ଖେଳ

ସିଏସ୍‌କେ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୨୬।୯: ବିସ୍ଫୋରକ ଆରମ୍ଭ ସତ୍ତ୍ୱେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗରେ ଧାର୍ଯ୍ୟ…

ଟସ୍‌ ଜିତିଲା କୋଲକତା

ଶାରଜା,୨୬।୯: ଆଇପିଏଲ୍‌ରେ ରବିବାର ଦୁଇଟି ହାଇ ଭୋଲଟେଜ ମ୍ୟାଚ ଅଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଏନ ମୋର୍ଗାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ସ୍ବାମୀଙ୍କ ଏହି କଥା ମନେ ପକାଇ ସର୍ଜରୀ ପାଇଁ ଅନୁମତି ଦେଇଥିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର କିମ୍ବଦନ୍ତୀ କ୍ରିକେଟର ବିଶନ ସିଂ ବେଦୀ ୨୫ ସେପ୍ଟେମ୍ବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପୁସ୍ତକ ‘ସର୍ଦ୍ଦାର ଅଫ ସ୍ପିନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବେଦି ପରିବାର, ପ୍ରଶଂସକ ଏବଂ ସାଙ୍ଗମାନଙ୍କ…

ବାପାଙ୍କୁ ହରାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୯: ପୂର୍ବତନ ଭାରତୀୟ ଉଇକେଟ କିପର ପାର୍ଥିବ ପଟେଲଙ୍କ ବାପାଙ୍କ ରବିବାର ଦେହାନ୍ତ ଘଟିଛି। ପାର୍ଥିବ ଟୁଇଟ୍‌ କରି ପ୍ରଶଂସକମାନଙ୍କୁ ଏହି ଖବର ବିଷୟରେ ଜଣାଇଥିଲେ। ସେ କହିଛନ୍ତି ଯେ, ମୋର ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ସେପ୍ଟେମ୍ବର ୨୬ରେ ଦେହାନ୍ତ…

ଟଙ୍କା ପାଇଁ ଦେଶ ପକ୍ଷରୁ ଖେଳିବାକୁ ମନା କରିଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲୀୟ ପୂର୍ବତନ ଖେଳାଳି ଇଆନ ଚାପେଲ ଆଜି ତାଙ୍କର ୭୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଅଧିନାୟକ ଥିଲେ। ତାଙ୍କ ବ୍ୟତୀତ ଭାଇ ଗ୍ରେଗ ଚାପେଲ ଏବଂ ଜେଜେ ଭିକ ରିଚାର୍ଡସନ ମଧ୍ୟ ଅଷ୍ଟ୍ରେଲିଆ ଦଳର ଅଧିନାୟକ…

ଇତିହାସ ରଚିଲେ ଝୁଲନ୍‌

ସିଡନୀ,୨୬।୯: ଭାରତର ଅଭିଜ୍ଞ ବୋଲର ଝୁଲନ ଗୋସ୍ବାମୀ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଦିନିକିଆର ଶେଷ ଓଭରରେ ୨ଟି ନୋ ବଲ୍‌ ପକାଇୁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଝୁଲନ ଏହି ମ୍ୟାଚରେ ୨ଟି ଉଇକେଟ୍‌…

ଟକ୍କର ଦେଇ ହାରିଲା ହାଇଦ୍ରାବାଦ୍‌

ଶାରଜା,୨୫।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୭ତମ ମ୍ୟାଚ୍‌ରେ ଶନିବାର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୫ ରନରେ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୨୦ ଓଭରରେ…

୧୨୫ରେ ଅଟକିଲା ପଞ୍ଜାବ

ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଧିନାୟକ ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ…

ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ

ଅବୁଧାବି,୨୫।୯: ୟୁଏଇରେ ଚାଳିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ସ୍ଥାନକୁ ଉଠିଛି। ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲକୁ ୩୩ ରନ୍‌ରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଅଧିନାୟ ରିଷଭ…

ହାର୍ଦ୍ଦିକ ଯଦି ଆହତ ତେବେ କାହିଁକି ବିଶ୍ୱକପ୍‌ ଟିମ୍‌ରେ କରାଗଲା ସାମିଲ? ଏଭଳି ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ,୨୫।୯: ଭାରତର ପର୍ବତନ କ୍ରିକେଟର ସବା କରିମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତା ମାସରେ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌ରେ କାହିଁକି ତାଙ୍କୁ ସାମିଲ…

ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍‌; ଅଡୁଆରେ ପଡ଼ିବ କି ଦିଲ୍ଲୀ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର ଏହା ଦ୍ୱିତୀୟ ମ୍ୟାଚ୍‌ ହୋଇଥିବା ବେଳେ ଦଳ ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ବିପକ୍ଷରେ…

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ରେ ରୋକିଲା ରାଜସ୍ଥାନ

ଅବୁଧାବି,୨୫।୯: ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ ଅଧିନାୟ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?