୧୦୦ ଡେଇଁ ପାରିଲାନି ରାଜସ୍ଥାନ
ଶାରଜା,୫।୧୦: କର ବା ମର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନ୍ ଡେଇଁବାକୁ ଦେଇ ନାହିଁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରି ଦେଖାଇଛନ୍ତି ଦଳୀୟ…
ଭାରତର ଏହି ଖେଳାଳି ପର୍ଫେକ୍ଟ ଟି-୨୦ କ୍ରିକେଟର: ମାଇକେଲ ଭନ
ନୂଆଦିଲ୍ଲୀ,୫।୧୦: ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଶଂସାରେ ଶତମୁଖ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ। ନିଜ ଟୁଇଟ୍ରେ ଭାରତୀୟ ଦଳକୁ କଟାକ୍ଷ କରିଆସୁଥିବା ଭନ ଏବେ ନିଜର ସ୍ବର ବଦଳାଇଛନ୍ତି। ଆଇପିଏଲ୍ ୨୦୨୧ରେ ଚମତ୍କାର ପ୍ରଦର୍ଶନକୁ ନେଇ ସେ ତାରକା ଅଲରାଉଣ୍ଡର…
କର ବା ମର ମ୍ୟାଚ୍ରେ ପ୍ରଥମେ ବୋଲିଂ କରିବ ମୁମ୍ବାଇ
ଶାରଜା,୫।୧୦: ନିଶ୍ଚିତ ବିଜୟ ଦରକାର କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ଲାଗି ମୁମ୍ବାଇ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଛି। ଉଇକେଟକିପର…
ଦେଶ ଛାଡ଼ିଲେ ପାକିସ୍ତାନର ଏହି ବିବାଦୀୟ କ୍ରିକେଟର
କରାଚି,୫।୧୦: ଆମେରିକାରେ ଲିଗ୍ କ୍ରିକେଟ ଖେଳିବାକୁ ଦେଶ ଛାଡ଼ିଛନ୍ତି ପାକିସ୍ତାନର ବିବାଦୀୟ କ୍ରିକେଟର ଉମର ଅକମଲ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଦୁର୍ନୀତି ନିବାରଣ ସଂହିତା ଅନୁଯାୟୀ ଅକମଲଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନିକଟରେ ଏହାର ଅବଧି ଶେଷ ହୋଇଥିଲା। ୩୧…
ବିଜୟ ପରେ ବି ଖୁସି ନାହାନ୍ତି ପନ୍ତ
ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଶମ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚ ଜିତିବା ଦିଲ୍ଲୀ ପାଇଁ ସହଜ ନ ଥିଲା। କାରଣ ୧୩୭ ସ୍କୋରକୁ ଗୋଡାଇବା ବେଳେ ଗୋଟିଏ…
ବାପାଙ୍କ ପାଇଁ ହାତ ଯୋଡି ପ୍ରାର୍ଥନା କଲେ ଜିଭା
ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ବାପାଙ୍କ ବିଜୟ ପାଇଁ ପ୍ରାର୍ଥନା…
ଏମିତି କାମ କରି ସ୍ତ୍ରୀଙ୍କୁ ଡରାଇଲେ ରୋହିତ ଶର୍ମା
ଦୁବାଇ,୫।୧୦: ଆଇପିଏଲ ୨୦୨୧ରେ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିବା ଠାରୁ ବହୁ ଦୂରରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ସାଥୀ ଖେଳାଳିଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ଲେ ଅଫ୍କୁ…
ସାକ୍ଷୀଙ୍କ ଉପସ୍ଥିତିରେ ଧୋନୀଙ୍କୁ ପ୍ରପୋଜ୍ କଲେ ଏହି ଯୁବତୀ: ଆଉ ତା’ପରେ
ଚେନ୍ନାଇ ସୁପର କିଙ୍ଗ୍ସର ବର୍ତ୍ତମାନର ଅଧିନାୟକ ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ‘କ୍ୟାପଟେନ କୁଲ’ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁସରଣ କରୁଥିବା ମହିଳା ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି।…
ତୃତୀୟ ବିବାହ କରି ଚର୍ଚ୍ଚାରେ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍ଅପ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ ଆଗରେ…
୯ କୋଟି ଟଙ୍କାର କ୍ରିକେଟର୍ ସାଜିଲେ ଚେନ୍ନାଇ ପାଇଁ ବଡ ଶତ୍ରୁ
ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏଥିସହିତ ସିଏସକେ ଦଳ ଦୁଇ…
ସମ୍ପର୍କୀୟଙ୍କ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍: ଏହା ପୂର୍ବରୁ…
ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ବାବର ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ବାବରଙ୍କ ପୂର୍ବରୁ ଅନ୍ୟ ଜଣେ ଭେଟେରାନ ଖେଳାଳି ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ। ପାକିସ୍ତାନର ପୂର୍ବତନ…
ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଥର ଘଟିଲା ଏମିତି
ଦୁବାଇ,୫।୧୦: ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ ୧୮ ରନ୍ର ପାଳି। ତାହା ପୁଣି ୨୭ ବଲରେ। ତାଙ୍କର ଏହି ଇନିଂସରେ ଗୋଟିଏ ହେଲେ ଚୌକା କିମ୍ବା ଛକା ନ ଥିଲା। ତେବେ…

