Posted inଖେଳ

ଫେବୃୟାରୀ ୭ରେ ହୋଇପାରେ ମେଗା ଆଇପିଏଲ୍‌ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି।

“ଆଇପିଏଲର ମୂଳ ଫ୍ରାଞ୍ଚାଇଜ ଅରାଜି ହେଉଥିବାରୁ ଏହା ଅନ୍ତିମ ମେଗା ଅକଶନ ହୋଇପାରେ। ଯଦି କୋଭିଡ୍‌-୧୯ ମହାମାରୀ ସ୍ଥିତି ନିୟନ୍ତ୍ରଣରେ ରୁହେ, ତେବେ ଭାରତରେ ହିଁ ଆଇପିଏଲ ମେଗା ଅକ୍‌ଶନ ହେବ। ଏହି ଦୁଇ ଦିନିଆ ଇଭେଣ୍ଟ ଫେବୃୟାରୀ ୭ ଓ ୮ ତାରିଖରେ ହେବ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବେଙ୍ଗାଲୁରୁରେ ଅକଶନ ଆୟୋଜନ କରିବାକୁ ଯୋଜନା କରୁଛୁ” ବୋଲି ଜଣେ ବରିଷ୍ଠ ଅଧିକାରୀ ନା ନ କହିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି...

ବାଂଲାଦେଶର ସେମିଫାଇନାଲ ଆଶା ଉଜ୍ଜୀବିତ

ସାଉଥାମ୍ପଟନ,୨୫।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ମାଶ୍ରାଫି ମୋର୍ତ୍ତାଜାଙ୍କ ନେତୃତ୍ୱାଧୀନ ବାଂଲାଦେଶ ୬୨ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ...

ଗାଭାସ୍କରଙ୍କ ସମେତ ମହାନ୍‌ କ୍ରିକେଟରଙ୍କ ଟୋପି ହେବ ନିଲାମ

ମହାନ କ୍ରିକେଟରଙ୍କ ଟୋପି ନିଲାମ କରାଯିବ ବୋଲି ଜଣାପଡିଛି। ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, ଶ୍ରୀଲଙ୍କାର ହସନ ତିଳକରତ୍ନେ, ପାକିସ୍ତାନର ଜାଭେଦ୍‌ ମିଆଁଦାଦ୍‌ ଏବଂ...

ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ

ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ...

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବ ଭାରତ

ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ...

ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା, କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ ୧-୧, ବରାବର ସ୍ଥିତିରେ ରହିଛି।...

ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା

ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ବେଶ୍‌ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି...

Advertisement
Archives

Model This Week