୫ ବର୍ଷର ଶିଶୁକୁ ଝୁଣି ମାରିଲେ କୁକୁରପଲ
କୋକସରା,୨୪।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଖୁଣ୍ଟିଆ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରପଲ ଗୋଡ଼ାଇ ଗୋଡ଼ାଇ କାମୁଡିବା ଫଳରେ ପିଲାଟିର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗାଁର ଲକ୍ଷ୍ମୀଧର ଧରୁଆଙ୍କ ୫…
ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ
ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି ପ୍ୟାନେଲରେ ରାଜ୍ୟ ସଭା ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏ ନେଇ ରାଜ୍ୟ ସଭା…
ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କୁ ପିଟିଲା ପୋଲିସ
କବିସୂର୍ଯ୍ୟନଗର,୨୪ା୭(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ମାତ୍ର ଜଣେ ସରପଞ୍ଚ ସଙ୍ଗରୋଧ କେନ୍ଦ୍ର ତଦାରଖ ସାରି ଫେରୁଥିବାବେଳେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକୋ କରିବା ପରେ ଏସ୍ପି…
୪ ବର୍ଷରେ ୫ ପିଲାଙ୍କୁ ହତ୍ୟା କରିଥିଲେ ବାପା
ଜିନ୍ଦ, ୨୪।୭: ହରିୟାଣାର ଜିନ୍ଦ ସହରରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ବିଗତ ୪ ବର୍ଷରେ ନିଜର ୫ ଜଣ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩୮…
୫ ପିଲାର ବାପା କରୁଥିଲେ ଦ୍ୱିତୀୟ ବିବାହ: ତା ପରେ…
ବଲାଙ୍ଗୀର ଅଫିସ,୨୪ା୭- ବଲାଙ୍ଗୀର ସହର ଶାନ୍ତିପଡାରେ ଗୁରୁବାର ଜଣେ ଯୁବତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା କନ୍ୟାଘର ଲୋକେ ବରପକ୍ଷଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ ା ସମ୍ପର୍କୀୟ, ବନ୍ଧୁବାନ୍ଧବ ବିବାହ ଭୋଜିର ମଜା ଉଠାଇ ସାରିଥିଲେ…
କୋହଲିଙ୍କ ଫିଟ୍ନେସକୁ ଦେଖି ଚିନ୍ତିତ ମା’ ଏମିତି କହୁଥିଲେ
ନୂଆଦିଲ୍ଲୀ, ୨୪।୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଫିଟ୍ନେସ୍ ପାଇଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ପାଇଁ ରୋଲ୍ ମଡେଲ ହୋଇପାରିଛନ୍ତି। ସୁନ୍ଦର ଶରୀର ପାଇଁ କୋହଲି ନିଜକୁ ଫିଟ୍ନେସ ଆଇକନ କରିପାରିଛନ୍ତି। କୋହଲି ତାଙ୍କ ଫିଟ୍ନେସକୁ ନେଇ…
ଚଳିତ ବର୍ଷ ହେବ ନାହିଁ ‘ଆଟ ହୋମ’ ସେଲିବ୍ରେସନ
ଭୁବନେଶ୍ୱର,୨୪।୭(ବ୍ୟୁରୋ)-ମହାମାରୀ କରୋନା ପାଇଁ ଚଳିତବର୍ଷ ରାଜଭବନରେ ହେବ ନାହିଁ ଆଟ୍ହୋମ ପାର୍ଟି। କରୋନା ପାଇଁ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଜ୍ୟର ଏଭଳି ଦୁଃଖଦ ସମୟରେ ଆଟ ହୋମ ସେଲିବ୍ରେସନ ନ କରିବାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ…
ଆଇପିଏଲ୍ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର
ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆଇପିଏଲ୍ ଆୟୋଜିତ ହେବ। ଆଇପିଏଲ୍ର ଚେୟାରମ୍ୟାନ ବ୍ରିଜେଶ…
ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ
ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
ବାବ୍ରି ମସ୍ଜିଦ୍ ମାମଲାରେ ଆଡଭାନୀଙ୍କ ବୟାନ ରେକର୍ଡ
ଲକ୍ଷ୍ନୌ,୨୪।୭: ୧୯୯୨ ବାବ୍ରି ମସ୍ଜିଦ୍ ବିଧ୍ୱଂସ ମାମଲାରେ ଶୁକ୍ରବାର ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସିବିଆଇ ସ୍ବତନ୍ତ୍ର କୋର୍ଟରେ ସେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି। ଦୀର୍ଘ ସାଢ଼େ…
ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ
ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଦେଇଥାଉ। ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଟ୍ରାଞ୍ଜାକ୍ସନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ।…
ଆମେରିକା-ଚାଇନା ମଧ୍ୟରେ ବଢ଼ୁଛି ବିବାଦ: ଚେଙ୍ଗୁଡ଼ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ
ବେଜିଂ,୨୪।୭: ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ହଷ୍ଟନ ସହରରେ ଥିବା ଚାଇନା ଦୂତାବାସକୁ ବନ୍ଦ କରିବାକୁ ନେଇ ଆମେରିକାର ନିଷ୍ପତ୍ତି ପରେ ଚାଇନା ମଧ୍ୟ ଅନୁରୂପ ଆଭିମୂଖ୍ୟ ଗ୍ରହଣ କରିଛି। ଚେଙ୍ଗଡୁ ସହରରେ ଥିବା ଦୂତାବାସକୁ ବନ୍ଦ…
Archives


