Home Left

ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ତୋରବାଜ’ର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ’ତୋରବାଜ’ର ଟ୍ରେଲର ଶନିବାର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ୨ ମିନିଟ ୧୪ ସେକେଣ୍ଡର ଏହି ଭିଡିଓକୁ ଦର୍ଶକଙ୍କ ଭଲ ରେସପନ୍ସ…

୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି। ମାତ୍ର ସେ ପ୍ରତିଦିନ ୧୮ରୁ ୨୦ଟି ରୁଟି ଖାଉଛନ୍ତି। ତଥାପି କୌଣସି ସମସ୍ୟାର ସମ୍ମୁଖୀନ…

ଭୁବନେଶ୍ୱରରୁ ଆଜି ୪୬ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୩୬

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କାନରେ ଇୟରଫୋନ୍‌ ଲଗାଇ ରେଳ ଟ୍ରାକ୍‌ରେ ଚାଲୁଥିଲେ ୨ ଯୁବକ, ଆଉ ତା’ ପରେ…

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲାର ରେଳ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ୩ଟି ଟ୍ରେନ୍‌ ଅଧ ଘଣ୍ଟା ଅଟକି ରହିଥିଲା। ୧୯ ବର୍ଷୀୟ…

ମାଳଦ୍ୱୀପରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ରକୁଲ ନିଜର ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ମାଳଦ୍ୱୀପରେ ପରିବାର ସହ…

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ। ଖାଲି…

ଆସନ୍ତା ବର୍ଷ ଇଦ୍‌ରେ ପୁଣି ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେ: ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ ଗତ ମେ’ ମାସ ଅର୍ଥାତ୍ ଇଦ୍‌ରେ ରିଲିଜ୍…

ଭାଜପାର ମିଶନ ତାମିଲନାଡୁ: ଦୁଇ ଦିନିଆ ଗସ୍ତରେ ଚେନ୍ନାଇ ପହଞ୍ଚିଲେ ଶାହା

ଚେନ୍ନାଇ,୨୧ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ୨ଦିନିଆ ତାମିଲନାଡୁ ଗସ୍ତରେ ଚେନ୍ନାଇ ପହଞ୍ଚିଛନ୍ତି । ଶାହା ସେଠାରେ କେତୋଟି ବିକାଶମୂଳକ ପରିଯୋଜନାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ତାମିଲନାଡୁ ଭାଜପା ପ୍ରତିନିଧି ଓ ସହଯୋଗୀ ଏଆଇଏଡିଏମ୍‌କେର…

ଗ୍ରାହକଙ୍କୁ ସତର୍କ କଲା ଏସ୍‌ବିଆଇ, ଏହି ଦିନ ଉପୁଜିପାରେ ବଡ଼ ସମସ୍ୟା

ନଭେମ୍ବର ୨୨ ଅର୍ଥାତ୍‌ ଆସନ୍ତା ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେବା ବ୍ୟାହତ ହେବା ନେଇ ବ୍ୟାଙ୍କ୍‌ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଟୁଇଟ୍‌ କରି ଲେଖିଛି ଯେ,…

ବିଧାୟକଙ୍କ ରିପୋର୍ଟ ନେଗେଟିଭ୍‌ ନା ପଜିଟିଭ୍‌?

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଶନିବାର ହେଉଛି ଦ୍ବିତୀୟ ଦିନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶୀତ ଅଧିବେଶନ ପାଇଁ ବିଧାୟକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ନେଗେଟିଭ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ ଗୃହ କାର୍ଯ୍ୟରେ…

ବେଡ୍‌ରୁମ ପାଲଟିଛି ଆଇସିୟୁ, କାର୍‌ ହୋଇଛି ଆମ୍ବୁଲାନ୍ସ; ପୂରା ଘଟଣା ଜାଣିଲେ ହେବେ ଭାବୁକ

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜବଲପୁରରେ ଅବସରପ୍ରାପ୍ତ ଇଞ୍ଜିନିୟର ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ତାଙ୍କ ଘରର ସମସ୍ତ ମାନଚିତ୍ର ପରିବର୍ତ୍ତନ କରି ଦେଇଛନ୍ତି। ସେ ତାଙ୍କ ବେଡ୍‌ରୁମକୁ ଆଇସିୟୁରେ ପରିଣତ କରିଥିବା ବେଳେ ତାଙ୍କ କାର୍‌କୁ କରିଛନ୍ତି ଆମ୍ବୁଲାନ୍ସ। ବୃତ୍ତିରେ ସେ ଜଣେ ଇଞ୍ଜିନିୟର।…

ଦିଲ୍ଲୀ ପରେ ଏବେ ନଏଡ଼ାରେ ବି ବିବାହ ଭୋଜିରେ ସାମିଲ ହେବେ  କେବଳ ଶହେ ଲୋକ

ନଏଡା,୨୧ ।୧୧: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ଗୌତମ ବୁଦ୍ଧ ନଗର ଜିଲା ପ୍ରଶାସନ ସତର୍କ ହୋଇ ଯାଇଛି । ଗୋଟିଏ ପଟେ ଦିଲ୍ଲୀ-ନଏଡ଼ା ସୀମାରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ର‌୍ୟାଣ୍ଡମ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?