ଖେଳ

ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୧୦: ଆଇପିଏଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଉଚିତ ନା ତାଙ୍କୁ ବାଦ୍‌ ଦିଆଯିବା ଦରକାର, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଲରାଉଣ୍ଡର ଆଇପିଏଲର ଦ୍ୱିତୀୟ ଫେଜରେ…

ବିଶ୍ୱକପ୍‌ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ ଘୋଷିତ ଦଳରୁ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳଙ୍କୁ…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତର ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୧୩।୧୦: ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କ୍ରିକେଟ ବୋର୍ଡ ଅଫ କ୍ରିକେଟ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ଏହି ଜର୍ସି ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳ ଜର୍ସି ଠାରୁ ସାମାନ୍ୟ ଭିନ୍ନ। ଅକ୍ଟୋବର ୧୭ ରୁ…

୩୬ ବଲ୍‌ରୁ ୧୬୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାରେ ଏହି କ୍ରିକେଟର୍‌

ସିଡନୀ,୧୩।୧୦: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ୧୨୭ ବଲ୍‌ରେ ୨୩୦ ରନ୍‌ର ପାଳି ଖେଳି ହାସଲ କରିଛନ୍ତି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ଆଶେସ ସିରିଜ ପୂର୍ବରୁ ଦ୍ୱିଶତକ ସ୍କୋର କରି ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ ପ୍ରସ୍ତୁତ ହେଉଛନ୍ତି। ଏକ ଦିନିକିଆ…

ଡିସି ବନାମ କେକେଆର୍‌; ଜାଣନ୍ତୁ କେବେ-କେଉଁଠି ଦେଖିବେ ଏହି କ୍ୱାଲିଫାୟାର-୨ ମୁକାବିଲା..

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ ୨୦୨୧ର କ୍ୱାଲିଫାୟାର-୨ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ରହିଥିବା ବେଳେ ଜିତିବା ଟିମ୍‌ ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ସହ ଫାଇନାଲ…

ସଚିନ ତେନ୍ଦୁଲକରଙ୍କ ଝିଅଙ୍କୁ ପସନ୍ଦ କରୁଛନ୍ତି ଏହି ଅଭିନେତା

ପୂର୍ବତନ ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତାଙ୍କ ସୁନ୍ଦର ଏବଂ ସରଳ ସ୍ବଭାବ ପାଇଁ ସେ ଜଣାଶୁଣା। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ସାରାଙ୍କ ସରଳତାରେ ଫିଦା…

ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍‌

ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ। ଏହି ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶାରଜାଠାରେ…

ଏହି କ୍ରିକେଟର୍‌ଙ୍କ ଘରକୁ ଆସିଲା ନୂଆ ଅତିଥି, ହେଲେ ଭାବପ୍ରବଣ

ନୂଆଦିଲ୍ଲୀ,୧୩।୧୦: ଅଷ୍ଟ୍ରେଲିଆ କ୍ରିକେଟର୍‌ ପ୍ୟାଟ୍‌ କମିନ୍ସଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ସେ ପ୍ରଥମଥର ପାଇଁ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଷ୍ଟ୍ରେଲିଆର ଟି -୨୦ ବିଶ୍ୱକପ ଦଳରେ ଯୋଗଦେବା…

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: କୋହଲିଙ୍କ ପରେ…

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅଧିନାୟକ ଭାବରେ ପ୍ରମାଣ କରିବାକୁ ବହୁତ କମ ସମୟ ବାକି ଅଛି। ଯଦି ବିରାଟ କୋହଲି ଭାରତକୁ ୨୦୨୧ ଟି -୨୦ ବିଶ୍ୱକପ, ୨୦୨୨ ଟି -୨୦ ବିଶ୍ୱକପ ଏବଂ ୨୦୨୩ ଦିନିକିଆ ବିଶ୍ୱକପ…

କୋହଲିଙ୍କ ପାଇଁ ହୃଦୟ ଛୁଆଁ କଥା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଶାରଜା,୧୩।୧୦: ବିରାଟ କୋହଲିଙ୍କ ଅଧୀନରେ ଦୀର୍ଘ ଦିନ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଂଶବିଶେଷ ଥିବା ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କହିଛନ୍ତି ଯେ, କୋହଲି ଦଳ ପାଇଁ ବହୁତ କିଛି କରିଛନ୍ତି। ତାଙ୍କ ଅବଦାନ ଭୁଲି…

କୋହଲିଙ୍କ କଟା ଘା’ରେ ଚୂନ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଶାରଜା,୧୩।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରୁ ଇସ୍ତଫା…

ଆଇପିଏଲ୍‌ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …

ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ନକ୍‌ଆଉଟ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡାନିଏଲ ଖ୍ରିଷ୍ଟିଆନ୍‌ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଭାରତର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?