ଖେଳ

କ୍ୟାପଟେନ ବଦଳାଇଲା ନାହିଁ କ୍ୟାପିଟାଲ୍ସ

ଦୁବାଇ,୧୬।୯: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ। ଏ ନେଇ ଗୁରୁବାର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟାର ଚଳିତ…

ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବେ। ତେବେ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସେ ଦଳର ନେତୃତ୍ୱ ନେବା…

ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍‌ କରିଦେବେ କୋହଲି: କପିଲ ଦେବ

ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ କରିପାରିନଥିଲେ। ଦୁଇ ବର୍ଷ ପୂର୍ବେ ସେ ଶତକ ମାରିଥିଲେ। ଏବେ ଏହାକୁ ନେଇ ‘ରନ୍‌…

ପାକିସ୍ତାନ ବୋଲର୍‌ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍‌ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ

ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍‌ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି ଅଭ୍ୟାସ ମ୍ୟାଚ୍‌ରେ ସେମାନେ ଭାରତକୁ ହରାଇପାରିନାହାନ୍ତି। ଏବେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ପେସର…

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି। ଲଗାତାର ଗୋଟିଏ ଟିମ୍‌ରୁ ଖେଳୁଥିବା ସେ ଏକମାତ୍ର ଖେଳାଳି। ଏହି ସମୟ ମଧ୍ୟରେ ସେ…

ଶ୍ରୀଲଙ୍କାକୁ ଲାଗିପାରେ ବଡ଼ ଝଟକା: ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବାଦ୍‌ ପଡ଼ିପାରେ ଏହି ପ୍ରମୁଖ କ୍ରିକେଟର୍‌

ନୂଆଦିଲ୍ଲୀ, ୧୬।୯: ଆଗାମୀ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିପାରେ। କାରଣ ଦଳର ପ୍ରମୁଖ ଖେଳାଳି କୁଶଲ ପେରେରା ଆହତ ହୋଇଛନ୍ତି। ଏହାକୁ ନେଇ ସେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର…

ହାଇଦ୍ରାବାଦ୍‌ ଦଳରେ ଟେଷ୍ଟ ସ୍ପେଶାଲିଷ୍ଟ

ହାଇଦ୍ରାବାଦ୍‌,୧୫।୯: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରି ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ୍‌ ପାଇଁ ଖେଳିବେ। ଏଥି ପୂର୍ବରୁ ୫ ବର୍ଷ ଧରି ସେ ହାଇଦ୍ରାବାଦ ଛାଡ଼ି ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ୨୦୧୫-୧୬ ସିଜନରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌…

ବାଦ୍‌ ପଡ଼ିଲେ ମନିକା

ନୂଆଦିଲ୍ଲୀ,୧୫।୯: ଦୋହାରେ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ୍‌ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍‌ ପଡ଼ିଛନ୍ତି ଭାରତର ମନିକା ବାତ୍ରା। ରାଷ୍ଟ୍ରୀୟ ଶିବିରରେ ଯୋଗ ଦେଇନଥିବାରୁ ଶୃଙ୍ଖଳାଗତ କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ସୂଚନା ଅନୁସାରେ, ଜାତୀୟ…

କୋହଲିଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୫।୯: ଆଇସିସି ସର୍ବଶେଷ ଟି -୨୦ ମାନ୍ୟତା ପ୍ରକାଶ କରିଛି। ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ଏବଂ ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି -୨୦ ସିରିଜ ପରେ ଏହି ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ…

ତେନ୍ଦୁଲକର ଆଉଟ୍‌ ହେବା ପରେ ‘ଦେବଦାସ’ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ…

ଆଇପିଏଲ୍‌ ପୂର୍ବରୁ ଚୌକା, ଛକା ଏହି ପ୍ରସିଦ୍ଧ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ୟୁଏଇ,୧୫।୯: ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ନିଜ ମଧ୍ୟରେ ୨ଟି ଦଳ କରି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ଏକ ଅଭ୍ୟାସ ମ୍ୟାଚ୍‌ରେ ଦେବଦତ୍ତ ଏକାଦଶ ବିପକ୍ଷରେ ଏବି ଡିଭିଲିୟର୍ସ…

ନିଜକୁ ‘ବୁଢା’ କହିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୧୫।୯:ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି। ସେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ସଦସ୍ୟ ଅଟନ୍ତି। ତେବେ ଲିଗ ଆରମ୍ଭ ପୂର୍ବରୁ ସେ ନିଜକୁ ବୃଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?