ଖେଳ

ମେଣ୍ଟର ଦାୟିତ୍ୱ ପାଇଁ ପାଉଣା ନେବେ ନାହିଁ ଧୋନୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ମେଣ୍ଟର ଦାୟିତ୍ୱ ସମ୍ଭାଳିବା ପାଇଁ କିଛି ପାଉଣା ନେବେ ନାହିଁ। ଏ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଘୋଷଣା କରିଛନ୍ତି।

ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌; ଏବେ ଏହି ଟିମ୍‌ ସହ ଲଢ଼ିବ ‘ବିରାଟ ସେନା’

ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଏବଂ ପରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ…

୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍‌ସିବି: ସେହ୍ବାଗ

ଶାରଜା,୧୨।୧୦: ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ…

ବିଶ୍ୱକପ୍‌ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାର

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ ଆଇପିଏଲ୍‌ ଶେଷ ହେବା ପରେ ୟୁଏଇରେ ରହିବେ। ତାଙ୍କୁ ନେଟ୍‌ ବୋଲର ଭାବେ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। କଶ୍ମୀର ପେସ ସେନସେଶନ ଉମ୍ରାନ ମଲିକଙ୍କ ପରେ ଦ୍ୱତୀୟ ପେସର…

‘କିଛି ଅମ୍ପାୟର ଏବେ ଶାନ୍ତିରେ ଶୋଇପାରିବେ’

ନୂଆଦିଲ୍ଲୀ,୧୨।୧୦: ଚଳିତ ଆଇପିଏଲର ପ୍ରଥମ ଏଲିମିନେଟରରେ କେକେଆର ଠାରୁ ୪ ଉଇକେଟରେ ପରାସ୍ତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)ର ଅଭିଯାନ ଶେଷ ହୋଇଛି। ଏଥି ସହ ଶେଷ ହୋଇଯାଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। ଏହି…

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି ଯାଇଛି। ଏହି ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଆରସିବିକୁ ଟ୍ରୋଲ କରୁଛନ୍ତି। ଏହା…

ଭାରତକୁ କେହି ଧୋକା ଦେଇପାରିବେ ନାହିଁ, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଦଳ ଦ୍ୱାରା ପାକିସ୍ତାନ ଗସ୍ତକୁ ବାତିଲ କରି ନିରାଶ ହୋଇଛନ୍ତି। ଏହି କାରଣରୁ, ଅନ୍ୟ ପାକିସ୍ତାନୀ କ୍ରିକେଟରଙ୍କ ପରି ସେ କ୍ରିକେଟ ବୋର୍ଡ ଅଫ…

ପଡିଆରେ ଭୋ’ ଭୋ’ ହୋଇ କାନ୍ଦିଲେ କୋହଲି: ଦେଖନ୍ତୁ ଭିଡିଓ

ଶାରଜା,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…

କୋହଲିଙ୍କ ସହ ଘଟିଲା ଅଜବ ସଂଯୋଗ

ଶାରଜା,୧୨।୧୦: ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଭାବରେ ଆରସିବିରେ ବିରାଟ କୋହଲିଙ୍କ ଏହା ଶେଷ ମ୍ୟାଚ ଥିଲା। ଏହା ପରେ ସେ ଆସନ୍ତା ସିଜିନରୁ ଜଣେ…

ଇତିହାସ ରଚିଲେ ଆମି: ମାତ୍ର ୧୬ ବର୍ଷ ବୟସରେ କଲେ ଏମିତି କାରନାମା

ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍‌ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ କରିଥିବା ସର୍ବକନିଷ୍ଠ ମହିଳା ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ ଖେଳାଳି…

ଆଇପିଏଲ୍‌ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍‌

ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା ଏହି ୫ ତାରକା କ୍ରିକେଟର, ଯେଉଁମାନେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ବେତନ ପାଆନ୍ତି। ଆମେ…

କୋହଲିଙ୍କ ସ୍ବପ୍ନ ହେଲା ଚୁର୍‌ମାର୍‌: ଦେଲେ ଏଭଳି ପ୍ରତିଶ୍ରୁତି

ଶାରଜା,୧୨।୧୦: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ଆଇପିଏଲ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରେ ରହିବେ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?