କେ.ଏଲ୍. ରାହୁଲ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମିବ: ବ୍ରେଟ୍ ଲି
ସିଡନୀ,୧୪।୧୦: ଟି-୨୦ ବିଶ୍ୱକପ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ କମ୍ କରାଯାଇପାରେ। ଏହାଦ୍ୱାରା ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ। ତେବେ ଏଥିପାଇଁ କେଏଲ୍ ରାହୁଲଙ୍କୁ ଅଧିକ ରନ୍ କରିବାକୁ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର…
ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର
ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍କୁ ଆଇପିଏଲ୍ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ତେବେ ଏହି ରୋମାଞ୍ଚକର ମ୍ୟାଚ୍ରେ କୋଲକାତାକୁ ବିଜେତା…
କେକେଆର୍ର ବାଜିଗର୍ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…
ଦୁବାଇ,୧୪।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାଲିଫାୟର-୨ର ରୋମାଞ୍ଚକର ମୁକାବିଲାରେ କେକେଆର୍ ବାଜିମାତ କରିଥିଲା। ଏକ ସମୟରେ…
ଅକ୍ଷର ଆଉଟ୍, ଶାର୍ଦ୍ଦୁଳ ଇନ୍
ନୂଆଦିଲ୍ଲୀ,୧୪।୧୦: ଆସନ୍ତା ୧୭ରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍। ଏହାପୂର୍ବରୁ ଭାରତୀୟ ଟିମ୍ରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ୧୫ ଜଣିଆ ସ୍କ୍ବାର୍ଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଳ…
ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’
ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ…
୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…
ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ ଟିମ୍ କୋଲକାତାଠାରୁ ୩ ଉଇକେଟରେ ପରାସ୍ତ…
ଏନ୍ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍
ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ। ତାଙ୍କ ପାଇଁ ବୁଧବାର ଲୁକ୍ଆଉଟ୍ ଜାରି କରାଯାଇଛି। ଏହାର ଅର୍ଥ ସେ ବିମାନ ବନ୍ଦର…
କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା
ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍ ଚୟନ, ମିସ ଫିଲ୍ଡିଂ କାରଣରୁ ଦଳକୁ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ଠାରୁ ପରାଜିତ ହେବାକୁ ପଡ଼ିଛି।…
ସୁଯୋଗ ଦେଲାନି କେକେଆର୍
ଶାରଜା,୧୩।୧୦: ଆରମ୍ଭରୁ ସ୍ପିନରଙ୍କୁ କାମରେ ଲଗାଇ ଦେଇଥିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବରୁଣ ଚକ୍ରବର୍ତ୍ତୀ(୨ ଉଇକେଟ)ଙ୍କ ସହ ଲୋକି ଫର୍ଗୁସନ ଓ ଶିବମ ମାଭିଙ୍କ ଯୋଡ଼ି ଦିଲ୍ଲୀ କ୍ୟାପିଟାଲ୍ସର କୌଣସି ବ୍ୟାଟ୍ସମ୍ୟାନଙ୍କୁ ଖସିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ…
ଆଗାମୀ ବର୍ଷ ଖେଳିପାରନ୍ତି ଆଇପିଏଲ୍
ଲଣ୍ଡନ,୧୩।୧୦: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣରେ ଖେଳିପାରନ୍ତି। ଆଗାମୀ ବର୍ଷ ହେବାକୁ ଥିବା ମେଗା ଅକଶନ ଲାଗି ସେ ନାମ ପଞ୍ଜୀକୃତ କରାଇବେ। ଏ ସମ୍ପର୍କୀତ ଏକ ରିପୋର୍ଟ ବୁଧବାର…
ଫେରିଲେ ଷ୍ଟୋଇନିସ୍, ବିନା ପରିବର୍ତ୍ତନରେ ଓହ୍ଲାଇଲା କେକେଆର୍
ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଅଧିନାୟକ ଇଆନ ମୋର୍ଗାନ। କେକେଆର ବିନା କୌଣସି ପରିବର୍ତ୍ତନ ଓହ୍ଲାଇଥିବା…
ସ୍ଥାନ ମିଳିବନି ସ୍ପଷ୍ଟ କଲେ ପୋଲାର୍ଡ
ଆବୁଧାବି,୧୩।୧୦: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏଥିଲାଗି ଘୋଷିତ ଓ୍ବେଷ୍ଟଇଣ୍ଡିଜ ଦଳରେ ମିଷ୍ଟ୍ରି ସ୍ପିନର ସୁନିଲ ନାରିନଙ୍କ ପାଇଁ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ ନେଇ ଆଶା କରାଯାଉଥିଲା। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଆଇପିଏଲରେ…

