ଖେଳ

ଶେଷ ମ୍ୟାଚ୍‌ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…

ତୁମେ ମରିଯିବା ଉଚିତ୍‌ ଥିଲା, କାହିଁକି ଏମିତି କଥା ଶୁଣିଥିଲେ ମିଷ୍ଟ୍ରି ସ୍ପିନର୍‌

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଜଡିତ ଏକ ଭୟଙ୍କର ଘଟଣା ପ୍ରକାଶ କରିଛନ୍ତି। ଆଇପିଏଲରେ ବରୁଣ ଚକ୍ରବର୍ତ୍ତୀ ଏକ ଲୋକପ୍ରିୟ ନାମ, ଯିଏ…

ଏହି ୨ କାରଣରୁ ଅଧିନାୟକ ପଦ ଛାଡିଛନ୍ତି କୋହଲି

ନୂଆଦିଲ୍ଲୀ,୧୨।୧୦: ଟି-୨୦ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ। କୋହଲି କିଛି ଦିନ ପୂର୍ବରୁ ଏହା ଘୋଷଣା କରିଥିଲେ। କୋହଲି ପୂର୍ବରୁ ଏହା ମଧ୍ୟ ଘୋଷଣା କରିଛନ୍ତି ଆଇପିଏଲ ୨୦୨୧ର…

ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ

ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଏହି ପରାଜୟ ସହ ଶେଷ ହୋଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। କୋଲକାତା ୧୩…

ପଞ୍ଜାବରୁ ଅଲଗା ହୋଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୧୧।୧୦: ଚଳିତ ଆଇପିଏଲ୍‌ ସିଜନରେ ସର୍ବାଧିକ ରନ୍‌ କରିଥିବା ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ, ସେ ଅକ୍‌ଶନରେ ସାମିଲ ହେବାକୁ ଚାହୁଁଛନ୍ତି। ତାଙ୍କୁ ଦଳରେ ସାମିଲ କରିବା ପାଇଁ କିଛି ଫ୍ରାଞ୍ଚାଇଜ ଇଚ୍ଛା…

ଦିଗହରା ହୋଇଗଲା ଆରସିବି

ଶାରଜା,୧୧।୧୦: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆର୍‌ସିବି)କୁ ଭଲ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ବିରାଟ କୋହଲି (୩୯)। ଦୁହେଁ ୫ ଓଭରରେ ୪୯ ରନ୍‌ କରିଥିଲେ। ଲାଗୁଥିବା ଆରସିବି ବଡ଼…

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପିଚ୍‌ ହାର୍ଡ ଦେଖାଦେଉଥିବାରୁ ପ୍ରଥମେ ବ୍ୟାଟିଂ କରିବା ସହଜ ହେବ।…

‘ଶ୍ରେଷ୍ଠ ଫିନିଶର ଭାବେ ମନେ ରଖାଯିବ’

ଆବୁଧାବି,୧୧।୧୦: ”ମୋ ମତରେ ମହେନ୍ଦ୍ର ସିଂ ଧୋନୀ ଜଣେ କିମ୍ବଦନ୍ତୀ ଖେଳାଳି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଡେଥ୍‌ ଓଭରରେ ଚେନ୍ନାଇ ରବୀନ୍ଦ୍ର ଜାଡେଜା ନା ମହେନ୍ଦ୍ର ସିଂ ଧୋନୀଙ୍କୁ ପଠାଇବ ବୋଲି ଆମେ ଡଗଆଉଟ୍‌ରେ ଆଲୋଚନା କରୁଥିଲୁ। ଧୋନୀ ବ୍ୟାଟିଂ…

ଅଧିନାୟକ କୋହଲିଙ୍କ ପାଇଁ ଅନ୍ତିମ ମ୍ୟାଚ୍‌!

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ ଏଲିମିନେଟର। ଏହି ନକ୍‌ଆଉଟ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପରସ୍ପରକୁ ଭେଟିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା…

ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…

ହୃଦୟ ଜିତିଲେ ଧୋନୀ, କାନ୍ଦିଲେ ସ୍ତ୍ରୀ

ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ଏହି ମ୍ୟାଚ୍‌ରେ ନିଜକୁ ବିଶ୍ୱର ସବୁଠୁ ବଡ ମ୍ୟାଚ ବିଜେତା ବୋଲି…

କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ

ଦୁବାଇ,୧୧।୧୦: ଆଇପିଏଲ୍‌ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଜିତିବା ପରେ ଫିନିସର ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?