Posted inଖେଳ

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ ଏଥିରେ ସାମିଲ ଅଛି। ବିରାଟ କୋହଲି, ସୁରେଶ ରାଇନା, ଜସପ୍ରିତ ବୁମ୍‌ରା, ନୀତିଶ ରାଣା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟ ତାରକା ନିଜଠାରୁ ସାନ ଯୁବତୀଙ୍କୁ ବିବାହ କରିଛନ୍ତି।

ସଚିନ ସ୍ତ୍ରୀ ଅଞ୍ଜଳିଙ୍କଠାରୁ ୬ ବର୍ଷ ସାନ। ସେହିଭଳି ଭାରତୀୟ ଟେଷ୍ଟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ସ୍ତ୍ରୀ ଅନୁଷ୍କାଙ୍କଠାରୁ ସାନ। ରାଇନା ସ୍ତ୍ରୀ ପ୍ରିୟଙ୍କାଙ୍କଠାରୁ ୫ ମାସ ସାନ। ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳୁଥିବା ନୀତିଶ ରାଣାଙ୍କ ସ୍ତ୍ରୀ ସାଞ୍ଚି ମାରବାହ ମଧ୍ୟ ତାଙ୍କଠାରୁ ବଡ଼। ଉଭୟଙ୍କ ମଧ୍ୟରେ ପାଖାପାଖି ୨ ବର୍ଷର ଅନ୍ତର ରହିଛି। ହାଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାଶାଙ୍କ ଠାରୁ ପ୍ରାୟ ୧ ବର୍ଷ ସାନ। ଚଳିତ ବର୍ଷ ବିବାହ କରିଥିବା ବୁମ୍‌ରା ସ୍ତ୍ରୀ ସଞ୍ଜନାଙ୍କଠାରୁ ପ୍ରାୟ ୨ ବର୍ଷ ଏବଂ ୭ ମାସ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍‌: କ୍ରିକେଟ୍‌ରୁ ନେଲେ ବ୍ରେକ୍‌

ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ...

ମାତ୍ର ୮ ରନ୍‌ରେ ଅଲଆଉଟ୍‌; ୭ ବଲ୍‌ରେ ମ୍ୟାଚ୍‌ ଜିତିନେଲା ବିରୋଧୀ ଟିମ୍‌

ନୂଆଦିଲ୍ଲୀ,୪।୬: ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌। ୭ ବଲ୍‌ରେ ବିରୋଧୀ ଟିମ୍‌ ଜିତିନେଲା ମ୍ୟାଚ୍‌। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ।...

ଭାଙ୍ଗିଲା କେକେଆର୍‌ର ପରାଜୟ ଧାରା

ଅହମ୍ମଦାବାଦ, ୨୬।୪- ପ୍ରଥମେ ଭଲ ବୋଲିଂ ଓ ଫିଲ୍ଡିଂ ବଳରେ ପ୍ରତିପକ୍ଷ କିଙ୍ଗ୍ସ ପଞ୍ଜାବକୁ ୧୨୩ ରନ୍‌ରେ ରୋକିଲା କୋଲକାତା ନାଇଟ୍‌ ରାଇଡର୍ସ। ସାମ୍ନାରେ ଥିଲା...

ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସ ଖେଳାଳି ଏହସାନ୍‌ଙ୍କ ପରଲୋକ

ଭୁବନେଶ୍ୱର,୨୩ା୧୧(ସ୍ପୋର୍ଟ୍ସ ବ୍ୟୁରୋ)-ଓଡ଼ିଶାର ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସଖେଳାଳି ଏହସାନ ଉଲ୍‌ ହକ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେଲା...

ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ...

ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ...

ପିଏସ୍‌ଜି ସହ ନେମାରଙ୍କ ଚୁକ୍ତି ମିଆଦ ବୃଦ୍ଧି

ପ୍ୟାରିସ୍‌, ୯ା୫ (ଏପି.)-ପ୍ୟାରିସ୍‌ ସେଣ୍ଟ ଜର୍ମେନ (ପିଏସ୍‌ଜି) ବ୍ରାଜିଲର ଷ୍ଟାର ଫୁଟ୍‌ବଲ ଖେଳାଳି ନେମାରଙ୍କ ସହ ଏହାର ଚୁକ୍ତି ମିଆଦକୁ ଆହୁରି ୩ବର୍ଷ ବୃଦ୍ଧି କରିଛି।...

ସିଂହକୁ କ୍ଷୀର ପିଆଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଆଇପିଏଲ୍‌ର ୧୩ ତମ ସିଜନ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ଏବଂ କିଛି ସାଙ୍ଗମାନଙ୍କ...

Advertisement
Archives

Model This Week