ବିଜୟୀ

ଭାସ୍କୋ,୨୩।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଇଷ୍ଟ ବେଙ୍ଗଲ୍‌ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ସେନେଗାଲ ଡିଫେଣ୍ଡର ୨୭ତମ ମିନିଟ୍‌ରେ…

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ସେର୍‌…

ଗିଲଙ୍କ ସଫଳତା ପଛରେ ରହିଛି ଅଜଣା କଥା

ନୂଆଦିଲ୍ଲୀ,୨୨।୧: ଗାବା ଟେଷ୍ଟର ପଞ୍ଚମ ଦିନ ମିଚେଲ ଷ୍ଟାର୍କ ଓ ପାଟ କୁମିନ୍ସ ପ୍ରାୟତଃ ୧୫୦ କି.ମି. ଗତିରେ ଘାତକ ବୋଲିଂ କରୁଥିଲେ। ଭାରତୀୟ ଯୁବ ଓପନର ଶୁବମାନ ଗିଲ ଓ ଚେତ୍ତେଶ୍ୱର ପୂଜାରାଙ୍କ ଉଇକେଟ ହାତେଇବା ପାଇଁ ବାରମ୍ବାର ଶର୍ଟ…

ସେମିରେ ସାତ୍ୱିକ-ଅଶ୍ୱିନୀ

ବ୍ୟାଙ୍କକ୍‌,୨୨।୧: ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ୍‌ ଡବଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି ଭାରତର ସାତ୍ୱିସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ସମୀର…

ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ ନେଇ ଜଣେ ବିସିସିଆଇ କର୍ମକର୍ତ୍ତା ଶୁକ୍ରବାର ସୂଚନା ଦେଇଛନ୍ତି। ହେଲେ ଏହି ମିନି ଅକ୍‌ଶନ…

ଡେବ୍ୟୁ ମ୍ୟାଚ୍‌ରେ ରନ୍‌ ବର୍ଷା: ୯ ଛକା, ୮ ଚଉକାର ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଏହି କ୍ରିକେଟର; କଲେ ଏକାଧିକ ରେକର୍ଡ

ଆବୁଧାବି,୨୨।୧: ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଆବୁଧାବୀରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଆଫଗାନିସ୍ତାନର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରହମାନୁଲ୍ଲାହ ଗୁରବାଜ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଛନ୍ତି। ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ…

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ଏଥିରେ ଧୂଆଁଧାର ବ୍ୟାଟିଂ ସହ ଶତକ ମାରି ସେ ଭାରତର ପୂର୍ବ…

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ ମିଳେ। ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଥିବା ବେଳେ ଉଭୟଙ୍କ ଉପରେ କୋଟି…

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ ଦ୍ରାବିଡ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୫ ବର୍ଷ ପୂର୍ବେ ଭାରତର ଅଣ୍ଡର ୧୯ ଏବଂ…

ଆଇପିଏଲ୍‌ ନିଲାମ ପାଇଁ ମନୋନୀତ ହେଲେ ୬ ଓଡ଼ିଆ କ୍ରିକେଟର୍‌

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଚଳିତ ବର୍ଷ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଉଛି। ଏହା ପୂର୍ବରୁ ଏବେ ବିଭିନ୍ନ ଦଳ ପକ୍ଷରୁ ଖେଳାଳିଙ୍କୁ ଛାଡିବା ଏବଂ ରଖିବା ପ୍ରକ୍ରିୟା ଚାଲିଛି। ଏଥର ଆଇପିଏଲ୍‌ରେ ନିଲାମ ପାଇଁ ୬ ଓଡ଼ିଆ କ୍ରିକେଟର୍‌ ମନୋନୀତ ହୋଇଥିବା ନେଇ…

୧୫ ବର୍ଷ ଧରି ରାସ୍ତାକଡ଼ରେ ପଡ଼ିରହିଥିଲେ ଏହି ଅନ୍ତରାଷ୍ଟ୍ରୀୟ କ୍ରିକେଟର; ଶେଷସମୟ ଥିଲା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୨୨।୧: ଆଜିର ସମୟରେ ଜଣେ ଖେଳାଳି କ୍ରିକେଟରେ ବହୁତ ଟଙ୍କା ରୋଜଗାର କରିପାରିବେ। ଯଦି ଖେଳାଳି ଅନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି ତେବେ ଟଙ୍କାର ଅଭାବ ରହି ନ ଥାଏ। ଦେଶ ପାଇଁ ଖେଳିବାର ମଉକା ନ ମିଳିଲେ ହେଁ ଆଇପିଏଲ୍‌ ଭଳି…

୮୦ ଶତକ,୧୫୨ ଅର୍ଦ୍ଧଶତକ: ମାତ୍ର ୭ ସପ୍ତାହର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ସତ୍ତ୍ୱେ ଏହି ଖେଳାଳି ପାଲଟିଥିଲେ ମହାନ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: କ୍ରିକେଟ ଇତିହାସର ଅନେକ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ବେରୀ ରିଚାର୍ଡସ୍‌ ଅନ୍ୟତମ। ୧୯୭୦ ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକା ପାଇଁ ବେରି ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପଦାର୍ପଣ ପରେ ନିଜର ଦମ୍‌ଦାର ବ୍ୟାଟିଂକୁ ନେଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?