ଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳକୁ ଫେରିବେ କୋହଲି

ସିଡ୍‌ନୀ, ୧୮ା୧ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟ ପାଇଁ ଖେଳାଳି ଚୟନ ମଙ୍ଗଳବାର ସନ୍ଧ୍ୟାରେ ହେବ। ପିତୃତ୍ୱ ଛୁଟି ଶେଷ ହୋଇଥିବାରୁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ। ସିନିୟର ପେସ୍‌ ବୋଲର ଈଶାନ୍ତ ଶର୍ମା ଇଞ୍ଜୁରୀ…

ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇଲା ଇଂଲଣ୍ଡ

ଗାଲେ, ୧୯ା୧ (ଏପି)- ସପ୍ତମ ଉଇକେଟରେ ଜନ୍ନି ବେୟାରଷ୍ଟୋ ଓ ଡାନିଏଲ୍‌ ଲରେନ୍ସଙ୍କ ମଧ୍ୟରେ ଅପରାଜିତ ୫୨ରନର ପାର୍ଟନରଶିପ୍‌ ଯୋଗୁ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଦ୍ୱାରା…

କିମ୍ବଦନ୍ତୀ ସ୍ପିନର ଚନ୍ଦ୍ରଶେଖରଙ୍କୁ ହୃଦ୍‌ଘାତ

ବେଙ୍ଗାଲୁରୁ, ୧୯ା୧ (ପି.ଟି.)- ହୃଦ୍‌ଘାତ ପରେ ପୂର୍ବତନ ଭାରତୀୟ କ୍ରିକେଟର ବି.ଏସ୍‌. ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସେ ଦୁଇ ଦିନ ପରେ ହସ୍ପିଟାଲରୁ ଛାଡ଼ ପାଇବେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି।…

ଜୁନିୟର ମହିଳା ହକି: ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ୍‌: ଚିଲିକୁ ହରାଇଲା ଭାରତ

ସାଣ୍ଟିଆଗୋ (ଚିଲି), ୧୯ା୧ (ପି.ଟି.)-ଷ୍ଟ୍ରାଇକର ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଭାରତର ଜୁନିୟର ମହିଳା ହକି ଦଳ ୫-୩ ଗୋଲରେ ଚିଲିକୁ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା କୋଭିଡ୍‌ ଯୋଗୁ ପ୍ରାୟ ଏକ ବର୍ଷ ପାଖାପାଖି ଛୁଟିରେ ଥିବା…

ରାକେଶଙ୍କୁ ଲୋନ୍‌ରେ ଆଣିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ନର୍ଥଇଷ୍ଟ ୟୁନାଇଟେଡ ଡିଫେଣ୍ଡର ରାକେଶ ପ୍ରଧାନଙ୍କୁ ଲୋନ୍‌ରେ ଆଣିଛି। ପୂର୍ବରୁ ଶିଲଂ ଲାଜଂ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଥିବା ରାକେଶଙ୍କ ସହିତ ଚଳିତ ସିଜନ ଶେଷ ପର୍ଯ୍ୟନ୍ତ…

ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦: ଶୁଭ୍ରାଂଶୁଙ୍କ ଅର୍ଦ୍ଧଶତକ, ଓଡ଼ିଶାର ପ୍ରଥମ ବିଜୟ

କୋଲକାତା, ୧୯ା୧: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଏଲିଟ୍‌ ଗ୍ରୁପ୍‌ ବି’ର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ଓଡ଼ିଶା ୪ ଉଇକେଟରେ ଆସାମକୁ ହରାଇ ଦେଇଛି। କ୍ରମାଗତ ୪ଟି ମ୍ୟାଚରେ ପରାଜୟ ପରେ ଦଳର ଏହା ହେଉଛି…

ମା’ଙ୍କ ଫୋନ୍‌ କଲ୍‌ ବଦଳାଇ ଦେଲା ଏହି କ୍ରିକେଟର୍‌ଙ୍କ ଜୀବନ

ବ୍ରିସ୍‌ବେନ୍‌,୧୮।୧: ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ୫ ଉଇକେଟ ନେଇ ଅନେକ ରେକର୍ଡ କରିଛନ୍ତି। ଦଳର ଅଗ୍ରଣୀ ବୋଲରଙ୍କ ଅନୁପସ୍ଥିତିରେ, ସିରାଜ ଯେପରି ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥିଲେ, ତାହା ପ୍ରତ୍ୟେକ…

ଭିନ୍ନ କାରଣରୁ ଡିଆରଏସ୍‌ ନେଲେ ସ୍ମିଥ

ବ୍ରିସବେନ,୧୮।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ରେ ଚତୁର୍ଥ ଦିନ କିଛି ଉଲ୍ଲେଖନୀୟ ଘଟଣା ଘଟିଛି। ସେଥି ମଧ୍ୟରୁ ମହମ୍ମଦ ସିରାଜଙ୍କ କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ଷ୍ଟିଭ ସ୍ମିଥ ଏକ…

ସିରାଜଙ୍କୁ ଆଲିଙ୍ଗନ କଲେ ଏହି ଖେଳାଳି

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଛନ୍ତି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ…

ଇତିହାସ ରଚିଲେ ସିରାଜ, ଭାଙ୍ଗିଲେ ଅନେକ ରେକର୍ଡ

ବ୍ରିସବେନ୍‌,୧୮।୧: ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ଚତୁର୍ଥ ଦିନରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଇତିହାସ ସୃଷ୍ଟି କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ୭୩…

କ୍ରିକେଟ୍‌ ପଡିଆରେ ବିଶ୍ୱରେକର୍ଡ କରିଥିଲେ ମେକାନିକଙ୍କ ପୁଅ

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କାମ୍ବଲି ୧୮ ଜାନୁଆରୀ ୧୯୭୨ ରେ ମୁମ୍ବାଇର କଞ୍ଜୁରମର୍ଗର ଇନ୍ଦିରା ନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗଣପତ କାମ୍ବଲି ଜଣେ ମେକାନିକ ଥିଲେ। ବିନୋଦ…

ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌,୧୮।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରମାନେ ୨୯୪ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଥିଲେ। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?