ଖେଳ

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ସିଡନୀ ଟେଷ୍ଟ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଅଷ୍ଟ୍ରେଲିଆରେ ତାଙ୍କର ସର୍ଜରି କରାଯାଇଥିଲା। ଏବେ ତାଙ୍କୁ…

ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ନିଜ ବ୍ୟାଟିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗି…

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର ତଥା ଅଧିନାୟକ କେଭିନ୍‌ ପିଟରସନ। କିନ୍ତୁ ଏଥିସହ ସତର୍କ ରହିବାକୁ ମଧ୍ୟ ଚେତାଇ ଦେଇଛନ୍ତି।…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବେ ବିସିସିଆଇ

ନୂଆଦିଲ୍ଲୀ,୨୧।୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିମୟ ଭିତରକୁ ଛଡାଯିବ। ଚେନ୍ନାଇର ଚିପକ୍‌ ଓ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ତେବେ ମ୍ୟାଚ୍‌ ଅବସରରେ…

ପନ୍ତ ଏବେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର

ଦୁବାଇ, ୨୧।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍‌ବେନ୍‌ ଟେଷ୍ଟରେ ୮୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ପରେ ଭାରତର ରିଷଭ ପନ୍ତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। କେବଳ ସେତିକି…

ମହିଳା ହକି: ରାଣୀଙ୍କ ଗୋଲରେ ମ୍ୟାଚ ଡ୍ର

ବୁଏନ୍ସ ଆରିଜ, ୨୧।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ହାତଛଡ଼ା କରିବା ପରେ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ବଳରେ ଆର୍ଜେଣ୍ଟିନାର ଜୁନିୟର ଦଳ ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି।…

ଆଇପିଏଲ୍‌-୧୪: ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ, ସାମସନ ଅଧିନାୟକ

ନୂଆଦିଲ୍ଲୀ,୨୧।୧(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ଗୁଡିକ ଅଣ୍ଡର ପରଫର୍ମର ଖେଳାଳିମାନଙ୍କୁ ଛାଡିଛନ୍ତି। ଏନେଇ ଦଳଗୁଡିକ ରିଲିଜ୍‌ ତାଲିକା ପ୍ରକାଶିତ କରିଛନ୍ତି। କେତେକ ସୁପରଷ୍ଟାରଙ୍କୁ ଦଳଗୁଡିକ ଛାଡିଥିବା ବେଳେ ଯୁବ ଖେଳାଳିମାନଙ୍କୁ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌…

ଭାରତୀୟ ଦଳ, ବିସିସିଆଇକୁ ସିଏର ପ୍ରଶଂସା

ମେଲବୋର୍ନ,୨୧।୧(ପି.ଟି.): ଭାରତର ଐତିହାସିକ ସିରିଜ ବିଜୟକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପ୍ରଶଂସା କରିଛି। ଭାରତୀୟ ଦଳର ଲଢୁଆ ମନୋବୃତ୍ତି, ସାହସ ଓ କୌଶଳର ଗୁଣଗାନ କରିଛି ସିଏ। ଏଥିସହିତ ଏହି ହାଇପ୍ରୋଫାଇଲ ସିରିଜର ସୁପରିଚାଳନା ପାଇଁ ସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଇଣ୍ଡିଆନ ସୁପର ଲିଗ୍‌: ଇଞ୍ଜୁରି ଟାଇମ୍‌ରେ ଜିତିଲା କେରଳ

ବାମ୍ବୋଲିମ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ତରଫରୁ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲ୍‌ଭା ୨୩ତମ ମିନିଟ୍‌ରେ…

ଆଇପିଏଲରେ ଅକ୍‌ସନର ସମ୍ମୁଖୀନ ହେବେ କେଉଁ ଖେଳାଳି

ନୂଆଦିଲ୍ଲୀ,୨୧।୧: ଆଇପିଏଲ୍‌ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର ଖେଳାଳିଙ୍କ ତାଲିକା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପଠାଇ ଦେଇଛନ୍ତି। କେଉଁ କେଉଁ…

କାହା ବାପା ଶ୍ରମିକ ତ ଆଉ କାହାର କୃଷକ, ସଂଘର୍ଷ ସତ୍ତ୍ୱେ ଆଜି ଭାରତ ପାଇଁ ହିରୋ ପାଲଟିଛନ୍ତି ଏହି ୯ କ୍ରିକେଟର୍‌

କୌଣସି ମଣିଷ ନାହାଁନ୍ତି ଯିଏ ତାଙ୍କ ଜୀବନରେ ସଂଘର୍ଷ କରିନାହଁାନ୍ତି । ଆଜି ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଏହି ଯାଗାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିଛନ୍ତି। ଆପଣଙ୍କୁ ଟିମ ଇଣ୍ଡିଆର ତାରକା ଖେଳାଳିଙ୍କ…

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ ଦୀର୍ଘ ମାସର ବ୍ୟବଧାନରେ ଦେଶକୁ ଫେରିବାକୁ ଯାଉଛି କ୍ରିକେଟ। ଏହି ସିରିଜ୍‌ ବେଳେ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?