ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ
ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ପଦକ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ଗୁରୁବାର…
ଗ୍ରୀନ ପିଚ୍ ପାଇଁ କମ୍ପ୍ଲେନ କରିପାରିବ ନାହିଁ ଟିମ୍ ଇଣ୍ଡିଆ
ଟ୍ରେଣ୍ଟ ବ୍ରିଜ,୩।୮: ପ୍ରାୟ ୬ ମାସ ତଳେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍ ଟର୍ନିଂ ପିଚ୍ରେ ଘରୋଇ ସ୍ପିନରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲା। ଭାରତଠାରୁ ୩-୧ରେ ପରାଜୟ ସହ ସ୍ବଦେଶ ଫେରିଥିଲା ଇଂଲଣ୍ଡ। ଏହି ପରାଜୟ ଏବେ ମଧ୍ୟ ଇଂଲଣ୍ଡ…
କୋହଲିଙ୍କ ଅପେକ୍ଷାରେ ବିଶ୍ୱ ରେକର୍ଡ
ଟ୍ରେଣ୍ଟ ବ୍ରିଜ,୩।୮: ଏଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ଏହି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ…
ମହିଳା ହକି ଇତିହାସରେ ଭାରତକୁ ଶ୍ରେଷ୍ଠ ମାନ୍ୟତା
ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଏଭଳି ପ୍ରଦର୍ଶନ ଯୋଗୁ ଟିମ୍ ଇଣ୍ଡିଆର ର଼୍ୟାଙ୍କିଙ୍ଗ୍ରେ ଆସିଛି ଉଲ୍ଲେଖନୀୟ ଉନ୍ନତି। ପୂର୍ବରୁ ମହିଳା ଦଳଗତ…
ଆଇପିଏଲ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ ,୩।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ-୧୪’ର ଦ୍ୱିତୀୟ ପର୍ଯ୍ୟାୟରେ ଇଂଲଣ୍ଡ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହା ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ସିରିଜ୍…
ସିରିଜ ଆରମ୍ଭ ପୂର୍ବରୁ ଭାରତ ୩-୧ରେ ଜିତିବ କହିଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; କଷ୍ଟକର ହେବ…
ନୂଆଦିଲ୍ଲୀ,୩।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଏକାଧିକ ଥର ଭାରତର ପରାଜୟର ପୂର୍ବାନୁମାନ କରିଛନ୍ତି। ହେଲେ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା…
ସେମିଫାଇନାଲ ମ୍ୟାଚ୍ ହାରିବା ପରେ ଅଧିନାୟକଙ୍କ ସହ କଥା ହେଲେ ମୋଦି
ଟୋକିଓ,୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସ୍ବର୍ଣ୍ଣ ଜିତିବା ଆଶା ଭାଙ୍ଗିଯାଇଛି। ବେଲଜିୟମ ପ୍ରଥମ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ୨-୫ରେ ପରାସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମ୍ୟାଚ ଦେଖୁଥିଲେ ଏବଂ ଏହି…
ଅଲିମ୍ପିକ୍ ଟିମ୍ ଅଗଷ୍ଟ ୧୫ରେ ଯିବେ ଲାଲ୍ କିଲ୍ଲା, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍ରେ ଯୋଗଦେବାକୁ ଯାଇଥିବା ଭାରତୀୟ ଟିମ୍ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଟିମ୍କୁ ନିମନ୍ତ୍ରଣ କରାଯିବ। ପ୍ରଧାନମନ୍ତ୍ରୀ ଏହି…
ଇଂଲଣ୍ଡ ବିପକ୍ଷରେ କେମିତି ଜିତିବ ଭାରତ: କୋହଲି କଲେ ଖୁଲାସା
ଲଣ୍ଡନ,୩।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିନାୟକ ବିରାଟ କୋହଲି ଏହି ସିରିଜକୁ ଦଳ ପାଇଁ ଏକ ବଡ଼ ସିରିଜ ବୋଲି ବର୍ଣ୍ଣନା କରିଛନ୍ତି। ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି କହିଛନ୍ତି…
ଭାରତୀୟ କ୍ରିକେଟ୍ ଦଳକୁ ଝଟ୍କା
ଲଣ୍ଡନ,୩।୮: ଅଗଷ୍ଟ ୪ରୁ ଇଂଲଣ୍ଡ ମାଟିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଟିମ ଇଣ୍ଡିଆର ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ଶୁଭମନ ଗିଲ,…
ଭାବପ୍ରବଣ ହୋଇଗଲେ ବିରାଟ କୋହଲି
ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୀନେଶ କାର୍ତ୍ତିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୋଲାଖୋଲି ନିଜର ଭାବନା ବ୍ୟକ୍ତ…
ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…
ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍ ପଦକ ଆଶା ଧୁଳିସାତ୍ ହୋଇଛି। ହକିରେ ଟିମ ଇଣ୍ଡିଆର ପରାଜୟ ପରେ କୋଟି କୋଟି…
Archives


