Home Left

ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ

ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍‌ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରିଦେଇଥାଉ। ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ।…

ଆମେରିକା-ଚାଇନା ମଧ୍ୟରେ ବଢ଼ୁଛି ବିବାଦ: ଚେଙ୍ଗୁଡ଼ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଜିଂ,୨୪।୭: ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ହଷ୍ଟନ ସହରରେ ଥିବା ଚାଇନା ଦୂତାବାସକୁ ବନ୍ଦ କରିବାକୁ ନେଇ ଆମେରିକାର ନିଷ୍ପତ୍ତି ପରେ ଚାଇନା ମଧ୍ୟ ଅନୁରୂପ ଆଭିମୂଖ୍ୟ ଗ୍ରହଣ କରିଛି। ଚେଙ୍ଗଡୁ ସହରରେ ଥିବା ଦୂତାବାସକୁ ବନ୍ଦ…

ହରିଚନ୍ଦନପୁର ତହସିଲଦାରଙ୍କ ବଦଳି ବାତିଲ୍‌ ପାଇଁ ଅଡ଼ିବସିଲେ ଅଞ୍ଚଳବାସୀ

କେନ୍ଦୁଝର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ତହସିଲଦାର ସୁବାଷ ପାଲଟାଙ୍କ ବଦଳି ବାତିଲ ପାଇଁ ଦାବି ହୋଇଛି। ତାଙ୍କର ବଦଳି ବାତିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।…

ବିନା ବିଶ୍ରାମରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୪।୭: କ୍ରିକେଟ୍‌ ଖେଳରେ ଟେଷ୍ଟ ମ୍ୟାଚ୍‌ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ଫର୍ମାଟ୍‌। ସାଧାରଣତଃ ଗୋଟିଏ ଟେଷ୍ଟ ମ୍ୟାଚ୍‌ ୫ ଦିବସୀୟ ହୋଇଥିବାବେଳେ ପ୍ରତ୍ୟେକ ଦିନ ୯୦ ଓଭର ଖେଳ ହୋଇଥାଏ। ତେଣୁ ଟେଷ୍ଟ କ୍ରିକେଟର୍‌ଙ୍କ ସହନଶୀଳତା ଅବିଶ୍ୱସନୀୟ ରହିଥାଏ। ଯେପରିକି ଦ୍ରୁତ…

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ହଠାତ୍‌ ସିବିଆଇ ତଦନ୍ତ ଦାବି କରିଥିଲେ। ଏପରିକି ସୁଶାନ୍ତଙ୍କ ପ୍ରେମିକା…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ପାମ୍ପଡ଼: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ସମଗ୍ର ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଭ୍ୟାକସିନ୍‌ ପ୍ରସ୍ତୁତି କରିବା ନେଇ ଚେଷ୍ଟା ଚଳାଇଛି। ଇତିମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ଏକ…

ପରପାରିରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କର: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଦେଶର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କର ଶୁକ୍ରବାର କୋଲକାତାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଅମଲା କୋରିଓଗ୍ରାଫର ଉଦୟ ଶଙ୍କରଙ୍କ ସ୍ତ୍ରୀ ତଥା ସୀତାର ପଣ୍ଡିତ ରବି ଶଙ୍କରଙ୍କ ବୋହୂ। ତାଙ୍କ ମୃତ୍ୟୁ ଖବର ନାତୁଣୀ…

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କଲରାପତରିଆ ବାଘ ଗାଈ ଗୋଠଙ୍କୁ ଗୋଡାଉଛି। ଫଳରେ ଗାଈ ଗୋଠ ଛତ୍ର ଭଙ୍ଗ…

ଏକା ସହ ଜାଳିଦେଲେ ୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ, ଆଉ ତା’ ପରେ..

ହାଇଦ୍ରାବାଦ,୨୪।୭: ସାରା ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଭାରତରେ ମଧ୍ୟ ଏବେ ସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି। ଏହି କ୍ରମରେ ହାଇଦ୍ରାବାଦରୁ ଏକ ଚକିତ କରିବା…

ଆଜି ରିଲିଜ ହେବ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର: ଜାଣନ୍ତୁ କେମିତି, କେଉଁଠାରେ ଦେଖିବେ ‘ଦିଲ ବେଚାରା’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ ବେଚାରାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆଜି ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଏହି ଅପେକ୍ଷାରେ ଆଉ କିଛି ଘଣ୍ଟା…

ସ୍ତ୍ରୀଙ୍କ ପାଖରେ ନଥିଲା ଟଙ୍କା, ଡାକ୍ତରଖାନା ବାହାରେ ପଡ଼ି ରହି ଆଖି ବୁଜିଲେ ସ୍ବାମୀ

ଗୁନା,୨୪।୭: ଜଣେ ରୋଗୀ ଟଙ୍କା ଅଭାବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ସ୍ଲିପ୍‌ ପାଇପାରି ନ ଥିଲେ। ଶେଷରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦାୟକ ଘଟଣା ମଧ୍ୟପ୍ରଦେଶର ଗୁନା ଜିଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଦେଖିବାକୁ…

କନ୍ୟାକୁ ଦେଖି ଏମିତି ଅବସ୍ଥା ହେଲା ବରର

ଏବେ ବିବାହ ସମୟ ଚାଲିଛି। ମାତ୍ର କରୋନା କଟକଣା ଯୋଗୁ କେତେକେ ବିବାହକୁ ଆଗକୁ ଘୁଞ୍ଚାଇଦେଉଛନ୍ତି ତ ଆଉ କେତେକେ କଟକଣା ମଧ୍ୟରେ ବିବାହ କରାଉଛନ୍ତି। ଯଦି କରୋନା ସ୍ଥିତି ସୁଧୁରିଯାଇଥାଏ ୨୫ ନଭେମ୍ବରରୁ ପୁଣି ବିବାହ ଲଗ୍ନ ଖୋଲିବାର ସମ୍ଭାବନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri